ଡିକକ୍ ଓ ପୋଲାର୍ଡଙ୍କ ଜବରଦସ୍ତ ବ୍ୟାଟିଂ, ହାଇଦ୍ରାବାଦକୁ ୧୫୧ ରନର ଟାର୍ଗେଟ

ଚେନ୍ନାଇ: ଚଳିତ ଆଇପିଏଲର ନବମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୫୧ ରନର ଟାର୍ଗେଟ ଦେଇଛି ମୁମ୍ୱାଇ ଇଣ୍ଡିଆନ୍ସ। ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ କରିଥିଲା। କିରଣ ପୋଲାର୍ଡ ୩୫ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୩ ରନ ଅପରାଜିତ ରହି ଦଳକୁ ୧୫୦ ରନରେ ପହଞ୍ଚାଇଥିଲେ। ଅନ୍ତିମ ଦୁଇଟି ବଲରେ କିରଣ ପୋଲାର୍ଡ କ୍ରମାଗତ ଦୁଇଟି ଛକା ମାରିଥିଲେ। […]

POLLARD

POLLARD

Subhransu Sekhar
  • Published: Saturday, 17 April 2021
  • Updated: 18 April 2021, 07:07 AM IST

Sports

Latest News

ଚେନ୍ନାଇ: ଚଳିତ ଆଇପିଏଲର ନବମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୫୧ ରନର ଟାର୍ଗେଟ ଦେଇଛି ମୁମ୍ୱାଇ ଇଣ୍ଡିଆନ୍ସ। ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ କରିଥିଲା। କିରଣ ପୋଲାର୍ଡ ୩୫ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୩ ରନ ଅପରାଜିତ ରହି ଦଳକୁ ୧୫୦ ରନରେ ପହଞ୍ଚାଇଥିଲେ। ଅନ୍ତିମ ଦୁଇଟି ବଲରେ କିରଣ ପୋଲାର୍ଡ କ୍ରମାଗତ ଦୁଇଟି ଛକା ମାରିଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସି କ୍ୱିଣ୍ଟନ୍ ଡିକକ୍ (୪୦) ରନ କରିଥିବା ବେଳେ କ୍ୟାପଟେନ ରୋହିତ ଶର୍ମା ୨ଟି ଛକା ଏବଂ ୨ଟି ଚୌକା ସହ ୩୨ ରନ କରିଥିଲେ। ତେବେ ବିଜୟ ଶଙ୍କରଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ ରୋହିତ। ଆଉ ୬ ଓଭର ୩ଟି ବଲରେ ୫୫ ରନରେ ମୁମ୍ୱାଇ ଇଣ୍ଡିଆନ୍ସ ପ୍ରଥମ ଓ୍ୱିକେଟ ହରାଇଥିଲା। ଏହାପରେ ସୂର୍ଯ୍ୟ କୁମାର ଯାଦବ ୬ଟି ବଲରେ ଗୋଟିଏ ଲେଖାଏଁ ଚୌକା ଓ ଛକା ମାରି ୧୦ ରନରେ ବିଜୟ ଶଙ୍କରଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ ଦଳର ସ୍କୋର ୭୧ ରନ ଥିଲା।

ଏହାପରେ ୧୩ ଓଭର ୫ଟି ବଲରେ ଦଳ ମୁମ୍ୱାଇ ୯୮ ରନ୍ କରିଥିବା ବେଳେ ଡି କକ (୪୦) ଆଉଟ୍ ହୋଇଥିଲେ। ଇସନ କିଶାନ ଚତୁର୍ଥ ଓ୍ୱିକେଟ ଭାବରେ ୨୧ ବଲରେ ୧୨ ରନ କରି ଆଉଟ୍ ହୋଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୫ ବଲରେ ଗୋଟିଏ ଚୌକା ସହ ୭ ରନ କରି ଆଉଟ ହୋଇଥିଲେ। ଏହାପରେ କିରୋନ ପୋଲାର୍ଡ ଆସି ଜବରଦସ୍ତ ବ୍ୟାଟିଂ କରିଥିଲେ। ପୋଲାର୍ଡ ୨୨ ବଲରେ ୩୫ ରନ କରି ଅପରାଜିତ ଥିଲେ। ଯେଉଁଥିରେ ୩ଟି ଛକା ଓ ଗୋଟିଏ ଚୌକା ଥିଲା। ହାଇଦ୍ରାବାଦ ପକ୍ଷରୁ ବିଜୟ ଶଙ୍କର ଓ ମୁଜିବ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିବା ବେଳେ ଖଲିଲ ଅହମଦ ଗୋଟିଏ ଓ୍ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story