ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ମଦ ପିଇ ହଙ୍ଗାମା କଲେ ଦର୍ଶକ

ବର୍ମିଂହାମ୍: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଜବାଷ୍ଟନରେ ଦ୍ବିତୀୟ ଟେଷ୍ଟ ଜାରି ରହିଛି । ମ୍ୟାଚ୍ ଚାଲିଥିବା ବେଳେ ଖେଳକୁ ବଦନାମ କରାଯିବା ଭଳି ଖବର ସାମ୍ନାକୁ ଆସିଛି। ମହାମାରୀ କରୋନା ଭାଇରସର ସଂକଟ ସମୟରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ରିସ୍କ ଉଠାଇ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦେଇଛି । କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଯେଉଁ ଘଟଣା ଘଟିଛି, ତାହା ଅତ୍ୟନ୍ତ ନୈରାଶ୍ୟଜନକ। କିଛି ଦର୍ଶକ ଉକ୍ତ ଟେଷ୍ଟର ଦ୍ୱିତୀୟ […]

fan

fan

Ranjit Kumar Jena
  • Published: Saturday, 12 June 2021
  • Updated: 12 June 2021, 09:04 PM IST

Sports

Latest News

ବର୍ମିଂହାମ୍: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଜବାଷ୍ଟନରେ ଦ୍ବିତୀୟ ଟେଷ୍ଟ ଜାରି ରହିଛି । ମ୍ୟାଚ୍ ଚାଲିଥିବା ବେଳେ ଖେଳକୁ ବଦନାମ କରାଯିବା ଭଳି ଖବର ସାମ୍ନାକୁ ଆସିଛି। ମହାମାରୀ କରୋନା ଭାଇରସର ସଂକଟ ସମୟରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ରିସ୍କ ଉଠାଇ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦେଇଛି । କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଯେଉଁ ଘଟଣା ଘଟିଛି, ତାହା ଅତ୍ୟନ୍ତ ନୈରାଶ୍ୟଜନକ।

କିଛି ଦର୍ଶକ ଉକ୍ତ ଟେଷ୍ଟର ଦ୍ୱିତୀୟ ଦିବସରେ ମଦ୍ୟପାନ କରି ଖୁବ୍ ହଙ୍ଗାମା କରିଛନ୍ତି, ଯେଉଁଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ‘ଦି ଟେଲିଗ୍ରାଫ’ର ରିପୋର୍ଟ ଅନୁଯାୟୀ, ଜଣେ ଆହତ କର୍ମଚାରୀ କହିଛନ୍ତି ଯେ ଷ୍ଟାଡିୟମରେ ବହୁ ସଂଖ୍ୟକ ଫ୍ୟାନ୍ ମଦ ନିଶାରେ ଥିଲେ ଏବଂ ଖୁବ୍ ହଙ୍ଗାମା କରୁଥିଲେ। କିଛି ଲୋକେ ଷ୍ଟାଡିୟମରେ ବିଅର୍ ଧରି ପହଞ୍ଚିଥିଲେ। ଏହି ହଙ୍ଗାମା ବେଳେ ତାଙ୍କୁ ଏବଂ ତାଙ୍କର ଜଣେ ସାଥୀଙ୍କୁ ଆଘାତ ଲାଗିଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଷ୍ଟାଡିୟମରୁ ଫ୍ୟାନଙ୍କୁ ଦୂରେଇ ରଖାଯାଇଥିଲା। ମଝିରେ ଫ୍ୟାନଙ୍କୁ ଷ୍ଟାଡିୟମ ଆସିବା ପାଇଁ ଅନୁମତି ମିଳିଥିଲା, କିନ୍ତୁ କୋଭିଡ୍-୧୯ର ପ୍ରକୋପ ବଢ଼ିବା ପରେ ପୁଣିଥରେ ଦର୍ଶକଙ୍କ ଏଣ୍ଟ୍ରୀ ଉପରେ ରୋକ୍ ଲଗାଯାଇଥିଲା। ହେଲେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଷ୍ଟାଡିୟମର କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା। ଏହି ମ୍ୟାଚ୍ ଲର୍ଡସରେ ଖେଳାଯାଇଥିଲା ।

ଦ୍ୱିତୀୟ ଟେଷ୍ଟ ଏଜବାଷ୍ଟନରେ ଖେଳାଯାଉଛି। ଏଠାରେ ୫୦ ପ୍ରତିଶତ ଦର୍ଶକ (୧୮ହଜାର)ଙ୍କୁ ଷ୍ଟାଡିୟମରେ ପ୍ରବେଶ ମିଳିଛି। ତେବେ ସେମାନଙ୍କର ବୟସ ୧୬ ବର୍ଷରୁ ଅଧିକ ହୋଇଥିବା ଦରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story