ରୋହିତ ଶର୍ମାଙ୍କୁ ମିଳିଲା ଟେଷ୍ଟ କମାଣ, ଶ୍ରୀଲଙ୍କା ସିରିଜ୍‌ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ: ଟି-୨୦ ଓ ଦିନିକିଆ ଭଳି ଟେଷ୍ଟ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ଭାରତୀୟ ଟିମର କମାଣ ସମ୍ଭାଳିବେ ହିଟମ୍ୟାନ ରୋହିତ ଶର୍ମା। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ରୋହିତ ନିଜର ଟେଷ୍ଟ କ୍ୟାପ୍ଟେନଶିପ ଆରମ୍ଭ କରିବେ। ଆଜି ବିସିସିଆଇ ବିଧିବଦ୍ଧ ଭାବେ ରୋହିତଙ୍କୁ ଭାରତୀୟ ଟେଷ୍ଟ ଟିମ୍‌ର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଟେଷ୍ଟ ସିରିଜ୍‌ ପାଇଁ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରିଛି। ଏହି ଟି-୨୦ ସିରିଜ୍‌ରେ ପୂର୍ବତନ […]

Rohit

Rohit

Hemant Lenka
  • Published: Saturday, 19 February 2022
  • Updated: 19 February 2022, 05:53 PM IST

Sports

Latest News

ନୂଆଦିଲ୍ଲୀ: ଟି-୨୦ ଓ ଦିନିକିଆ ଭଳି ଟେଷ୍ଟ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ଭାରତୀୟ ଟିମର କମାଣ ସମ୍ଭାଳିବେ ହିଟମ୍ୟାନ ରୋହିତ ଶର୍ମା। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ରୋହିତ ନିଜର ଟେଷ୍ଟ କ୍ୟାପ୍ଟେନଶିପ ଆରମ୍ଭ କରିବେ। ଆଜି ବିସିସିଆଇ ବିଧିବଦ୍ଧ ଭାବେ ରୋହିତଙ୍କୁ ଭାରତୀୟ ଟେଷ୍ଟ ଟିମ୍‌ର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦେଇଛି।

ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଟେଷ୍ଟ ସିରିଜ୍‌ ପାଇଁ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରିଛି। ଏହି ଟି-୨୦ ସିରିଜ୍‌ରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତ ଖେଳିବେ ନାହିଁ। ସେମାନଙ୍କୁ ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ବିଶ୍ରାମ ଦେଇଛି। ଉଭୟ ମାର୍ଚ୍ଚ ୪ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦଳକୁ କମବ୍ୟାକ କରିବେ। ତେବେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହଣେଙ୍କୁ ବିସିସିଆଇ ବାଦ ଦେଇଛି।

ବିସିସିଆଇ ଆଜି ଟି-୨୦ ସିରିଜ୍‌ ପାଇଁ ୧୮ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଦଳକୁ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା କମବ୍ୟାକ କରିଛନ୍ତି। ସେହିପରି ବୁମ୍ରା ଉଭୟ ଟି-୨୦ ଓ ଟେଷ୍ଟ ସିରିଜ୍‌ରେ ରୋହିତ ଶର୍ମାଙ୍କ ଡେପୁଟି ଭାବେ କାମ କରିବେ।  ସଞ୍ଜୁ ସାମସନ ମଧ୍ୟ ଟି-୨୦ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

ଟି-୨୦ ସ୍କ୍ୱାଡ: ରୋହିତ ଶର୍ମା, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟାର, ଦୀପକ ଚହର, ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦର ଚହଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଦୀପକ ହୁଡ୍ଡା ଓ ଅଭେଶ ଖାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story