ମୋରିସ ଓ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ, ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ୱାଇ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରାଜସ୍ଥାନ ରୟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଚଳିତ ଆଇପିଏଲ୍ ସିଜିନର ସବୁଠାରୁ ମହଙ୍ଗା ଖେଳାଳି କ୍ରିସ୍ ମୋରିସଙ୍କ ଦମଦାର ବ୍ୟାଟିଂ ରାଜସ୍ଥାନକୁ ବିଜୟୀ କରାଇଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ ୧୪୭ ରନ୍ କରିଥିଲା। ରାଜସ୍ଥାନ ୨ଟି ବଲ୍ ବାକି ଥାଇ ଟାର୍ଗେଟ୍‌କୁ ହାସଲ କରିନେଇଛି। ୧୪୮ ରନର ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କୁ ସାମ୍ନା କରି ନପାରି ଗୋଟିଏ […]

dc vs rr

dc vs rr

Subhransu Sekhar
  • Published: Friday, 16 April 2021
  • Updated: 16 April 2021, 12:48 PM IST

Sports

Latest News

ମୁମ୍ୱାଇ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରାଜସ୍ଥାନ ରୟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଚଳିତ ଆଇପିଏଲ୍ ସିଜିନର ସବୁଠାରୁ ମହଙ୍ଗା ଖେଳାଳି କ୍ରିସ୍ ମୋରିସଙ୍କ ଦମଦାର ବ୍ୟାଟିଂ ରାଜସ୍ଥାନକୁ ବିଜୟୀ କରାଇଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ ୧୪୭ ରନ୍ କରିଥିଲା। ରାଜସ୍ଥାନ ୨ଟି ବଲ୍ ବାକି ଥାଇ ଟାର୍ଗେଟ୍‌କୁ ହାସଲ କରିନେଇଛି।

୧୪୮ ରନର ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କୁ ସାମ୍ନା କରି ନପାରି ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇଥିଲା। ଆଉ ଦେଖୁ ଦେଖୁ ମ୍ୟାଚଟି ଏକ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ସପକ୍ଷକୁ ଚାଲିଯାଇଥିଲା। ହେଲେ ଡେଭିଡ ମିଲର ଏବଂ ମୋରିସଙ୍କ ବିସ୍ଫୋରକ ବ୍ୟାଟିଂ ରାଜସ୍ଥାନକୁ ବିଜୟୀ କରାଇଥିଲେ।

ମୁମ୍ୱାଇର ଓ୍ୱାଙ୍ଖଡେରେ ଖେଳାଯାଇଥିଲା ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ଏକ ସମୟରେ ୪୨ ରନ୍ ଭିତରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ମିଲର୍ ଓ ରାହୁଲ୍ ତେୱାତିଆ ଷଷ୍ଠ ୱିକେଟ୍ ପାଇଁ ୪୮ ରନର ପାର୍ଟନରଶିପ୍ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ।

ତେୱାତିଆ ୧୯ ରନ୍ କରି ଆଉଟ୍ ହେବା ପରେ ମିଲରଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ ଆଭେଶ ଖାନ୍। ମିଲର୍ ୪୩ ବଲରେ ୭ ଚୌକା ଓ ୩ ଛକା ସହ ୬୩ ରନ୍ କରି ଆଉଟ୍ ହୋଇଥିଲା। ଏହି ସମୟରେ ଦଳକୁ ୨୫ ବଲରେ ୪୮ ରନ୍ ଦରକାର ହେଉଥିବା ବେଳେ କ୍ରିଜରେ ଥାନ୍ତି ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ମୋରିସ୍ ଓ ଜୟଦେବ ଉନାଦକଟ୍। ଦୁହେଁ ନିର୍ଭୀକ ବ୍ୟାଟିଂ କରି ଦିଲ୍ଲୀ ମୁଠାରୁ ମ୍ୟାଚ୍ ଛଡ଼ାଇ ଆଣି ରାଜସ୍ଥାନକୁ ବିଜୟୀ କରାଇଥିଲେ।

ମୋରିସ୍ ଓ ଉନାଦକଟ୍ ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ ୪୬ ରନର ପାର୍ଟନରଶିପ୍ କରିଥିଲେ। ମୋରିସ ୧୮ଟି ବଲ ଖେଳି ୪ ଛକା ସହ ୩୬ ରନ୍ ଓ ଉନାଦକଟ୍ ୭ ବଲରେ ୧୧ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ଆଭେଶ ଖାନ୍ ସର୍ବାଧିକ ୩ଟି ଓ୍ୱିକେଟ ନେଇଥିବା ବେଳେ କାଗିସୋ ରବାଡା ଓ କ୍ରିସ ଓକ୍ସ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିଲେ।

ପନ୍ତଙ୍କ ଦିଲ୍ଲୀକୁ ୧୪୭ ରନ୍‌ରେ ରୋକିଲା ସାମସନଙ୍କ ରାଜସ୍ଥାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story