ସରିଲା ଇଂଲଣ୍ଡ ଟୁର୍, ୟୁଏଇରେ ପହଞ୍ଚିଲେ ରୋହିତ୍, ବୁମ୍ରା ଓ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ସରିଯାଇଛି ଇଂଲଣ୍ଡ ଗସ୍ତ। ଏବେ ଫୋକସରେ ଆଇପିଏଲ୍। ଆଇପିଏଲ୍ ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ୍ ଶର୍ମା, ପେସର୍ ଯଶପ୍ରୀତ ବୁମ୍ରା ଓ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆବୁଧାବିରେ ପହଞ୍ଚିଛନ୍ତି। ତିନିଜଣ ଖେଳାଳି ଚାର୍ଟାର୍ଡ ଫ୍ଲାଇଟରେ ନିଜ ନିଜର ପରିବାର ସହ ପହଞ୍ଚିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଖେଳାଳିଙ୍କ ଆବୁଧାବିରେ ପହଞ୍ଚିବା ସୂଚନା ଦେଇଛି। ସବୁ ଖେଳାଳି ଏବେ ୬ ଦିନ କ୍ୱାରେଣ୍ଟାଇନରେ ରହିବେ। ମୁମ୍ବାଇ […]

rohit-sharma

rohit-sharma

Ranjit Kumar Jena
  • Published: Saturday, 11 September 2021
  • Updated: 11 September 2021, 09:39 PM IST

Sports

Latest News

ନୂଆଦିଲ୍ଲୀ: ସରିଯାଇଛି ଇଂଲଣ୍ଡ ଗସ୍ତ। ଏବେ ଫୋକସରେ ଆଇପିଏଲ୍। ଆଇପିଏଲ୍ ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ୍ ଶର୍ମା, ପେସର୍ ଯଶପ୍ରୀତ ବୁମ୍ରା ଓ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆବୁଧାବିରେ ପହଞ୍ଚିଛନ୍ତି। ତିନିଜଣ ଖେଳାଳି ଚାର୍ଟାର୍ଡ ଫ୍ଲାଇଟରେ ନିଜ ନିଜର ପରିବାର ସହ ପହଞ୍ଚିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଖେଳାଳିଙ୍କ ଆବୁଧାବିରେ ପହଞ୍ଚିବା ସୂଚନା ଦେଇଛି। ସବୁ ଖେଳାଳି ଏବେ ୬ ଦିନ କ୍ୱାରେଣ୍ଟାଇନରେ ରହିବେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ମୁମ୍ବାଇ ଇଣ୍ଡିଆନ୍ସ ତା’ର ତିନି ଭାରତୀୟ ଖେଳାଳି ଯଥା କ୍ୟାପଟେନ୍ ରୋହିତ୍ ଶର୍ମା, ଯଶପ୍ରୀତ ବୁମ୍ରା ଓ ସୂର୍ଯ୍ୟକୁମାର ଯାଦବ ଆବୁଧାବିରେ ପହଞ୍ଚି ଯାଇଛନ୍ତି।

ଭାରତୀୟ ଟିମ୍ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଘରୋଇ ଦଳ ସହ ପଞ୍ଚମ ଟେଷ୍ଟ ଖେଳୁଥାନ୍ତି। ମାଞ୍ଚେଷ୍ଟରେ ଖେଳାଯିବାକୁଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ବାତିଲା ହେବା ପରେ ଆଇପିଏଲ୍ ଫ୍ରାଞ୍ଚାଇଜି ତା’ର ଖେଳାଳିମାନଙ୍କୁ ଲଣ୍ଡନରୁ ୟୁଏଇକୁ ଡକାଇଛି। ଇଂଲଣ୍ଡ ଛାଡ଼ିବା ପୂର୍ବରୁ ସବୁ ଖେଳାଳିଙ୍କ ଆରଟିପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଛି। ଆବୁଧାବି ପହଞ୍ଚିବା ପରେ ପୁଣି ଆଟିପିସିଆର୍ ଟେଷ୍ଟ ହୋଇଛି ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

https://twitter.com/mipaltan/status/1436718914528972809?s=20

ଆଇପିଏଲର ୧୪ଶ ସଂସ୍କରଣ ଭାରତରେ ଖେଳାଯାଇଥିଲା। ହେଲେ ମେ’ ୪ ତାରିଖରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟି-୨୦ ଲିଗକୁ ସ୍ଥଗିତ କରିଦିଆଯାଇଥିଲା। ସେତେବେଳେ ମୋଟ ୬୦ଟିରୁ ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇଥିଲା। ବିସିସିଆଇ ବାକି ୩୧ ମ୍ୟାଚ୍ ୟୁଏଇରେ ଆୟୋଜନ କରାଇବାକୁ ନିଷ୍ପତ୍ତି ନେଇଛି। ୟୁଏଇରେ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ ତାରିଖରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମ୍ୟାଚ୍ ସହ ଆରମ୍ଭ ହେବ।

ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ। ବାକି ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ।

ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story