ଧୋନି ମେଣ୍ଟର, ଡରିଗଲେ ଗାଭାସ୍କର!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ଟିମରେ କିଛି ଅଭିଜ୍ଞ ଖେଳାଳିଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ନୂଆ ମୁହଁଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ତେବ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି ଟିମର ମେଣ୍ଟର କରାଯିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଧୋନିଙ୍କ ନେତୃତ୍ୱରେ ଭାରତ ଦୁଇଟି ବିଶ୍ୱକପ୍ ଟ୍ରଫି ଓ ଗୋଟିଏ ଚାମ୍ପିୟନ୍ସ ଟ୍ରଫି ଜିତିଛି। […]

ms-dhoni-and-sunil-gavaskar

ms-dhoni-and-sunil-gavaskar

Ranjit Kumar Jena
  • Published: Thursday, 09 September 2021
  • Updated: 09 September 2021, 04:56 PM IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ଟିମରେ କିଛି ଅଭିଜ୍ଞ ଖେଳାଳିଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ନୂଆ ମୁହଁଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ତେବ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି ଟିମର ମେଣ୍ଟର କରାଯିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଧୋନିଙ୍କ ନେତୃତ୍ୱରେ ଭାରତ ଦୁଇଟି ବିଶ୍ୱକପ୍ ଟ୍ରଫି ଓ ଗୋଟିଏ ଚାମ୍ପିୟନ୍ସ ଟ୍ରଫି ଜିତିଛି। ବୋଧହୁଏ ଏହି କାରଣରୁ ବିସିସିଆଇ ତାଙ୍କୁ ଟିମର ମେଣ୍ଟର ଭାବେ ନିଯୁକ୍ତ କରିଛି।

ଧୋନିଙ୍କୁ ମେଣ୍ଟର କରାଇବା ନିଷ୍ପତ୍ତିରେ ବହୁତ ଖୁସି ହୋଇଛନ୍ତି ପୂର୍ବତନ କ୍ୟାପଟେନ୍ ସୁନୀଲ୍ ଗାଭାସ୍କର। କିନ୍ତୁ ତାଙ୍କ ମନରେ ଏକ ଭୟ ମଧ୍ୟ ରହିଛି। ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ଗାଭାସ୍କରଙ୍କୁ ଧୋନିଙ୍କ ସମ୍ବନ୍ଧିତ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ଗାଭାସ୍କର ୧୭ ବର୍ଷ ତଳର ପୁରୁଣା ଘଟଣାକୁ ଉଜାଗର କରିଥିଲେ।

ଗାଭାସ୍କର କହିଛନ୍ତି ଯେ ସେ ୨୦୦୪ରେ ଟିମ୍ ଇଣ୍ଡିଆର ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ସେତେବେଳେ ଟିମର କୋଚ୍ ଥିଲେ ଜନ୍ ରାଇଟ୍। ଜନ୍ ନିଜ ପଦବୀକୁ ନେଇ ବହୁତ ଚିନ୍ତିତ ଥିଲେ। ତାଙ୍କୁ ଲାଗୁଥିଲା ଯେପରି ମୁଁ ତାଙ୍କ ସ୍ଥାନ ନେଇଯିବ, କିନ୍ତୁ ଏଭଳି କିଛି ହୋଇନଥିଲା। ଏବେ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ ଉପସ୍ଥିତିରେ ଧୋନିଙ୍କୁ ମେଣ୍ଟର କରାଗଲା। ଆଶା କରୁଛି କୋଚ୍ ଶାସ୍ତ୍ରୀ ଓ ଧୋନିଙ୍କ ମଧ୍ୟରେ ଯେପରି କୌଣସି ମତଭେଦ ନହେବ। କାରଣ ଶାସ୍ତ୍ରୀ ଜାଣିଛନ୍ତି ଯେ କୋଚିଂରେ ଧୋନିଙ୍କର କୌଣସି ରୁଚି ନାହିଁ। ଯଦି ଧୋନି ଓ ଶାସ୍ତ୍ରୀଙ୍କର ଚିନ୍ତାଧାରା ମିଶିଗଲା, ତାହେଲେ ଟି-୨୦ ବିଶ୍ୱକପରେ ଭାରତକୁ ଏହାର ବହୁତ ଫାଇଦା ହେବ। କିନ୍ତୁ ରଣନୀତି କିମ୍ବା ଟିମ୍ ଚୟନକୁ ନେଇ ଅସହମତି କିମ୍ବା ମତଭେଦ ହେଲେ, ଏହାର ପ୍ରଭାବ ଟିମର ପ୍ରଦର୍ଶନ ଉପରେ ପଡ଼ିବ। ଧୋନିଙ୍କର ଟିମ୍ ସହ ଯୋଗଦେବା ଭାରତ ପାଇଁ ବହୁତ ବଡ଼ କଥା। ତାଙ୍କ ପାଖରେ ଅଭିଜ୍ଞତାର ଅଭାବ ନାହିଁ। ଯେତେବେଳେ ସେ କ୍ରିକେଟ୍ ଖେଳୁଥିଲେ, ତାଙ୍କ ଠାରୁ ବଡ଼ ଓ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ କେହି ନଥିଲେ।

ଗାଭାସ୍କରର ଆହୁରି କହିଛନ୍ତି, ଧୋନିଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷ ପରେ ବିଶ୍ୱକପ୍ (୨୦୧୧) ଜିତିଥିଲା। ଏହାର ୪ ବର୍ଷ ପୂର୍ବରୁ ଭାରତ ଟି-୨୦ ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ତେଣୁ ଆଗାମୀ ଟି-୨୦ ବିଶ୍ୱକପରେ ଧୋନିଙ୍କ ଉପସ୍ଥିତି ଟିମ୍ ଇଣ୍ଡିଆ ଏକ ବୁଷ୍ଟ ଭଳି କାମ ଦେବ ବୋଲି ଗାଭାସ୍କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story