ବିରାଟଙ୍କ ନିଷ୍ପତ୍ତିରେ ରୋହିତ ଆଶ୍ଚର୍ଯ୍ୟ, କ’ଣ ଲେଖିଲେ ପଢ଼ନ୍ତୁ

ନୂଆଦିଲ୍ଲୀ: ଶନିବାର ହଠାତ୍ ବିରାଟ କୋହଲି ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା କଥା ପ୍ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟମାନଙ୍କ ଭଳି ତାଙ୍କ ସାଥୀ ଖେଳାଳି ତଥା ଟିମ୍ ଇଣ୍ଡିଆର ଟି-ଟ୍ୱେଣ୍ଟି ଓ ଦିନିକିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରୋହିତ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଲେଖିଛନ୍ତି। ରୋହିତ ଲେଖିଛନ୍ତି, ଆଶ୍ଚର୍ଯ୍ୟ ହୋଇଗଲି। କିନ୍ତୁ ଭାରତୀୟ ଅଧିନାୟକ ଭାବେ […]

Rohit and Virat

Rohit and Virat

Jitendra Garnayak
  • Published: Sunday, 16 January 2022
  • Updated: 16 January 2022, 12:29 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ହଠାତ୍ ବିରାଟ କୋହଲି ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା କଥା ପ୍ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟମାନଙ୍କ ଭଳି ତାଙ୍କ ସାଥୀ ଖେଳାଳି ତଥା ଟିମ୍ ଇଣ୍ଡିଆର ଟି-ଟ୍ୱେଣ୍ଟି ଓ ଦିନିକିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରୋହିତ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଲେଖିଛନ୍ତି।

ରୋହିତ ଲେଖିଛନ୍ତି, ଆଶ୍ଚର୍ଯ୍ୟ ହୋଇଗଲି। କିନ୍ତୁ ଭାରତୀୟ ଅଧିନାୟକ ଭାବେ ପାଇଥିବା ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ। ଭବିଷ୍ୟତ ପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା। ଏହି ଲେଖା ସହିତ ରୋହିତ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଓ ବିରାଟ କୋହଲି ଅଛନ୍ତି।

ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ଏଥିରେ ରୋହିତ ସାମିଲ ହୋଇନାହାନ୍ତି। ଆହତ କାରଣରୁ ତାଙ୍କୁ ଟିମ୍‌ରେ ନିଆଯାଇ ନାହିଁ। ଫଳରେ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ନେତୃତ୍ୱ କେ ଏଲ ରାହୁଲ ନେବେ। ଆଉ ଯଶପ୍ରୀତ ବୁମ୍ରା ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୯ ତାରିଖରେ ଖେଳା ଯିବ।

ଅନ୍ୟପକ୍ଷରେ ବିରାଟ ହଠାତ୍ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ୱ କାହାକୁ ଦିଆଯିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ମତରେ ଏହି ଦାୟିତ୍ୱ ଋଷଭ ପନ୍ତଙ୍କୁ ଦିଆଯିବା ଉଚିତ୍। ତାଙ୍କ ପାଖରେ ଯଥେଷ୍ଟ ଦକ୍ଷତା ଥିବା ସେ ଯୁକ୍ତି ବାଢ଼ିଛନ୍ତି।

ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟୀ ହୋଇଛି ଓ ୧୭ଟିରେ ହାରିଛି। ବିରାଟ ଭାରତର ସବୁଠୁ ସଫଳ ଅଧିନାୟକ ଭାବେ ଦାୟିତ୍ୱ ସଂପାଦନ କରିଛନ୍ତି। ସେଥିପାଇଁ ସେ ଏହି ପଦ ଛାଡ଼ିବା ପରେ ବିସିସିଆଇଠାରୁ ଆରମ୍ଭ କରି ସଚିନ୍ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସମସ୍ତେ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story