ଲକ୍ଷ୍ନୌ ବିପକ୍ଷରେ ଟସ୍‌ ଜିତିଲା ପଞ୍ଜାବ

ପୁଣେ: ଚଳିତ ଆଇପିଏଲର ୪୨ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବ। ଲକ୍ଷ୍ନୌ ତା’ର ପୂର୍ବ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ହରାଇଥିଲା। ସେହିପରି ପଞ୍ଜାବ ୧୧ ରନରେ ଚେନ୍ନାଇ ସୁପର କିଙ୍ଗସ ଠାରୁ ଜିତିଥିଲା। ତେଣୁ ଉଭୟ […]

IPL1

IPL1

Hemant Lenka
  • Published: Friday, 29 April 2022
  • Updated: 29 April 2022, 07:11 PM IST

ପୁଣେ: ଚଳିତ ଆଇପିଏଲର ୪୨ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବ।

ଲକ୍ଷ୍ନୌ ତା’ର ପୂର୍ବ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ହରାଇଥିଲା। ସେହିପରି ପଞ୍ଜାବ ୧୧ ରନରେ ଚେନ୍ନାଇ ସୁପର କିଙ୍ଗସ ଠାରୁ ଜିତିଥିଲା। ତେଣୁ ଉଭୟ ଦଳର ମନୋବଳ ବେଶ ସୁଦୃଢ଼ ରହିଛି।

ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ସମାନ ୮ଟି ଲେଖାଏ ମ୍ୟାଚ୍ ଖେଳିଛନ୍ତି। ଲକ୍ଷ୍ନୌ ଏହା ମଧ୍ୟରୁ ୫ଟିରେ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ସେହିପରି ପଞ୍ଜାବ ୪ଟି ମ୍ୟାଚରେ ଜିତି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି। ତେଣୁ ପଞ୍ଜାବ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ।

ଗତ ମ୍ୟାଚ୍‌ରେ ପଞ୍ଜାବ ଜିତିଥିବାରୁ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ପଞ୍ଜାବ ଚେଜ୍‌ କରିବାକୁ ଭଲ ପାଉଥିବାରୁ ପ୍ରଥମେ ବୋଲିଂ କରିବ ବୋଲି ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍‌ ଜିତିବା ପରେ କହିଛନ୍ତି।

ଅନ୍ୟପକ୍ଷରେ ଲକ୍ଷ୍ନୌ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଯୋଗୁ ଗତ ମ୍ୟାଚ୍‌ ଖେଳି ନଥିବା ଆଭେଶ ଖାନ ଆଜି କମ ବ୍ୟାକ୍‌ କରିଛନ୍ତି। ମନୀଷ ପାଣ୍ଡେଙ୍କ ବଦଳରେ ତାଙ୍କୁ ଦଳରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story