୫୭୪ରେ ପାଳି ଘୋଷଣା କଲା ଭାରତ, ଜାଡେଜାଙ୍କ ଅପରାଜିତ ୧୭୫

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗର୍ଜିଛି ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟ। ଜାଡେଜାଙ୍କ ରେକର୍ଡ ୧୭୫ ରନ୍‌ ବଳରେ ଟିମ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ବିଶାଳ ୫୭୪ ରନ କରିବା ପରେ ପାଳି ଘୋଷଣା କରିଛି। ଭାରତ ୮ଟି ୱିକେଟ ହରାଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ପାଳି ଘୋଷଣା କରିଛନ୍ତି। ଏବେ ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ଆରମ୍ଭ କରିବ। ପାଳି ଘୋଷଣା ବେଳେ ଜାଡେଜା […]

Jaddu

Jaddu

Hemant Lenka
  • Published: Saturday, 05 March 2022
  • Updated: 05 March 2022, 07:06 PM IST

Sports

Latest News

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗର୍ଜିଛି ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟ। ଜାଡେଜାଙ୍କ ରେକର୍ଡ ୧୭୫ ରନ୍‌ ବଳରେ ଟିମ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ବିଶାଳ ୫୭୪ ରନ କରିବା ପରେ ପାଳି ଘୋଷଣା କରିଛି।

ଭାରତ ୮ଟି ୱିକେଟ ହରାଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ପାଳି ଘୋଷଣା କରିଛନ୍ତି। ଏବେ ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ଆରମ୍ଭ କରିବ। ପାଳି ଘୋଷଣା ବେଳେ ଜାଡେଜା ଅପରାଜିତ ୧୭୫ ଓ ମହମ୍ମଦ ଶାମି ୨୦ ରନ କରି କ୍ରିଜରେ ରହିଥିଲେ।

ଆଜି ଦିବସର ଦୁଇ ସେସନରେ ବ୍ୟାଟିଂ କରିଥିବା ଭାରତ କେବଳ ୨ଟି ୱିକେଟ ହିଁ ହରାଇଛି। ରବିଚନ୍ଦ୍ରନ ଅଶ୍ୱିନୀ ୬୧ ଓ ଜୟନ୍ତ ଯାଦବ ୨ ରନ୍‌ କରି ପ୍ୟାଭିଲିୟନର ଫେରିଥିଲେ। ହେଲେ ସବୁଠାରୁ ଆକର୍ଷଣୀୟ ବ୍ୟାଟଂ କରିଛନ୍ତି ସାର୍‌ ରବୀନ୍ଦ୍ର ଜାଡେଜା। ବିଶେଷ କରି ଶତକ ପରେ ସେ ବିସ୍ଫୋରଣ ଅନ୍ଦାଜରେ ବ୍ୟାଟିଂ କରିଥିଲେ।

ଏଥିସହ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ ମଧ୍ୟ ହାସଲ କରିଛନ୍ତି। ଅପରାଜିତ ୧୭୫ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ତାଙ୍କର ଏହି ଇନିଂସରେ ପ୍ରଥମେ ଅଶ୍ୱିନୀ ଓ ଶେଷ ଭାଗରେ ମହମ୍ମଦ ଶାମି ଭରପୂର ସହଯୋଗ କରିଛନ୍ତି।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଦିନରେ ହିଁ ତା’ର ଜଲୱା ଦେଖାଇଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଋଷଭ ପନ୍ତଙ୍କ ୯୬ ରନ୍‌ ବଳରେ ୬ ୱିକେଟ ହରାଇ ୩୫୭ ରନ୍‌ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟସମ୍ୟାନ ଜାଡେଜା(୪୫) ଓ ଅଶ୍ୱିନୀ(୧୦) ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ନାକେଦମ କରିଥିଲେ।

ଜାଡେଜା ଆଜି ପ୍ରଥମେ ୮୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ୯୬.୬ ଓଭର୍‌ରେ ଦଳୀୟ ସ୍କୋରକୁ ୪୦୦ରେ ପହଞ୍ଚାଇଥିଲେ। ଅଶ୍ୱିନ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ୧୩୮ ବଲ୍‌ରେ ୭ମ ୱିକେଟ ପାଇଁ ୧୦୦ ଯୋଡ଼ି ସ୍ଥିତି ମଜବୁତ କରିଥିଲେ।

ଏହାପରେ ଅଶ୍ୱିନ ୬୭ ବଲ୍‌ରେ ନିଜ ଟେଷ୍ଟ କ୍ୟାରିୟର୍‌ରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସେ ୬୧ ରନ କରିଥିବା ବେଳେ ସୁରଙ୍ଗା ଲକମଲଙ୍କ ବଲରେ ଡିକୱେଲାଙ୍କ ହାତରେ କ୍ୟାଚ ଆଉଟ ହୋଇ ଯାଇଥିଲେ। ଏହାର ପ୍ରଭାବ କିନ୍ତୁ ଜାଡେଜାଙ୍କ ଉପରେ ପଡ଼ି ନଥିଲେ।

ସେ ପୂର୍ବଭଳି ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ। ୧୬୦ ବଲରେ ଶତକ ଅର୍ଜନ କରିଥିବା ଜାଡେଜା ଏଠାରେ ଅଟକି ନଥିଲେ। ଲଞ୍ଚ ପରେ ସେ ଆହୁରି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଏଥିସହ ଛକା ମାରି ୧୫୦ ରନ୍‌ ପୂରଣ କରିଥିଲେ। ୧୭୫ ରନ୍‌ର ଇନିଂସ ଖେଳିଥିବା ଜାଡେଜା ୧୭ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୯୬, ରବି ଅଶ୍ୱିନ ୬୧, ହନୁମା ବିହାରୀ ୫୮, ବିରାଟ କୋହଲି ୪୫, ମୟଙ୍କ ଅଗ୍ରୱାଲ ୩୩, ରୋହିତ ଶର୍ମା ୩୯ ଓ ଶ୍ରେୟସ ଆୟୀ ୨୭ ରନ୍‌ର ଇନିଂସ ଖେଳିଛନ୍ତି।

ଶ୍ରୀଲଙ୍କା ପକ୍ଷରୁ ଲକମଲ, ବିଶ୍ୱ ଫର୍ଣ୍ଣାଡୋ, ଲସିତ ଇମ୍ବୁଲଡେନିୟା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଲାହିରୁ କୁମାର ଓ ଧନଞ୍ଜ ଡିସେଲଭା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story