୮ ସପ୍ତାହ ପରେ ଗର୍ଭବତୀ ପତ୍ନୀଙ୍କୁ ଦେଖି କାନ୍ଦି ପକାଇଲେ ଏହି କ୍ରିକେଟର୍

ସିଡନୀ: ଆଇପିଏଲ୍ ଖେଳିଥିବା ଅଷ୍ଟ୍ରେଲୀୟ କ୍ରିକେଟର୍ ଲମ୍ବା ପ୍ରତୀକ୍ଷା ପରେ ଶେଷରେ ସୋମବାର ନିଜ ପରିଜନଙ୍କୁ ଭେଟିଛନ୍ତି। ପରିବାରକୁଚ ଭେଟିବା ପରେ ସେମାନଙ୍କ ମୁହଁରେ ଖୁସିର ଲୁହ ଦେଖିବାକୁ ମିଳିଥିଲା। ଭାରତରେ କୋଭିଡ୍‌-୧୯ ମାମଲା ଓ ଆଇପିଏଲକୁ ଅଧାରୁ ସ୍ଥଗିତ କରିବା ପରେ ଅଷ୍ଟ୍ରେଲୀୟ କ୍ରିକେଟର୍ ଏବଂ ଏହି ଟୁର୍ଣ୍ଣାମେଣ୍ଟ ସହ ଜଡ଼ିତ ଅନ୍ୟ ସହକର୍ମୀ ଯାତ୍ରା ପ୍ରତିବନ୍ଧକ କାରଣରୁ ସ୍ୱଦେଶ ଫେରିପାରିନଥିଲେ। ସେମାନଙ୍କୁ କିଛି ଦିନ ମାଳଦ୍ୱୀପରେ ରହିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ୩୮ ଜଣିଆ ସଦସ୍ୟ […]

pat-cummins

pat-cummins

Ranjit Kumar Jena
  • Published: Monday, 31 May 2021
  • Updated: 31 May 2021, 10:04 PM IST

Sports

Latest News

ସିଡନୀ: ଆଇପିଏଲ୍ ଖେଳିଥିବା ଅଷ୍ଟ୍ରେଲୀୟ କ୍ରିକେଟର୍ ଲମ୍ବା ପ୍ରତୀକ୍ଷା ପରେ ଶେଷରେ ସୋମବାର ନିଜ ପରିଜନଙ୍କୁ ଭେଟିଛନ୍ତି। ପରିବାରକୁଚ ଭେଟିବା ପରେ ସେମାନଙ୍କ ମୁହଁରେ ଖୁସିର ଲୁହ ଦେଖିବାକୁ ମିଳିଥିଲା। ଭାରତରେ କୋଭିଡ୍‌-୧୯ ମାମଲା ଓ ଆଇପିଏଲକୁ ଅଧାରୁ ସ୍ଥଗିତ କରିବା ପରେ ଅଷ୍ଟ୍ରେଲୀୟ କ୍ରିକେଟର୍ ଏବଂ ଏହି ଟୁର୍ଣ୍ଣାମେଣ୍ଟ ସହ ଜଡ଼ିତ ଅନ୍ୟ ସହକର୍ମୀ ଯାତ୍ରା ପ୍ରତିବନ୍ଧକ କାରଣରୁ ସ୍ୱଦେଶ ଫେରିପାରିନଥିଲେ। ସେମାନଙ୍କୁ କିଛି ଦିନ ମାଳଦ୍ୱୀପରେ ରହିବାକୁ ପଡ଼ିଥିଲା।

ଅଷ୍ଟ୍ରେଲିଆର ୩୮ ଜଣିଆ ସଦସ୍ୟ ଦୁଇ ସପ୍ତାହ ତଳେ ସ୍ୱଦେଶ ଫେରିଥିଲେ। କିନ୍ତୁ ସେଠାରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥିଲା। ଯାହା ଫଳରେ ସେମାନେ ନିଜ ନିଜର ଘରକୁ ଯାଇପାରିନଥିଲେ । ଏବେ ସବୁ ଖେଳାଳି ନିଜ ପରିବାରକୁ ଭେଟିଛନ୍ତି। ପେସ୍ ବୋଲର ପ୍ୟାଟ୍ କମିନ୍ସ ମଧ୍ୟ ଏମାନଙ୍କ ଭିତରେ ସାମିଲ୍ ଥିଲେ। ସେ ହୋଟେଲରୁ ବାହାରିଥିଲେ ଏବଂ ନିଜ ଗର୍ଭବତୀ ପତ୍ନୀଙ୍କୁ ବେକି ବୋଷ୍ଟନଙ୍କୁ କୁଣ୍ଢାଇ ପକାଇଥିଲେ। ଏହାର ଭିଡିଓ ଅଷ୍ଟ୍ରେଲିଆର ଜଣାଶୁଣା କ୍ରୀଡ଼ା ସାମ୍ବାଦିକ ଆମାଣ୍ଡା ବେଲି ନିଜର ଟୁଇଟରରେ ପୋଷ୍ଟ କରିଛନ୍ତି।

https://twitter.com/ChloeAmandaB/status/1399220805364371461?s=20

ବେଲି ଏହି ଭିଡିଓ ଶେଆର୍ କରି ଲେଖିଛନ୍ତି, ଦିନର ସବୁଠାରୁ ଖାସ୍ ଭିଡିଓ। ଆଇପିଏଲ୍ ପାଇଁ ୮ ସପ୍ତାହ ବାହାରେ ରହିବା ପରେ ପ୍ୟାଟ୍ କମିନ୍ସ ଶେଷରେ ହୋଟେଲରେ ଆଇସୋଲେସନରୁ ବାହାରି ନିଜ ଗର୍ଭବତୀ ପତ୍ନୀ ବେକିଙ୍କୁ ସାକ୍ଷାତ କରିଛନ୍ତି। ଏହା ଏକ ଭାବବିହ୍ୱଳ ମୁହୂର୍ତ୍ତ।

କମିନ୍ସଙ୍କ ବ୍ୟତୀତ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍, ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ମଧ୍ୟ ୮ ସପ୍ତାହ ପରେ ନିଜ ପ୍ରିୟଜନଙ୍କୁ ଭେଟିଛନ୍ତି। ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ନିଜ ପରିଜନଙ୍କୁ ଦୀର୍ଘ ଦିନ ଧରି ଭେଟିନଥିଲେ, କାରଣ ସେମାନଙ୍କୁ ଜୁଲାଇ ଓ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ବିପକ୍ଷ ହେବାକୁ ଥିବା ସିରିଜ୍ ପାଇଁ ଚୟନ କରାଯାଇଛି।

View this post on Instagram

A post shared by David Warner (@davidwarner31)

ସୂଚନାଯୋଗ୍ୟ, କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁ ଭାରତରେ ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରିଦିଆଯାଇଛି। ସଂସ୍କରଣର ବାକି ମ୍ୟାଚ୍ ୟୁଏଇରେ ଆୟୋଜିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ତେବେ ଏଯାଏ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story