ସାଥୀ ବୋଲରଙ୍କୁ ନିର୍ଧୁମ ଛେଚିଲେ ପନ୍ତ

ଲଣ୍ଡନ: ଭାରତୀୟ କ୍ରିକେଟ୍‌ ଟିମ୍ ବର୍ତ୍ତମାନ ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛି। ଉଭୟ ଟିମ୍ ମଧ୍ୟରେ ଜୁନ୍ ୧୮ ତାରିଖରୁ ଏହି ମୁକାବିଲା ଖେଳାଯିବ। ଫାଇନାଲ୍‌ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କୌଣସି ଅଭ୍ୟାସ ମ୍ୟାଚ୍ ଖେଳିବ ନାହିଁ। ଏପରି ସ୍ଥିତିରେ ଟିମର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଅନ୍ୟପକ୍ଷରେ କିୱି ଟିମ୍ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାରେ […]

rishabh-pant

rishabh-pant

Ranjit Kumar Jena
  • Published: Saturday, 12 June 2021
  • Updated: 12 June 2021, 08:39 PM IST

Sports

Latest News

ଲଣ୍ଡନ: ଭାରତୀୟ କ୍ରିକେଟ୍‌ ଟିମ୍ ବର୍ତ୍ତମାନ ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛି। ଉଭୟ ଟିମ୍ ମଧ୍ୟରେ ଜୁନ୍ ୧୮ ତାରିଖରୁ ଏହି ମୁକାବିଲା ଖେଳାଯିବ। ଫାଇନାଲ୍‌ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କୌଣସି ଅଭ୍ୟାସ ମ୍ୟାଚ୍ ଖେଳିବ ନାହିଁ। ଏପରି ସ୍ଥିତିରେ ଟିମର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଅନ୍ୟପକ୍ଷରେ କିୱି ଟିମ୍ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାରେ ବ୍ୟସ୍ତ ଅଛି।

ଏହାରି ଭିତରେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଶୁକ୍ରବାର ଇଣ୍ଟ୍ରା ସ୍କ୍ୱାଡ୍ ମ୍ୟାଚ୍ ଖେଳିବା ଆରମ୍ଭ କରିଦେଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ମୁକାବିଲା ପୂର୍ବରୁ ଫ୍ୟାନଙ୍କୁ ସୋଶାଲ ମିଡିଆରେ ଫଟୋ ଓ ଭିଡିଓ ଜରିଆରେ ଏହାର ସୂଚନା ଦେଇଛି।

https://twitter.com/BCCI/status/1403570720228085763?s=20

ବିସିସିଆଇ ଶୁକ୍ରବାର ତା’ର ଅଫିସିଆଲ ଟୁଇଟର୍ ହ୍ୟାଣ୍ଡଲରେ ଖେଳାଳିଙ୍କର କିଛି ଫଟୋ ଶେଆର୍ କରିଥିଲା, ଯେଉଁଥିରେ ଟିମର ଖେଳାଳିମାନଙ୍କୁ ପରସ୍ପର ବିରୋଧରେ ଖେଳୁଥିବାର ଦେଖିବାକୁ ମିଳିଛି। ଶନିବାର ବୋର୍ଡ ଏକ ଛୋଟ ଭିଡିଓ ଅପଲୋଡ୍‌ କରିଛି, ଯେଉଁଥିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଦେଖିବାକୁ ମିଳିଛି। ରୋହିତ୍ ଶର୍ମା, ବିରାଟ୍‌ କୋହଲି, ଶୁବମନ୍ ଗିଲ୍, ଅଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜା ଚମତ୍କାର ଢଙ୍ଗରେ ଡିଫେନ୍ସିଭ୍ ଶଟ୍ ଖେଳୁଛନ୍ତି।

https://twitter.com/BCCI/status/1403705213119348738?s=20

ତେବେ ଏମାନଙ୍କ ଭିତରେ ଅଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ପନ୍ତଙ୍କୁ କ୍ରିଜରୁ ବାହାରି ଦମଦାର ଶଟ୍‌ ମାରୁଥିବାର ଦେଖିବାକୁ ମିଳିଛି। ଛକା ମାରିବା ପରେ ପନ୍ତ ଯେଉଁଭଳି ବ୍ୟାଟ୍ ଉଠାଇ ସାଥୀ ଖେଳାଳିଙ୍କ ଅଭିବାଦନ ସ୍ୱୀକାର କଲେ, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଭାରତୀୟ ପେସ୍ ଆଟାକ୍ ମଧ୍ୟ ଇଣ୍ଟ୍ରା ସ୍କ୍ୱାଡ୍ ମ୍ୟାଚର ପ୍ରଥମ ଦିନରେ ଖୁବ୍ ବୋଲିଂ କରିଛନ୍ତି । ପେସର୍ ଈଶାନ୍ତ ଶର୍ମାଙ୍କ ଠାରୁ ଆରମ୍ଭ କରି ମହମ୍ମଦ ଶାମି, ଯଶପ୍ରୀତ ବୁମ୍ର ଓ ମହମ୍ମଦ ସିରାଜ ସାଥୀ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story