ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା, ଟି-୨୦ ଡେବ୍ୟୁ କଲେ ୪ ଭାରତୀୟ

କଲମ୍ବୋ: କୋଭିଡ୍ ସଂକ୍ରମଣ ଭିତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯାଉଛି। ଶ୍ରୀଲଙ୍କା କ୍ୟାପଟେନ୍ ଦସୁନ୍ ଶନାକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହେବା ପରେ ଭାରତର ୮ ଖେଳାଳି ସିରିଜରୁ ବାଦ୍ ପଡ଼ିଛନ୍ତି। ଯେଉଁ କାରଣରୁ ଆଜି ମ୍ୟାଚରେ ଭାରତର ୪ ଖେଳାଳି ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଛନ୍ତି। ମ୍ୟାଚରୁ ଶିଖର ଧୱନ୍ […]

debutant

debutant

Ranjit Kumar Jena
  • Published: Wednesday, 28 July 2021
  • Updated: 28 July 2021, 09:06 PM IST

Sports

Latest News

କଲମ୍ବୋ: କୋଭିଡ୍ ସଂକ୍ରମଣ ଭିତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯାଉଛି। ଶ୍ରୀଲଙ୍କା କ୍ୟାପଟେନ୍ ଦସୁନ୍ ଶନାକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହେବା ପରେ ଭାରତର ୮ ଖେଳାଳି ସିରିଜରୁ ବାଦ୍ ପଡ଼ିଛନ୍ତି। ଯେଉଁ କାରଣରୁ ଆଜି ମ୍ୟାଚରେ ଭାରତର ୪ ଖେଳାଳି ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଛନ୍ତି।

ମ୍ୟାଚରୁ ଶିଖର ଧୱନ୍ ବାଦ୍ ପଡ଼ିବେ ବୋଲି ସୂଚନା ମିଳିଥିଲା। କିନ୍ତୁ ସେ ଆଜି ମ୍ୟାଚ୍ ଖେଳୁଛନ୍ତି। ଭାରତ ପକ୍ଷରୁ ଡେବ୍ୟୁ କରିଥିବା ୪ ଖେଳାଳି ହେଲେ ଋତୁରାଜ ଗାଏକ୍ୱାଡ୍, ଦେବଦତ୍ତ ପାଡିକଲ୍, ଚେତନ ସାକାରିୟା ଓ ନୀତୀଶ ରାଣା। ସେହିପରି ଶ୍ରୀଲଙ୍କା ସ୍କ୍ୱାଡରୁ ଚରିତ ଅସଲଙ୍କା ଓ ଆଶେନ୍ ବନ୍ଦାରା ବାଦ୍ ପଡ଼ିଛନ୍ତି।

https://twitter.com/BCCI/status/1420385000860516357?s=20

ସୂଚନାଯୋଗ୍ୟ, ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହେବା ପରେ ମଙ୍ଗଳବାର ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଦିନକ ପାଇଁ ସ୍ଥଗିତ କରାଯାଇଥିଲା। ହେଲେ କୃନାଲଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୮ ଖେଳାଳିଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏହା ସତ୍ତ୍ୱେ ଏମାନେ ସିରିଜରେ ଆଉ ଖେଳିପାରିବେ ନାହିଁ। ଏହି ଖେଳାଳିଙ୍କ ମଧ୍ୟରେ କ୍ୟାପଟେନ୍ ଶିଖର ଧୱନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ପୃଥ୍ୱୀ ଶ', ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍, ମନୀଷ ପାଣ୍ଡେ, ଈଶାନ୍ କିଶନ, କ୍ରିଷ୍ଣାପ୍ପା ଗୌତମ ରହିଛନ୍ତି।

ଭାରତ: ଶିଖର ଧୱନ୍ (କ୍ୟାପଟେନ୍), ଋତୁରାଜ ଗାଏକ୍ୱାଡ୍, ଦେବଦତ୍ତ ପାଡିକଲ୍, ସଞ୍ଜୁ ସାମସନ୍ (ୱିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ରାହୁଲ୍ ଚହର୍, ନଭଦୀପ ସାଇନି, ଚେତନ ସାକାରିୟା, ବରୁଣ ଚକ୍ରବର୍ତ୍ତୀ।

ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟ୍ କିପର), ସଦୀରା ସମରାବିକ୍ରମା, ଧନଞ୍ଜନ ଡି'ସିଲଭା, ରମେଶ ମେଣ୍ଡିସ୍, ଦସୁନ୍ ଶନାକା (କ୍ୟାପଟେନ୍), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଇସୁରୁ ଉଡାନା, ଦୁଷ୍ମନ୍ତ ଚମୀରା, ଅକିଲା ଧନଞ୍ଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story