ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ। ଯଦି ସେମିରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ଏବଂ ଭାରତ ଇଂଲଣ୍ଡକୁ ପରାସ୍ତ କରିବ, ତେବେ ଫାଇନାଲ ମ୍ୟାଚରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବା ସମ୍ଭାବନା ରହିଛି। ସେପଟେ ଚୁଡାନ୍ତ ହୋଇଛି ଟି-ଟ୍ୱେଣ୍ଟି ବିଶ୍ୱକପର ସେମିଫାଇନାଲ ଲାଇନ ଅପ। ଗ୍ରୁପ-୧ ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ସହ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ମୁକାବିଲା ହେବ। ଆସନ୍ତା ୯ ତାରିଖରେ ସିଡନୀରେ ଖେଳାଯିବ ଏହି ମ୍ୟାଚ୍। ସେହିପରି […]

India and pakistan

India and pakistan

Madhupriya Mistry
  • Published: Monday, 07 November 2022
  • Updated: 07 November 2022, 08:18 AM IST

Sports

Latest News

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ। ଯଦି ସେମିରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ଏବଂ ଭାରତ ଇଂଲଣ୍ଡକୁ ପରାସ୍ତ କରିବ, ତେବେ ଫାଇନାଲ ମ୍ୟାଚରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବା ସମ୍ଭାବନା ରହିଛି।

ସେପଟେ ଚୁଡାନ୍ତ ହୋଇଛି ଟି-ଟ୍ୱେଣ୍ଟି ବିଶ୍ୱକପର ସେମିଫାଇନାଲ ଲାଇନ ଅପ। ଗ୍ରୁପ-୧ ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ସହ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ମୁକାବିଲା ହେବ। ଆସନ୍ତା ୯ ତାରିଖରେ ସିଡନୀରେ ଖେଳାଯିବ ଏହି ମ୍ୟାଚ୍।

ସେହିପରି ଅନ୍ୟ ଏକ ସେମିଫାଇନାଲରେ ଗ୍ରୁପ-୨ର ପ୍ରଥମ ସ୍ଥାନରେ ଥିବା ଭାରତକୁ ଭେଟିବ ଗ୍ରୁପ-୨ର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ । ଆଡିଲେଡରେ ଆସନ୍ତା ୧୦ ତାରିଖରେ ହେବ ଏହି ମ୍ୟାଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story