'ପୁଷ୍ପା'କୁ ନେଇ ପାଗଳ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। ସେ ‘ପୁଷ୍ପା’କୁ ନେଇ ଏବେ ପୂରା ପାଗଳ। ‘ପୁଷ୍ପା’ ପାଇଁ ସେ ବଦଳାଇ ଦେଇଛନ୍ତି ନିଜ ଚେହାରା। କେବଳ ସେତିକି ନୁହେଁ ସେ ତାଙ୍କ କଥା କହିବା ଷ୍ଟାଇଲ୍‌ ବି ଚେଇଂଜ କରିଦେଇଛନ୍ତି। ନିକଟରେ ରବୀନ୍ଦ୍ର ଜାଡେଜାଙ୍କ ଏଭଳି କିଛି ଫଟୋ ଆଉ ଭିଡିଓ ସାମ୍ନକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭାରତୀୟ ଷ୍ଟାର କ୍ରିକେଟର ଜଣକ ସୋଶାଲ ମିଡିଆରେ ବେଶ୍‌ […]

ravindra-jadeja

ravindra-jadeja

Madhupriya Mistry
  • Published: Thursday, 13 January 2022
  • Updated: 13 January 2022, 04:11 PM IST

Sports

Latest News

ମୁମ୍ବାଇ: ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। ସେ 'ପୁଷ୍ପା'କୁ ନେଇ ଏବେ ପୂରା ପାଗଳ। 'ପୁଷ୍ପା' ପାଇଁ ସେ ବଦଳାଇ ଦେଇଛନ୍ତି ନିଜ ଚେହାରା। କେବଳ ସେତିକି ନୁହେଁ ସେ ତାଙ୍କ କଥା କହିବା ଷ୍ଟାଇଲ୍‌ ବି ଚେଇଂଜ କରିଦେଇଛନ୍ତି। ନିକଟରେ ରବୀନ୍ଦ୍ର ଜାଡେଜାଙ୍କ ଏଭଳି କିଛି ଫଟୋ ଆଉ ଭିଡିଓ ସାମ୍ନକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ଏହି ଭାରତୀୟ ଷ୍ଟାର କ୍ରିକେଟର ଜଣକ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ଜାଡେଜା ଲାଗାତର ନିଜର ନୂଆ ନୂଆ ଲୁକ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ଖଣ୍ଡା ବୁଲାଉଥିବା ଦେଖିବାକୁ ମିଳନ୍ତି ତ ଆଉ କେତେବେଳେ ଘୋଡା ପିଠିରେ ବସିଥିବା ନଜର ଆସିନ୍ତି। ଏବେ କିନ୍ତୁ ସେ ଏକ ଭିନ୍ନ ରୂପରେ ସାମ୍ନାକୁ ଆସିଛନ୍ତି, ଯାହା ତାଙ୍କ ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଛି।

ସୁପରହିଟ୍‌ ଫିଲ୍ମ 'ପୁଷ୍ପା'ରେ ଅଲ୍ଲୁ ଅର୍ଜୁନଙ୍କ ଭୟଙ୍କର ଲୁକ୍‌କୁ କପି କରିଛନ୍ତି ଜାଡେଜା। ଏହି ନୂଆ ଲୁକ୍‌ରେ ଜାଡେଜା ପୂରାପୁରି ପୁଷ୍ପା ଫିଲ୍ମର ଅଲ୍ଲୁ ଅର୍ଜୁନ ଭଳି ଦେଖାଯାଉଛନ୍ତି। ସେ ଅଲ୍ଲୁଙ୍କ ଭଳି ହିଁ ବିଡି ପିଉଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଭଳି ତେଲୁଗୁ ଡାଏଲଗ୍‌ ମଧ୍ୟ କହିଛନ୍ତି ଜାଡେଜା।

ନିଜ ଇନ୍‌ଷ୍ଟାଗ୍ରାମରେ ଜାଡେଜା ତାଙ୍କର ଏହି ଫଟୋ ଓ ଭିଡିଓକୁ ଶେଆର କରିଛନ୍ତି। ଏହାର କ୍ୟାପସନରେ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, 'ଏହା ଏକ ଗ୍ରାଫିକାଲ ଫଟୋ। ସିଗାରେଟ୍‌, ବିଡି ଏବଂ ତମାଖୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏଥିରୁ କ୍ୟାନ୍‌ସର ହୁଏ।' ଜାଡେଜାଙ୍କ ଏହି ପୋଷ୍ଟରେ ଅଭିନେତା ଅଲ୍ଲୁ ଅର୍ଜୁନ ମଧ୍ୟ କମେଣ୍ଟ କରିଛନ୍ତି।

https://twitter.com/imjadeja/status/1481222465019916292?s=20

ଏହାବ୍ୟତୀତ କ୍ରିକେଟର କୁଲଦୀପ ଯାଦବଙ୍କ ସମେତ ଅନେକ କ୍ରିକେଟର ଓ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହି ଫଟୋ ଆଉ ଭିଡିଓରେ ପ୍ରତିକ୍ରିୟା ଦେଇଛନ୍ତି। କୁଲଦୀପ କମେଣ୍ଟ କରି ଲେଖିଛନ୍ତି, ଆଗାମୀ ଫିଲ୍ମକୁ ଅପେକ୍ଷା…! ଏହାର ଉତ୍ତରରେ ଜାଡେଜା ଲେଖିଛନ୍ତି, ହଁ, ଏନ୍‌ସିଏରେ ଶୁଟିଂ ହେବ।

ସୂଚନା ମତାବକ, ଫିଲ୍ମ 'ପୁଷ୍ପା' ହେଉଛି ନୂଆବର୍ଷର ସବୁଠାରୁ ସୁପରଡୁପର ହିଟ୍‌ ହୋଇଥିବା ଫିଲ୍ମ। ଏହାକୁ ନେଇ ଏବେବି ଚାରିଆଡେ କ୍ରେଜ୍‌ ଜାରି ରହିଛି। ଫିଲ୍ମଟି ୨୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ଏହି ଫିଲ୍ମର ଲିଡ୍‌ ରୋଲରେ ଅଲ୍ଲୁ ଅର୍ଜୁନ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ନ୍ୟାଶନାଲ କ୍ରସ୍‌ ରଶ୍ମୀକା ମନ୍ଦନା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story