ରାହୁଲ୍ ଡ୍ରାଭିଡ୍ ହେବେ ଟିମ୍ ଇଣ୍ଡିଆ କୋଚ୍‌!

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍ ରାହୁଲ୍ ଡ୍ରାଭିଡ୍ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଟିମର କୋଚ୍ ହେବେ। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଇଂଲଣ୍ଡରେ ବିରାଟ୍ କୋହଲିଙ୍କ ଟିମ୍ ସହ ରହିବେ। ଏହି କାରଣରୁ ରାହୁଲ୍ ଡ୍ରାଭିଡ ଭାରତୀୟ-ବି ଟିମର କୋଚ୍ ହେବେ। ୪୮ ବର୍ଷୀୟ ଡ୍ରାଭିଡ୍ ଏହା ପୂର୍ବରୁ ମଧ୍ୟ ସିନିୟର ଟିମ୍ ସହ ନିଜର ଅଭିଜ୍ଞତା […]

Rahul-Dravid

Rahul-Dravid

Ranjit Kumar Jena
  • Published: Thursday, 20 May 2021
  • Updated: 20 May 2021, 03:25 PM IST

Sports

Latest News

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍ ରାହୁଲ୍ ଡ୍ରାଭିଡ୍ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଟିମର କୋଚ୍ ହେବେ। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଇଂଲଣ୍ଡରେ ବିରାଟ୍ କୋହଲିଙ୍କ ଟିମ୍ ସହ ରହିବେ। ଏହି କାରଣରୁ ରାହୁଲ୍ ଡ୍ରାଭିଡ ଭାରତୀୟ-ବି ଟିମର କୋଚ୍ ହେବେ।

୪୮ ବର୍ଷୀୟ ଡ୍ରାଭିଡ୍ ଏହା ପୂର୍ବରୁ ମଧ୍ୟ ସିନିୟର ଟିମ୍ ସହ ନିଜର ଅଭିଜ୍ଞତା ବାଣ୍ଟି ସାରିଛନ୍ତି । ୨୦୧୪ରେ ଇଂଲଣ୍ଡ ଗସ୍ତରେ ତାଙ୍କୁ ଭାରତୀୟ ଟିମର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିଲା । ଡ୍ରାଭିଡ୍ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମୁଖ୍ୟ ହେବା ପରଠାରୁ ଭାରତ-ଏ ଓ ଅଣ୍ଡର୍‌-୧୯ ଟିମ୍ ସହ ଗସ୍ତ କରିବା ବନ୍ଦ କରିଦେଇଥିଲେ ।

ମିଡିଆ ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି, ଟିମ୍ ଇଣ୍ଡିଆର କୋଚିଂ ଷ୍ଟାପ୍ ୟୁକେରେ ରହିବେ। ଏଭଳି ସ୍ଥିତିରେ ଯୁବ ଭାରତୀୟ ଟିମକୁ ଡ୍ରାଭିଡଙ୍କ ମାର୍ଗଦର୍ଶନ ମିଳିବ, କାରଣ ସେ ଆଗରୁ ଭାରତ-ଏ’ର ଅଧିକାଂଶ ଖେଳାଳିଙ୍କ ସହ କାମ କରିସାରିଛନ୍ତି। ଏହାଦ୍ୱାରା ଖେଳାଳିଙ୍କୁ ଅତିରିକ୍ତି ଲାଭ ମିଳିବ।

ବୋଲିଂ କୋଚ୍ ପାରସ ମହାମ୍ବ୍ରେ ସହକାରୀ ଷ୍ଟାଫର ସଦସ୍ୟ ରହିପାରନ୍ତି । ଭାରତୀୟ ଟିମରେ କିଛି ଯୁବ ଖେଳାଳି ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ କେହିବି ଟିମର କ୍ୟାପଟେନ୍ ହୋଇପାରନ୍ତି । ଆୟର ଏବେ କାନ୍ଧଜନିତ ଆଘାତ ସମସ୍ୟାରୁ ମୁକୁଳି ପାରିନାହାନ୍ତି । ଶ୍ରୀଲଙ୍କା ଗସ୍ତ ବେଳକୁ ସେ ଫିଟ୍ ହୋଇଥିବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା । ଡ୍ରାଭିଡ୍ ବର୍ତ୍ତମାନ ଏନସିଏର ନିର୍ଦ୍ଦେଶକ ଅଛନ୍ତି । ଡ୍ରାଭିଡ୍ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଅଣ୍ଡର୍‌-୧୯ ଓ ଭାରତ-ଏ ଟିମକୁ କୋଚିଂ ଦେଇଛନ୍ତି । ତାଙ୍କ କୋଚିଂରେ ଭାରତ ୨୦୧୬ରେ ବିଶ୍ୱକପର ରନର୍ସଅପ୍ ହୋଇଥିବା ବେଳେ ୨୦୧୮ରେ ଚାମ୍ପିୟନ୍ ହୋଇଥିଲା।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତ ପାଇଁ ଚଳିତ ମାସ ଶେଷରେ ଟିମ୍ ଚୟନ ହୋଇପାରେ । ଶ୍ରୀଲଙ୍କାରେ ଭାରତ ତିନୋଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କା ଗସ୍ତରେ ଭାରତ ପ୍ରଥମେ କ୍ୱାରେଣ୍ଟାଇନ୍ ପିରିୟଡରେ ରହିବ । ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁଲାଇ ୧୩, ୧୬ ଓ ୧୯ ତାରିଖରେ ଖେଳାଯିବ। ଏହା ପରେ ତିନୋଟି ଟି-୨୦ ମ୍ୟାଚ୍ ଯଥାକ୍ରମେ ଜୁଲାଇ ୨୨ରୁ ୨୭ ତାରିଖ ଭିତରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story