ସେମିଫାଇନାଲ ପୂର୍ବରୁ ଭାରତକୁ ଝଟ୍‌କା, ରୋହିତ ଶର୍ମା ଆହତ

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟ୍‌କା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ଆହତ ହେବା ମାତ୍ରେ ରୋହିତ ତୁରନ୍ତି ନିଜ ଅଭ୍ୟାସ ମ୍ୟାଚ୍ ବନ୍ଦ କରିଦେଇଥିଲେ। ତାଙ୍କ ହାତରେ ବରଫ ପ୍ୟାକ୍ ଦିଆଯାଇଛି। ତେବେ ରୋହିତଙ୍କୁ ଲାଗିଥିବା ଆଘାତ କେତେ ଗୁରୁତର ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଟି-୨୦ […]

rohit-sharma-injured

rohit-sharma-injured

Madhupriya Mistry
  • Published: Tuesday, 08 November 2022
  • Updated: 08 November 2022, 09:43 AM IST

Sports

Latest News

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟ୍‌କା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଆଘାତ ଲାଗିଛି।

ଆହତ ହେବା ମାତ୍ରେ ରୋହିତ ତୁରନ୍ତି ନିଜ ଅଭ୍ୟାସ ମ୍ୟାଚ୍ ବନ୍ଦ କରିଦେଇଥିଲେ। ତାଙ୍କ ହାତରେ ବରଫ ପ୍ୟାକ୍ ଦିଆଯାଇଛି। ତେବେ ରୋହିତଙ୍କୁ ଲାଗିଥିବା ଆଘାତ କେତେ ଗୁରୁତର ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଟି-୨୦ ସେମିଫାନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ଦୁଇ ଟିମ୍ ମଧ୍ୟ ଏହି ନକ୍‌ଆଉଟ୍ ମ୍ୟାଚ୍ ଆସନ୍ତା ନଭେମ୍ବର ୧୦ ତାରିଖରେ ଆଡିଲେଡ୍‌ରେ ଖେଳାଯିବ। ଟି-୨୦ ବିଶ୍ୱକପ୍‌ରେ ୧୦ ବର୍ଷ ପରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ।

ସୂଚନାଯୋଗ୍ୟ ଯେ ରୋହିତଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଖେଳୁଛି। ଗତ ବର୍ଷ ବିରାଟଙ୍କ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଦଳର କ୍ୟାପଟେନ୍ ଦାୟିତ୍ୱ ଦିଆଯାଇଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ସେ ସୁପର ୧୨ ପର୍ଯ୍ୟାୟରେ ୫ ରୁ ଚାରିଟି ବିଜୟ ହାସଲ କରି ନିଜ ଦଳରେ ଶୀର୍ଷରେ ରହିଥିଲେ। ଗ୍ରୁପ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନ୍ୟ ସମସ୍ତ ଦଳକୁ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story