ଇଂଲଣ୍ଡ ଯିବା ପୂର୍ବରୁ କ’ଣ କହିଲେ କ୍ୟାପଟେନ୍ କୋହଲି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ ବୁଧବାର ରାତିରେ ତିନିମାସର ଇଂଲଣ୍ଡ ଗସ୍ତ ପାଇଁ ବାହାରିବ। ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବ। ଗସ୍ତ କରିବା ପୂର୍ବରୁ ମୁମ୍ବାଇରେ କ୍ୟାପଟେନ୍ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମିଡିଆ ସହ ଆଲୋଚନା କରିଛନ୍ତି। କ୍ୟାପଟେନ୍ କୋହଲି ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳିବା ନେଇ କହିଛନ୍ତି ଯେ ଭାରତୀୟ ଟିମ୍ ଗତ ୪-୬ […]

virat-kohli

virat-kohli

Ranjit Kumar Jena
  • Published: Wednesday, 02 June 2021
  • Updated: 02 June 2021, 09:09 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ ବୁଧବାର ରାତିରେ ତିନିମାସର ଇଂଲଣ୍ଡ ଗସ୍ତ ପାଇଁ ବାହାରିବ। ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବ। ଗସ୍ତ କରିବା ପୂର୍ବରୁ ମୁମ୍ବାଇରେ କ୍ୟାପଟେନ୍ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମିଡିଆ ସହ ଆଲୋଚନା କରିଛନ୍ତି। କ୍ୟାପଟେନ୍ କୋହଲି ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳିବା ନେଇ କହିଛନ୍ତି ଯେ ଭାରତୀୟ ଟିମ୍ ଗତ ୪-୬ ବର୍ଷର ପରିଶ୍ରମର ଫଳ ପାଇଛି। ଅନ୍ୟପକ୍ଷରେ କୋଚ୍ ରବି ଶାସ୍ତ୍ରୀ ଏହି ଫର୍ମାଟର ଫାଇନାଲକୁ ଗୋଟିଏ ବଦଳରେ ୩ଟି ମ୍ୟାଚ୍ କରାଯିବା କଥା କହିଛନ୍ତି।

କୋହଲି ମଧ୍ୟ ଇଂଲଣ୍ଡ ଗସ୍ତରେ କୌଣସି ପ୍ରକାରର ଚାପକୁ ଖାରଜ କରିଛନ୍ତି। କୋହଲିଙ୍କ ମତରେ ଏହି ଟାଇଟଲ୍ ମୁକାବିଲା ସହଜ ହେବନି ଏବଂ ଉଭୟ ଦଳ ପାଇଁ ଚ୍ୟାଲେଞ୍ଜିଂ ହେବ। ସେଠାକାର ପାଣିପାଗ ଅଲଗା, କିନ୍ତୁ ପେସାଦାର ଟିମ୍ ଭାବେ ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କୋହଲି କହିଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପରେ ଭାରତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଲମ୍ବା ଟେଷ୍ଟ ସିରିଜ୍ ଖେଳିବ। ହେଲେ ଏହି ସିରିଜ୍ ପାଇଁ ଭାରତକୁ ଲମ୍ବା ବିରତି ମିଳିବ। ଏହି ସମୟ ମଧ୍ୟରେ ଟିମ୍ ଖେଳ ଉପରେ ଏକାଗ୍ରତା ସହ ଆରାମ କରିବା ଏବଂ ସ୍ୱତନ୍ତ୍ର ଭାବେ ବୁଲିବା ପାଇଁ ଉପଯୁକ୍ତ ହେବ ବୋଲି କୋହଲି କହିଛନ୍ତି। କୋହଲି ଆହୁରି କହିଛନ୍ତି, ଇଂଲଣ୍ଡ ବିପକ୍ଷ ସିରିଜ୍ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ଆମକୁ ପୁଣିଥରେ ଏକଜୁଟ୍ ହେବାକୁ ସମୟ ମିଳିବ।

ଭାରତୀୟ ଟିମ୍ ମୁମ୍ବାଇରେ ୧୪ ଦିନର କ୍ୱାରେଣ୍ଟାଇନ୍ ଅବଧି ପରେ ୟୁକେରେ ପହଞ୍ଚିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଆଜିଠାରୁ ଇଂଲଣ୍ଡ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ଆରମ୍ଭ କରିଦେଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।

ସୂଚନାଯୋଗ୍ୟ, ଭାରତୀୟ ଟିମ୍ ଇଂଲଣ୍ଡରେ ମୋଟ ୬ଟି ଟେଷ୍ଟ ମ୍ୟାଚ୍ ଖେଳିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଅଗଷ୍ଟ ମାସରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ନଟ୍ଟିଂହାମରେ ଅଗଷ୍ଟ ୪ରୁ ୮, ଦ୍ୱିତୀୟ ଟେଷ୍ଟ ଲର୍ଡସରେ ଅଗଷ୍ଟ ୧୨ରୁ ୧୬, ତୃତୀୟ ଟେଷ୍ଟ ଲିଡ୍ସରେ ଅଗଷ୍ଟ ୨୫ରୁ ୨୯, ଚତୁର୍ଥ ଟେଷ୍ଟ ଓଭାଲରେ ସେପ୍ଟେମ୍ବର ୨ରୁ ୬, ପଞ୍ଚମ ଟେଷ୍ଟ ମାଞ୍ଚେଷ୍ଟରରେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ଯାଏ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story