ପନ୍ତଙ୍କ ଦିଲ୍ଲୀକୁ ୧୪୭ ରନ୍‌ରେ ରୋକିଲା ସାମସନଙ୍କ ରାଜସ୍ଥାନ

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଚେନ୍ନାଇକୁ ହରାଇଥିବା ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପନ୍ତଙ୍କ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୪୭ ରନ୍‌ କରିଛି। ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ସଞ୍ଜୁ ସାମସନଙ୍କ ରାଜସ୍ଥାନକୁ ୧୪୮ ରନ୍‌ର ଟାର୍ଗେଟ ମିଳିଛି। ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଠାରୁ ଶେଷ ବଲ୍‌ରେ ହାରିଥିଲା। […]

IPL

IPL

Hemant Lenka
  • Published: Thursday, 15 April 2021
  • Updated: 15 April 2021, 09:25 PM IST

Sports

Latest News

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଚେନ୍ନାଇକୁ ହରାଇଥିବା ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପନ୍ତଙ୍କ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୪୭ ରନ୍‌ କରିଛି। ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ସଞ୍ଜୁ ସାମସନଙ୍କ ରାଜସ୍ଥାନକୁ ୧୪୮ ରନ୍‌ର ଟାର୍ଗେଟ ମିଳିଛି।

ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଠାରୁ ଶେଷ ବଲ୍‌ରେ ହାରିଥିଲା। ତେଣୁ ଆଜି ଦିଲ୍ଲୀକୁ ହରାଇ ଦଳ ୱିନିଂ ଟ୍ରାକ୍‌କୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ଦିଲ୍ଲୀ ପକ୍ଷରୁ ଅଧିନାୟକ ପନ୍ତ ହିଁ ସର୍ବାଧିକ ୫୧ ରନ୍‌ର ଇନିଂସ୍‌ ଖେଳିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି। ସେହିପରି ରାଜସ୍ଥାନ ପକ୍ଷରୁ ଆଜି ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜୟଦେବ ଉନାଡକତ୍‌ ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି।

ମୁମ୍ବାଇର ୱାଙ୍ଖଡେରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ସାମସନ ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ଓଭର୍‌ର ଶେଷ ବଲ୍‌ରେ ଉନାଡକତ୍‌ ବିସ୍ଫୋରକ ପୃଥ୍ୱୀ ଶ’(୨)ଙ୍କୁ ଆଉଟ କରିଥିଲେ। ଏହାପରେ ସେ ନିଜର ଦ୍ୱିତୀୟ ତଥା ଇନିଂସ୍‌ର ୪ ଓଭର୍‌ର ପ୍ରଥମ ବଲ୍‌ରେ ଶିଖର ଧୱନ(୯)ଙ୍କ ୱିକେଟ ନେଇଥିଲେ। ଅଜିଙ୍କ୍ୟ ରାହଣେ(୮)ଙ୍କ ୱିକେଟ ନେଇ ଉନାଡକତ୍‌ ଦିଲ୍ଲୀକୁ ସଂପୂର୍ଣ୍ଣ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ।

ମାର୍କସ ଷ୍ଟୋଇନିସ୍‌ ଖାତ ଖୋଲିବା ପୂର୍ବରୁ ମୁସ୍ତାଫିଜୁରଙ୍କ ଶିକାର ବନିଥିଲେ। ମାତ୍ର ୩୭ ରନ୍‌ରେ ୪ ୱିକେଟ ହରାଇ ଦିଲ୍ଲୀ ସଙ୍କଟରେ ପଡ଼ିଥିଲା। କିନ୍ତୁ ପନ୍ତ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ସେ ଡେବ୍ୟୁଟାଣ୍ଟ ଲଳିତ ଯାଦବଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଉଭୟ ୫ମ ୱିକେଟ ପାଇଁ ୫୧ ରନ୍‌ ଯୋଡ଼ିଥିଲେ। ହେଲେ ଏହି ସମୟରେ ପନ୍ତ(୫୧) ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଯାଇଥିଲେ।

ଲଳିତ ଯାଦବ ମଧ୍ୟ ୨୦ ରନ୍‌ କରି କ୍ରିସ୍‌ ମୋରିସଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଶେଷ ଭାଗରେ ଟମ୍‌ କୁରାନ ୨୧ ଓ କ୍ରିସ୍‌ ୱକ୍ସ ଅପରାଜିତ ୧୫ ରନ୍‌ କରିବାରୁ ଦିଲ୍ଲୀ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରବି ଅଶ୍ୱିନ ୭ ରନ୍‌ କରି ରନ୍‌ ଆଉଟ ହୋଇଥିବା ବେଳେ କାଗିସୋ ରାବଡା ୯ ରନ୍‌ କରି ଅପରାଜିତ ରହିଥିଲେ।

ରାଜସ୍ଥାନ ପକ୍ଷରୁ ଉନାଡକତ ୩ଟି ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁର ୨ଟି ଓ କ୍ରିସ ମୋରିସଙ୍କ ଖାତାଙ୍କୁ ଗୋଟିଏ ୱିକେଟ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story