ଇଂଲଣ୍ଡ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଭାରତ, ଘୋଷଣା ହେଲା ମ୍ୟାଚ୍‌ସୂଚୀ

ଲଣ୍ଡନ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ତାରିଖ ଘୋଷଣା ହୋଇଛି। ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଖେଳାଯାଉଛି। ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ ୧୦ ତାରିଖରୁ ଆରମ୍ଭ ହେବ। ଏହାପରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବାକୁ  ବିରାଟ ବାହିନୀ ପୁଣିଥରେ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତ କରିବ। ଆଜି ଇସିବି ପକ୍ଷରୁ ଆସନ୍ତାବର୍ଷ ହେବାକୁ ଥିବା ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ମ୍ୟାଚସୂଚୀ […]

India

India

Hemant Lenka
  • Published: Wednesday, 08 September 2021
  • Updated: 08 September 2021, 06:12 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ତାରିଖ ଘୋଷଣା ହୋଇଛି। ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଖେଳାଯାଉଛି। ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ ୧୦ ତାରିଖରୁ ଆରମ୍ଭ ହେବ। ଏହାପରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବାକୁ  ବିରାଟ ବାହିନୀ ପୁଣିଥରେ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତ କରିବ। ଆଜି ଇସିବି ପକ୍ଷରୁ ଆସନ୍ତାବର୍ଷ ହେବାକୁ ଥିବା ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ମ୍ୟାଚସୂଚୀ ଜାରି କରାଯାଇଛି।

ଆସନ୍ତାବର୍ଷ ଭାରତ ବିପକ୍ଷରେ ଦଳ ୩ଟି ଦିନିକିଆ ଓ ସମାନ ସଂଖ୍ୟା ଟି-୨୦ ମ୍ୟାଚ୍ ଖେଳିବ। ଇସିବର ଘୋଷଣା ଅନୁଯାୟୀ, ୨୦୨୨ ମସିହା ଜୁଲାଇ ୧ରୁ ଭାରତ ଓଲ୍ଡ ଟ୍ରାଫୋର୍ଡରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବ। ସେହିପରି ଜୁଲାଇ ୩ରେ ଟ୍ରେଣ୍ଟ ବ୍ରିଜ୍‌ରେ ଦ୍ୱିତୀୟ ଟି-୨୦ ଓ ଏଜେସ ବାଉଲରେ ଶେଷ ଟି-୨୦ ଜୁଲାଇ ୬ରେ ଖେଳାଯିବ।

ଏହାପରେ ଆରମ୍ଭ ହେବ ଦିନିକିଆ ସିରିଜ୍‌। ଜୁଲାଇ ୯ରେ ଏଜବାଷ୍ଟନରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ଜୁଲାଇ ୧୨ରେ ଓଭାଲରେ ଓ ତୃତୀୟ ଦିନିକିଆ ଐତିହାସିକ ଲର୍ଡସରେ ଖେଳାଯିବ। ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଜୁଲାଇ ୧୪ରେ ଖେଳାଯିବ ବୋଲି ଆଜି ଇସିବି ଘୋଷଣା କରିଛି।

୨୦୨୨ରେ ଇଂଲଣ୍ଡ ପ୍ରଥମେ ମାର୍ଚ୍ଚ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତା’ର ଘରୋଇ ମାଟିରେ ଟେଷ୍ଟ ଅଭିଯାନ ଆରମ୍ଭ କରିବ। ଉଭୟ ଦଳ ମଧ୍ୟରେ ଜୁଲାଇ ୨ରୁ ୨୭ ଜୁନ୍‌ ଯାଏ ୩ଟିକିଆ ଟେଷ୍ଟ ସିରିଜ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story