କିଣା ହୋଇପାରିବେ ମାତ୍ର ୮୭, କିନ୍ତୁ ନିଲାମ ଅପେକ୍ଷାରେ ୪୦୫ ଖେଳାଳି

ନୂଆଦିଲ୍ଲୀ: ଟାଟା ଆଇପିଏଲ ୨୦୨୩ ସଂସ୍କରଣ ପାଇଁ ମିନି ଅକ୍ସନ ଆସନ୍ତା ୨୩ ତାରିଖ କୋଚିରେ ଅନୁଷ୍ଠିତ ହେବ।  ଏହାପୂର୍ବରୁ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିବା ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ସରମ୍ନାକୁ ଆସିଛି। ମୋଟ ୪୦୫ ଜଣ କ୍ରିକେଟଙ୍କ ନାଁ ମନି ଅକ୍ସନରେ ରହିଛି। ପ୍ରାଥମିକ ଅବସ୍ଥାରେ ୧୦ ଯାକ ଟିମ ନିଲାମ ପାଇଁ ପଞ୍ଜୀକରଣ କରିଥିବା ୯୯୧ ଜଣଙ୍କ ମଧ୍ୟରୁ ୩୬୯ ଜଣ କ୍ରିକେଟରଙ୍କୁ ଚୟନ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ପ୍ରାଞ୍ଚାଇଜ୍‌ଙ୍କ ଅନୁରୋଧକ୍ରମେ ଆଉ […]

IPL

IPL

Hemant Lenka
  • Published: Tuesday, 13 December 2022
  • Updated: 13 December 2022, 06:33 PM IST

Sports

Latest News

ନୂଆଦିଲ୍ଲୀ: ଟାଟା ଆଇପିଏଲ ୨୦୨୩ ସଂସ୍କରଣ ପାଇଁ ମିନି ଅକ୍ସନ ଆସନ୍ତା ୨୩ ତାରିଖ କୋଚିରେ ଅନୁଷ୍ଠିତ ହେବ।  ଏହାପୂର୍ବରୁ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିବା ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ସରମ୍ନାକୁ ଆସିଛି। ମୋଟ ୪୦୫ ଜଣ କ୍ରିକେଟଙ୍କ ନାଁ ମନି ଅକ୍ସନରେ ରହିଛି।

ପ୍ରାଥମିକ ଅବସ୍ଥାରେ ୧୦ ଯାକ ଟିମ ନିଲାମ ପାଇଁ ପଞ୍ଜୀକରଣ କରିଥିବା ୯୯୧ ଜଣଙ୍କ ମଧ୍ୟରୁ ୩୬୯ ଜଣ କ୍ରିକେଟରଙ୍କୁ ଚୟନ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ପ୍ରାଞ୍ଚାଇଜ୍‌ଙ୍କ ଅନୁରୋଧକ୍ରମେ ଆଉ ୩୬ ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇଛି। ଫଳରେ ମୋଟ ଖେଳାଳିଙ୍କ ସଂଖ୍ୟା ୪୦୫ରେ ପହଞ୍ଚିଛି।

ଏହି ୪୦୫ ଜଣଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ, ୧୩୨ ଜଣ ବିଦେଶୀ ଓ ୪ ଜଣ ଆସୋସିଏଟ ନେଶନର ରହିଛନ୍ତି। ୧୧୯ ଜଣ କ୍ୟାପଡ, ୨୮୨ ଜଣ ଅନକ୍ୟାପଡ ଓ ୪ ଜଣ ଆସୋସିଏଟ ନେଶର ଖେଳାଳି ଅଛନ୍ତି।

୪୦୫ ଜଣ ଅକ୍ସନ ପାଇଁ ଯାଉଥିବା ବେଳେ ସର୍ବାଧିକ ୮୭ ଜଣ ଖେଳାଳି ହିଁ କିଣା ହୋଇପାରିବେ। ଏମାନଙ୍କ ମଧ୍ୟରେ ସର୍ବାଧିକ ୩୦ ଜଣ ବିଦେଶ ଖେଳାଳି ରହିପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଭାରତୀୟ ଖେଳାଳି ପ୍ରଥମଥର ପାଇଁ ୨ କୋଟି ଟଙ୍କାର ବେସ୍‌ ପ୍ରାଇସ ବ୍ରାକେଟରେ ନାହାନ୍ତି। ୧୧୯ ଜଣ କ୍ୟାପଡ ଖେଳାଳିଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ନାଁ ରହିଛି।

ରାହାଣେଙ୍କୁ କେକେଆର ଗତବର୍ଷ ୧ କୋଟି ଟଙ୍କାରେ କିଣିଥିଲା। ହେଲେ ଏଥର ତାଙ୍କ ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କା ରହିଛି। ୨୦୨୨ରେ ଅନସୋଲ୍ଡ ଥିବା ଈଶାନ୍ତ ଶର୍ମାଙ୍କ ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ଥିବା ବେଳେ ମୟଙ୍କ ଅଗ୍ରୱାଲ ନିଜର ଦାମ ୧ କୋଟି ଟଙ୍କା ରଖିଛନ୍ତି।

୨୦୨୨ରେ ପଞ୍ଜାବ ତାଙ୍କୁ ୧୪ କୋଟି ଟଙ୍କାରେ ରିଟେନ କରିବା ସହ ଅଧିନାୟକ ପଦ ଦେଇଥିଲା। ହେଲେ ସେ ଆଖିଦୃଶିଆ ପ୍ରଦର୍ଶନ କରି ନ ପାରିବାରୁ, ତାଙ୍କୁ ଦଳ ରିଲିଜ କରିଦେଇଛି। ଜୟଦେବ ଉନାଦକତଙ୍କ ବେସ୍‌ ପ୍ରାଇସ ମଧ୍ୟ ୫୦ ଲକ୍ଷ ରହିଛି।

ବେସ୍‌ ପ୍ରାଇସ ୨ କୋଟି- ନାଥନ କୁଲ୍ଟରନାଇଲ, କାମେରୁନ ଗ୍ରୀନ, ଡ୍ରାଭିସ ହେଡ, କ୍ରିସ ଲିନ, ଟମ ବାଣ୍ଟନ, ସାମ କୁରାନ, କ୍ରିସ ଜୋର୍ଡାନ, ଟାୟମଲ ମିଲ୍ସ, ଜାମି ଓଭରଟନ, କ୍ରେଗ ଓଭରଟନ, ଆଦିଲ ରଶିଦ, ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ଆଡାମ ମିଲନେ, ଜିମ୍ମି ନିଶୀମ, କେନ ୱିଲିୟମସନ, ରିଲି ରୁସୋ, ରସି ଭାନ ଡେର ଡୁସେନ, ଆଞ୍ଜେଲୋ ମାଥ୍ୟୁସ, ନିକୋଲ୍ସ ପୂରନ ଓ ଜାସନ ହୋଲ୍ଡର।

ବେସ୍‌ ପ୍ରାଇସ ୧.୫ କୋଟି: ସେନ ଆବୋଟ, ରିଲେ ମେରେଡିଥ, ଝାଇ ରିଚାର୍ଡସନ, ଆଡାମ ଜାମ୍ପା, ସାକିବ ଅଲ ହାସନ, ହ୍ୟାରୀ ବ୍ରୁକ୍ସ, ୱିଲ ଜ୍ୟାକ୍ସ, ଡାୱିଡ ମଲାନ, ଜେସନ ରୟ, ଶେରଫନ ରଥରଫର୍ଡ।

ବେସ ପ୍ରାଇସ ୧ କୋଟି: ମୟଙ୍କ ଅଗ୍ରୱାଲ, କେଦାର ଯାଦବ, ମନୀଷ ପାଣ୍ଡେ, ମହମ୍ମଦ ନବି, ମୁଜିବ ଉର ରହମନ, ମୋଜିସ ହେନରିକ୍ସ, ଆଣ୍ଡ୍ର୍ୟୁ ଟାଏ, ଜୋ ରୁଟ, ଲୁକ ଉଡ, ମିଚେଲ ବ୍ରେସୱେଲ, ମାର୍କ ଚାମ୍ପମାନ, ମାର୍ଟିନ ଗପ୍ଟିଲ, କାୟଲ ଜାମିସନ, ମ୍ୟାଟ ହେନରୀ, ଟମ ଲାଥମ, ଡାରେଲ ମିଚେଲ, ହେନିରିଚ କ୍ଲାସେନ, ତ୍ରାବାଇଜ ଶାମସି, କୁସଲ ପେରେରା, ରୋଷ୍ଟନ ଚେଜ୍‌, ରାଖୀମ କର୍ଣ୍ଣୱେଲ, ଶାଈ ହୋପ, ଅକେଲା ହୁସେନ ଓ ଡାଭିସ ଭିସା।

କାହା ପାଖରେ କେତେ ଟଙ୍କା ଓ କେତେ ଜଣ ଖେଳାଳି କିଣିବାର ସୁଯୋଗ ରହିଛି

୧-ସନ ରାଇଜର୍ସ ହାଇଦ୍ରାବାଦ: ୪୨.୨୫ କୋଟି ଟଙ୍କା ରହିଥିବା ବେଳେ ଦଳ ସର୍ବାଧିକ ୧୩ ଜଣ ଖେଳାଳିଙ୍କୁ କିଣି ପାରିବ

୨-ପଞ୍ଜାବ କିଙ୍ଗସ: ୩୨.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ

୩-ଲକ୍ଷ୍ନୌ ସୁପର ଜିଆଣ୍ଟସ: ୨୩.୩୫ କୋଟି ଟଙ୍କା ଥିବା ବେଳେ ଦଳ ୧୦ ଜଣ ଖେଳାଳିଙ୍କୁ କିଣି ପାରିବ

୪-ମୁମ୍ବାଇ ଇଣ୍ଡିଆନ୍ସ: ୨୦.୫୫ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ

୫-ଚେନ୍ନାଇ ସୁପର କିଙ୍ଗସ: ୨୦.୪୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳି କିଣି ପାରିବ

୬-ଦିଲ୍ଲୀ କ୍ୟାପିଟାଲ୍ସ: ୧୯.୪୫ କୋଟି ଟଙ୍କା ଥିବା ବେଳେ ଦଳ ୫ ଜଣ ଖେଳାଳିଙ୍କୁ କିଣି ପାରିବ

୭-ଗୁଜରାଟ ଟାଇଟନ୍ସ: ୧୯.୨୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳିଙ୍କୁ କିଣି ପାରିବ

୮-ରାଜସ୍ଥାନ ରୟାଲ୍ସ: ୧୩.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣଙ୍କୁ କିଣି ପାରିବ

୯-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୮.୭୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣଙ୍କୁ କିଣି ପାରିବ

୧୦- କୋଲକାତା ନାଇଟ ରାଇଡର୍ସ: ୭.୦୫ କୋଟି ଟଙ୍କା ଥିବା ବେଳେ ଦଳ ୧୧ ଜଣଙ୍କୁ କିଣି ପାରିବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story