ଭାରତ ବିପକ୍ଷରେ ଟସ୍‌ ଜିତିଲା ହଂକଂ, ଖେଳୁ ନାହାନ୍ତି ପାଣ୍ଡ୍ୟା

ଦୁବାଇ: ଭାରତ ବିପକ୍ଷ ଏସିଆ କପ ମ୍ୟାଚ୍‌ରେ ଟସ୍‌ ଜିତିଛି ହଂକଂ। ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିବା ସହ ମ୍ୟାଚ୍‌ ଜିତିଥିଲା। ହେଲେ ଆଜି ଦୁବାଇରେ ଖେଳା ଯାଉଥିବା ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ହଂକଂ ଅଧିନାୟକ ନିଜାଖତ ଖାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମଥର ପାଇଁ ଭାରତ ଓ ହଂକଂ ପରସ୍ପରକୁ […]

Toss

Toss

Hemant Lenka
  • Published: Wednesday, 31 August 2022
  • Updated: 31 August 2022, 07:38 PM IST

Sports

Latest News

ଦୁବାଇ: ଭାରତ ବିପକ୍ଷ ଏସିଆ କପ ମ୍ୟାଚ୍‌ରେ ଟସ୍‌ ଜିତିଛି ହଂକଂ। ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିବା ସହ ମ୍ୟାଚ୍‌ ଜିତିଥିଲା। ହେଲେ ଆଜି ଦୁବାଇରେ ଖେଳା ଯାଉଥିବା ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ହଂକଂ ଅଧିନାୟକ ନିଜାଖତ ଖାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

ପ୍ରଥମଥର ପାଇଁ ଭାରତ ଓ ହଂକଂ ପରସ୍ପରକୁ କୌଣସି ଟି-୨୦ ମ୍ୟାଚ୍‌ରେ ଭେଟିବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୦୮ ଓ ୨୦୧୮ ଏସିଆ କପରେ ଭାରତ ଓ ହଂକଂ ଦିନିକିଆ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ। ଦୁଇଟି ଯାକ ମ୍ୟାଚ୍‌ରେ ଭାରତ ବାଜିତମାତ କରିଥିଲା। ତେବେ ୨୦୦୮ ତୁଳନାରେ ୨୦୧୮ ମ୍ୟାଚ୍‌ରେ ହଂକଂ ବ୍ୟାଟରମାନେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଏହି ମ୍ୟାଚ୍‌କୁ ଅବଶ୍ୟକ ଭାରତ ୨୬ ରନରେ ଜିତିଥିଲା। ହେଲେ ଟି-୨୦ ଅନିଶ୍ଚିତତାର ଖେଳ ହୋଇଥିବାରୁ ଆଜିର ମ୍ୟାଚ୍‌ରେ କିଛି ବି ହୋଇପାରେ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି।

ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଜି ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଋଷଭ ପନ୍ତ ଆଜିର ମ୍ୟାଚ୍‌ ଖେଳୁଛନ୍ତି। ଏହାର ଅର୍ଥ ଭାରତ ଆଜି ୩ ଦ୍ରୁତ ବୋଲର ଓ ୨ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି।

ଅନ୍ୟପକ୍ଷରେ ହଂକଂ ଯୋଗ୍ୟତା ପର୍ଯ୍ୟାୟର ସମସ୍ତ ୩ଟି ଯାକ ମ୍ୟାଚ ଜିତି ଏସିଆ କପର ମୁଖ୍ୟ ଗ୍ରୁପରେ ପହଞ୍ଚିଛି। ତେଣୁ ଦଳର ମନୋବଳ ମଧ୍ୟ ବେଶ ଦୃଢ଼ ରହିଛି।

ଟିମ ଇଣ୍ଡିଆ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଦୀନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଆଭେଶ ଖାନ, ୟୁଜି

ଚହଲ ଓ ଅର୍ଶଦୀପ ସିଂହ।

ଟିମ ହଂକଂ: ନିଜାଖତ ଖାନ, ବାବର ହାୟତ, ୟାସିମ ମୋର୍ତାଜା, କିଞ୍ଚିତ ଶାହ, ସ୍କଟ ମ୍ୟାକକେଚିନ, ହାରୋନ ଅର୍ଶଦ, ଏଜାଜ ଖାନ, ଜୀଶନ ଅଲୀ, ଏହାସାନ ଖାନ, ଆୟୂଷ ଶୁକ୍ଳା ଓ ମହମ୍ମଦ ଘାଜାନଫର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story