ବିଶୃଙ୍ଖଳାର ସବୁ ସୀମା ଟପିଲେ ଏହି ବାଂଲା କ୍ରିକେଟର୍

ଢାକା: କ୍ରିକେଟକୁ ଭଦ୍ର ଲୋକର ଖେଳ କୁହାଯାଏ। କିନ୍ତୁ ବାଂଲାଦେଶର ଅଭିଜ୍ଞ ଅଲରାଉଣ୍ଡର ନିଜର ଖରାପ ଆଚରଣ ପାଇଁ ଏହି ଖେଳକୁ କଳଙ୍କିତ କରିଛନ୍ତି। ବାଂଲାଦେଶର ଘରୋଇ ଟି-୨୦ ମ୍ୟାଚ୍ ବେଳେ ସାକିବ୍ ଷ୍ଟମ୍ପକୁ ଗୋଇଠା ମାରିବା ସହ ଅମ୍ପାୟାରଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି । ହେଲେ ପରେ ସେ ଏହାକୁ ମଣିଷକୃତ ତ୍ରୁଟି କହି କ୍ଷମା ମାଗିଛନ୍ତି। ତେବେ ସାକିବଙ୍କ ଏହି ଆଚରଣ ତାଙ୍କ ଟିମ୍ ଉପରେ ପଡ଼ି ନାହିଁ। ତାଙ୍କ ଟିମ୍ […]

sakib

sakib

Ranjit Kumar Jena
  • Published: Friday, 11 June 2021
  • Updated: 11 June 2021, 11:11 PM IST

Sports

Latest News

ଢାକା: କ୍ରିକେଟକୁ ଭଦ୍ର ଲୋକର ଖେଳ କୁହାଯାଏ। କିନ୍ତୁ ବାଂଲାଦେଶର ଅଭିଜ୍ଞ ଅଲରାଉଣ୍ଡର ନିଜର ଖରାପ ଆଚରଣ ପାଇଁ ଏହି ଖେଳକୁ କଳଙ୍କିତ କରିଛନ୍ତି। ବାଂଲାଦେଶର ଘରୋଇ ଟି-୨୦ ମ୍ୟାଚ୍ ବେଳେ ସାକିବ୍ ଷ୍ଟମ୍ପକୁ ଗୋଇଠା ମାରିବା ସହ ଅମ୍ପାୟାରଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି । ହେଲେ ପରେ ସେ ଏହାକୁ ମଣିଷକୃତ ତ୍ରୁଟି କହି କ୍ଷମା ମାଗିଛନ୍ତି। ତେବେ ସାକିବଙ୍କ ଏହି ଆଚରଣ ତାଙ୍କ ଟିମ୍ ଉପରେ ପଡ଼ି ନାହିଁ। ତାଙ୍କ ଟିମ୍ ମହମଡ୍ଡାନ ସ୍ପୋର୍ଟିଂ ଢାକା ପ୍ରିମିୟର୍ ଲିଗରେ ଅବାହାନୀ ଲିମିଟେଡ୍ ଟିମକୁ ଡକୱର୍ଥ ଲୁଇସ ପଦ୍ଧତିରେ ହରାଇ ଦେଇଛି।

ବାଂଲାଦେଶର ଏହି ୩୪ ବର୍ଷୀୟ ପୂର୍ବତନ କ୍ୟାପଟେନ୍ ହୁଏତ କ୍ଷମା ମାଗିଛନ୍ତି, କିନ୍ତୁ ଷ୍ଟମ୍ପକୁ ଗୋଇଠା ମାରିବା ‘ଲେଭଲ୍-୩’ର ଅପରାଧ ଏବଂ ଏହି ଆଚରଣ ପାଇଁ ତାଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇପାରେ। ସାକିବ୍ ନିଜ ଫେସବୁକ୍ ପେଜରେ କ୍ଷମା ମାଗି ଲେଖିଛନ୍ତି, ପ୍ରିୟ ପ୍ରଶଂସକ ଓ ଶୁଭଚିନ୍ତକ, ଯେଉଁମାନେ ଆଜିର ମ୍ୟାଚରେ ମୋ ବ୍ୟବହାରରେ ଦୁଃଖିତ ହୋଇଛନ୍ତି, ସେମାନଙ୍କୁ କ୍ଷମା ମାଗୁଛି। ମୋ ଭଳି ଅଭିଜ୍ଞ କ୍ରିକେଟରଙ୍କ ପକ୍ଷେ ଏହା ଆଦୌ ଶୋଭନୀୟ ନୁହେଁ। କିନ୍ତୁ ବେଳେ ବେଳେ ଉତ୍ତେଜନାପୂର୍ଣ୍ଣ ପରିବେଶରେ ଏଭଳି ହୋଇଯାଏ। ମୁଁ ସବୁ ଟିମ୍, ଟୁର୍ଣ୍ଣାମେଣ୍ଟର ସବୁ ଅଧିକାରୀ ଓ ଆୟୋଜକ କମିଟିକୁ ନିଜ ଭୁଲ୍ ପାଇଁ କ୍ଷମା ମାଗୁଛି। ଭବିଷ୍ୟତରେ ଏଭଳି ଭୁଲ୍ ହେବ ନାହିଁ ବୋଲି ମୁଁ ଆଶା କରୁଛି। ସମସ୍ତଙ୍କୁ ମୋର ଭଲପାଇବା।

https://twitter.com/7Cricket/status/1403330991595294720?s=20

ଶେର-ଇ-ବାଂଲାଂ ଷ୍ଟାଡିୟମରେ ମ୍ୟାଚରେ ମୁଶଫିକର ରହିମଙ୍କ ବିରୋଧରେ କରାଯାଇଥିବା ଏଲବିଡବ୍ଲ୍ୟୁ ଅପିଲକୁ ଅମ୍ପାୟାର ଖାରଜ କରିଦେଇଥିଲେ। ଯାହା ପରେ ସାକିବ୍ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଷ୍ଟମ୍ପକୁ ଗୋଇଠା ମାରିଥିଲେ। ସେ ମ୍ୟାଚ୍ ଚାଲିଥିବା ବେଳେ ଆଉ ଥରେ ମଧ୍ୟ ଏଭଳି ଆଚରଣ କରିଥିଲେ।

https://twitter.com/saifhasnat/status/1403320077106126852?s=20

ଅବାହାନୀ ଇନିଂସର ଷଷ୍ଠ ଓଭରର ପଞ୍ଚମ ବଲ୍ ପରେ ଦୁଇ ଫିଲ୍ଡ ଅମ୍ପାୟାର ବର୍ଷା କାରଣରୁ ମ୍ୟାଚ୍ ରୋକିବାକୁ ଘୋଷଣା କରିଥିଲେ। ସେହି ସମୟରେ ସାକି୍ ରାଗିକି ନନଷ୍ଟ୍ରାଇକର ଏଣ୍ଡର ଷ୍ଟମ୍ପ ଓପାଡ଼ି ଦେଇଥିଲେ। ତାଙ୍କର ଏଭଳି ଆଚରଣର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ସୋଶାଲ ମିଡିଆର କିଛି ୟୁଜର୍ ସାକିବଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ଆଇପିଏଲରୁ ବାଦ୍ ଦେବା ପାଇଁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story