ହାପି ବାର୍ଥ ଡେ' ମାହି: ଇଂଲଣ୍ଡରେ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ। ୪୧ ବର୍ଷରେ ପାଦ ଦେଇଛନ୍ତି କ୍ୟାପଟେନ୍ କୁଲ୍‌। ଏଥର ଇଂଲଣ୍ଡରେ ମାହି ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ ତାଙ୍କ ପତ୍ନୀ ସାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଶେଆର୍‌ ହୋଇଥିବା ଭିଡିଓରେ ବେଶ୍‌ କୁଲ୍‌ ଅନ୍ଦାଜରେ ଧୋନୀ ନିଜ ବାର୍ଥ ଡେ’ କେକ୍‌ କାଟୁଥିବା ଦେଖିବାକୁ ମିଳିଛି। ଧୋନିଙ୍କ ଜନ୍ମ ଦିନ ପାର୍ଟିରେ […]

dhoni-birthday-celebrate

dhoni-birthday-celebrate

Madhupriya Mistry
  • Published: Thursday, 07 July 2022
  • Updated: 07 July 2022, 10:58 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ। ୪୧ ବର୍ଷରେ ପାଦ ଦେଇଛନ୍ତି କ୍ୟାପଟେନ୍ କୁଲ୍‌। ଏଥର ଇଂଲଣ୍ଡରେ ମାହି ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ ତାଙ୍କ ପତ୍ନୀ ସାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଶେଆର୍‌ ହୋଇଥିବା ଭିଡିଓରେ ବେଶ୍‌ କୁଲ୍‌ ଅନ୍ଦାଜରେ ଧୋନୀ ନିଜ ବାର୍ଥ ଡେ' କେକ୍‌ କାଟୁଥିବା ଦେଖିବାକୁ ମିଳିଛି। ଧୋନିଙ୍କ ଜନ୍ମ ଦିନ ପାର୍ଟିରେ ପତ୍ନୀ ସାକ୍ଷୀ ଓ ଝିଅ ଜିମାଙ୍କ ସମେତ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ରିଷଭ ପନ୍ଥ ଓ ଅନେକ ବନ୍ଧୁ ସାମିଲ ହୋଇଥିଲେ। ବର୍ମିଂହାମରେ ଇଂଲଣ୍ଡ ବିପକ୍ଷ ସିରିଜର ପଞ୍ଚମ ଟେଷ୍ଟ ଖେଳିବା ପରେ ରିଷଭ ଇଂଲଣ୍ଡରେ ହିଁ ଅଛନ୍ତି।

Mahendra Singh Dhoni birthday celebration

କ୍ୟାପଟେନ୍‌ କୁଲଙ୍କ ଜନ୍ମଦିନ ପାଳନ ପାଇଁ ଭିନ୍ନ ଭିନ୍ନ ପ୍ରକାରର କେକ୍‌ ଆଣି ଟେବୁଲ ଉପରେ ସଜା ଯାଇଥିଲା। ସାଧାରଣତଃ ରୂପେ ହିନ୍ଦୀ ଗୀତର ଜଣେ ବଡ ପ୍ରଶଂସକ ଥିବା ମାହି ଜନ୍ମଦିନ ଅବସରରେ କେକ୍ କାଟିବା ବେଳେ ବ୍ୟାକ୍‌ ଗ୍ରାଉଣ୍ଡରେ ଇଂଲିସ୍‌ ଗୀତ ଶୁଣିବାକୁ ଇଚ୍ଛା କରିଥିଲେ। ଏହାପରେ ଧୋନୀ କିଛି ଭୋଜପୁରୀ ଗୀତକୁ ମଧ୍ୟ ଶୁଣି ଉପଭୋଗ କରିଥିଲେ। ମାହିଙ୍କୁ ତାଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ଧୋନି ନିଜ ବିବାହ ଆନିର୍ଭସରୀ ପାଳନ କରିବା ପାଇଁ ନିଜ ପରିବାର ସହ ପ୍ରାୟ ଏକ ସପ୍ତାହ ପୂର୍ବରୁ ଇଂଲଣ୍ଡରେ ଅଛନ୍ତି। ଜୁଲାଇ ୪ ତାରିଖରେ ସେ ପତ୍ନୀ ସାକ୍ଷୀଙ୍କ ସହ ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି।

View this post on Instagram

A post shared by Sakshi Singh (@sakshisingh_r)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story