ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ। ଯଦି ସେମିରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ଏବଂ ଭାରତ ଇଂଲଣ୍ଡକୁ ପରାସ୍ତ କରିବ, ତେବେ ଫାଇନାଲ ମ୍ୟାଚରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବା ସମ୍ଭାବନା ରହିଛି।
ସେପଟେ ଚୁଡାନ୍ତ ହୋଇଛି ଟି-ଟ୍ୱେଣ୍ଟି ବିଶ୍ୱକପର ସେମିଫାଇନାଲ ଲାଇନ ଅପ। ଗ୍ରୁପ-୧ ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ସହ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ମୁକାବିଲା ହେବ। ଆସନ୍ତା ୯ ତାରିଖରେ ସିଡନୀରେ ଖେଳାଯିବ ଏହି ମ୍ୟାଚ୍।
ସେହିପରି ଅନ୍ୟ ଏକ ସେମିଫାଇନାଲରେ ଗ୍ରୁପ-୨ର ପ୍ରଥମ ସ୍ଥାନରେ ଥିବା ଭାରତକୁ ଭେଟିବ ଗ୍ରୁପ-୨ର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ । ଆଡିଲେଡରେ ଆସନ୍ତା ୧୦ ତାରିଖରେ ହେବ ଏହି ମ୍ୟାଚ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
କ୍ୟାଚ୍ ମିସ ଓ ନୋ ବଲ୍ ପଡ଼ିଲା ମହଙ୍ଗା: ଭାରତକୁ ଘାଇଲା କଲେ ଲାୟନ-ବୋଲାଣ୍ଡ
କ୍ୟାଚ ମିସ୍ ଓ ନୋ ବଲ ଯୋଗୁ ନାଥନ ଲାୟନ ଓ ସ୍କଟ ବୋଲାଣ୍ଡ ଅଷ୍ଟ୍ରେଲିଆକୁ ବିପଦରୁ ଉଦ୍ଧାର କରିଛନ୍ତି। କଙ୍ଗାରୁ ଟିମ ୧୭୩ ରନରେ ୯ମ ୱିକେଟ ହରାଇଥିଲା।
Cricket
୨୦୦ ଟେଷ୍ଟ ୱିକେଟ୍ କ୍ଲବରେ ବୁମ୍ରା, ଭାଙ୍ଗିଲେ କପିଲଙ୍କ ରେକର୍ଡ
ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବୁମ୍ରା ୪ଟି ୱିକେଟ୍ ପାଇଛନ୍ତି।
Cricket
୨ ବର୍ଷ ଅପେକ୍ଷାରେ ଅନ୍ତ: ବାବାରଙ୍କ ବ୍ୟାଟରୁ ବାହାରିଲା ଅର୍ଦ୍ଧଶତକ
ଶୁକ୍ରବାର ଷ୍ଟମ୍ପ ଅପସାରଣ ବେଳକୁ ବାବର ୧୬ ରନ କରି ଅପରାଜିତ ରହିଥିଲେ। ବର୍ଷା ଯୋଗୁ ଆଜି ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା।
Cricket
ଐତିହାସିକ ଶତକ ପରେ ନୀତୀଶଙ୍କ ପାଇଁ କ୍ୟାଶ ପ୍ରାଇଜ ଘୋଷଣା କଲା ACA
ବକ୍ସିଂ ଡେ ଟେଷ୍ଟରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନୀତୀଶ କୁମାର ଅପରାଜିତ ୧୦୫ ରନର ଇନିଂସ ଖେଳି ନିଜ ଜଲୱାର ପରିଚୟ ଦେଇଛନ୍ତି। ଏଥିପାଇଁ ଏସିଏ ତାଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି।