୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପାକ୍ ସୁରକ୍ଷାକର୍ମୀ

\

pak

pak

Ranjit Kumar Jena
  • Published: Thursday, 23 September 2021
  • Updated: 23 September 2021, 07:47 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ତା’ର ପାକିସ୍ତାନ ଗସ୍ତ ବାତିଲ କରିଛି। ରାୱଲପିଣ୍ଡିରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆର କିଛି ସମୟ ପୂର୍ବରୁ ସୁରକ୍ଷା କାରଣ ଦର୍ଶାଇ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍ ଏହି ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ୧୮ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜର ଆୟୋଜନ କରିଥାନ୍ତା ପାକିସ୍ତାନ। ଗସ୍ତ ସମ୍ପୂର୍ଣ୍ଣ ନକରି ସ୍ୱଦେଶ ଫେରିବା ନେଇ ନ୍ୟୁଜିଲ୍ୟାଣ୍ଡର ନିଷ୍ପତ୍ତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ ଗସ୍ତ ପରେ ଇଂଲଣ୍ଡ ପୁରୁଷ ଓ ମହିଳା ଟିମ୍ ମଧ୍ୟ ପାକିସ୍ତାନ ଗସ୍ତ କରିଥାନ୍ତେ, କିନ୍ତୁ ସୁରକ୍ଷା କାରଣରୁ ଇସିବି ମଧ୍ୟ ଏହି ଗସ୍ତ ବାତିଲ କରିଦେଲା।

ରିପୋର୍ଟ ମୁତାବକ, ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ପାଇଁ ମୁତୟନ ସୁରକ୍ଷା ଏଜେନ୍ସି ବହୁତ ମହଙ୍ଗା ଥିଲା। ପିସିବିକୁ ଏବେ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଖାଦ୍ୟ ବିଲ୍ ପାଇଁ ୨୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଇସଲାମାବାଦ ଓ ରାୱଲପିଣ୍ଡିରେ ପାକିସ୍ତାନ ସେନା ସହ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମର ସୁରକ୍ଷା ପାଇଁ ପାଞ୍ଚ ଏସପି ଓ ୫୦୦ରୁ ଅଧିକ ଏସଏସପି (ପୁଲିସ୍ ଅଧିକାରୀ) ମୁତୟନ ଥିଲେ। ଏକ ଖବର କାଗଜର ରିପୋର୍ଟ ମୁତାବକ, ସେଥିମଧ୍ୟରୁ ପ୍ରତ୍ୟେକଙ୍କୁ ଦିନରେ ଦୁଇଥର ବିରିୟାନୀ ଖାଇବାକୁ ଦିଆଯାଇଥିଲା, ଯାହାର ମୂଲ୍ୟ ପାଖାପାଖି ୨୭ ଲକ୍ଷ ଟଙ୍କା ହେବ।

ଅନ୍ୟ ପକ୍ଷରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ (ଗୃହମନ୍ତ୍ରୀ) ଶେଖ ରାଶିଦ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ସୁରକ୍ଷା ପାଇଁ ଯେମିତି ସୈନ୍ୟ ମୁତୟନ କରାଯାଇଥିଲା, ନ୍ୟୁଜିଲ୍ୟାଣ୍ଡରେ ସେତିକି ସେନା ନଥିବେ। ପାକିସ୍ତାନର ସୁରକ୍ଷାକୁ ଡିଫେଣ୍ଡ କରି ରାଶିଦ୍ ରୁଷ୍ ଓ ଆମେରିକାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ନିକଟରେ ରୁଷରେ ଏକ ୟୁନିଭର୍ସିଟିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆମେରିକାରେ ମଧ୍ୟ କିଛି ଦିନ ତଳେ ଲୋକଙ୍କର ଜୀବନ ଯାଇଥିଲା। ନ୍ୟୁଜିଲ୍ୟାଣ୍ଡରେ ବି ଲୋକ ମରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ବୁଧବାର ଅଭିଯୋଗ ଆଣିଥିଲେ ଯେ ନ୍ୟୁଜିଲ୍ୟାଣ୍ଡ ଟିମକୁ ଧମକାପୂର୍ଣ୍ଣ ଇ-ମେଲ୍ ଭାରତରୁ ପଠାଯାଇଥିଲା। ଯେଉଁ କାରଣରୁ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଗସ୍ତ ବାତିଲ କଲା। ତା’ଛଡ଼ା ଚୌଧୁରୀ ଆହୁରି କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ଟିମକୁ ଯେଉଁ ଧମକ ଦିଆଯାଇଥିଲା, ସେଥିପାଇଁ ଭାରତରୁ ଏହି ଡିଭାଇସର ବ୍ୟବହାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story