୧ନଂ ସ୍ଥାନକୁ ଫେରିଲେ ସ୍ମିଥ, ରୁଟ୍‌ଙ୍କୁ ହଟାଇ ୪ର୍ଥରେ ବିରାଟ

ଦୁବାଇ: ଆଇସିସି ପକ୍ଷରୁ ଆଜି ସଦସ୍ୟତମ ଟେଷ୍ଟ କ୍ରିକେଟର ବ୍ୟାଟସମ୍ୟାନ ରାଙ୍କିଙ୍ଗ ଜାରି କରାଯାଇଛି। ଏଥର ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଗତବର୍ଷ ବକ୍ସିଂ ଡେ’ ପରଠାରୁ ରାଙ୍କିଙ୍ଗର ୧ନଂ ସ୍ଥାନରୁ ଦୂରରେ ଥିବା ଷ୍ଟିଭ ସ୍ମିଥ ଜବରଦସ୍ତ କମବ୍ୟାକ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟର ବ୍ୟାଟସମ୍ୟାନ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସ୍ମିଥ ୧ନଂ ସ୍ଥାନରେ ଥିବା ବେଳେ ଟିମ ଇଣ୍ଡିଆର ଅଧିନାୟକ […]

Smith

Smith

Hemant Lenka
  • Published: Wednesday, 16 June 2021
  • Updated: 16 June 2021, 02:48 PM IST

Sports

Latest News

ଦୁବାଇ: ଆଇସିସି ପକ୍ଷରୁ ଆଜି ସଦସ୍ୟତମ ଟେଷ୍ଟ କ୍ରିକେଟର ବ୍ୟାଟସମ୍ୟାନ ରାଙ୍କିଙ୍ଗ ଜାରି କରାଯାଇଛି। ଏଥର ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଗତବର୍ଷ ବକ୍ସିଂ ଡେ’ ପରଠାରୁ ରାଙ୍କିଙ୍ଗର ୧ନଂ ସ୍ଥାନରୁ ଦୂରରେ ଥିବା ଷ୍ଟିଭ ସ୍ମିଥ ଜବରଦସ୍ତ କମବ୍ୟାକ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟର ବ୍ୟାଟସମ୍ୟାନ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସ୍ମିଥ ୧ନଂ ସ୍ଥାନରେ ଥିବା ବେଳେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୪ନଂ ସ୍ଥାନକୁ ଲମ୍ଫ ମାରିଛନ୍ତି।

ପୂର୍ବରୁ ୧ନଂ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ଏଥିସହ ପ୍ରଥମ ଟେଷ୍ଟରେ କେବଳ ୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ସ୍ମିଥ ତାଙ୍କୁ ଅତିକ୍ରମ କରି ୧ନଂ ସ୍ଥାନ ଦଖଲ କରିଛନ୍ତି।

ସ୍ମିଥ ଓ ୱିଲିୟମସନଙ୍କ ମଧ୍ୟରେ ୫ ପଏଣ୍ଟର ବ୍ୟବଧାନ ରହିଛି। ୱିଲିୟମସନଙ୍କ ପଏଣ୍ଟ ସଂଖ୍ୟା ୮୮୬ ଥିବା ବେଳେ ସ୍ମିଥଙ୍କ ପାଖରେ ୮୯୧ ପଏଣ୍ଟ ରହିଛି। ୮୭୮ ପଏଣ୍ଟ ସହ ମାର୍ନସ ଲାବୁଶେନ ତୃତୀୟରେ ଓ ପୂର୍ବରୁ ୪ର୍ଥ ସ୍ଥାନରେ ଥିବା ଇଂଲିଶ ଟିମ ଅଧିନାୟକ ଜୋ ରୁଟ ୫ମକୁ ଖସି ଯାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ତାଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ଏହି କାରଣରୁ ବିରାଟ ତାଙ୍କୁ ଅତିକ୍ରମ କରି ୪ର୍ଥ ସ୍ଥାନ ଦଖଲ କରିଛନ୍ତି। ପୂର୍ବଭଳି ଋଷଭ ପନ୍ତ ଓ ରୋହିତ ଶର୍ମା ଯଥାକ୍ରମେ ୬ଷ୍ଠ ଏବଂ ୭ମ ସ୍ଥାନରେ ରହିଛନ୍ତି। ଉଭୟଙ୍କ ପଏଣ୍ଟ ସଂଖ୍ୟା ୭୪୭ ରହିଛି।

୮ନଂରେ ହେନରୀ ନିକୋଲସ, ୯ମରେ ଡାଭିଡ ୱାର୍ଣ୍ଣର ଓ ୧୦ନଂରେ ବାବର ଆଜମ ରହିଛନ୍ତି। ବୋଲର ଓ ଅଲରାଉଣ୍ଡର ଟେଷ୍ଟ ରାଙ୍କିଙ୍ଗରେ କୌଣସି ବଡ଼ଧରରଣ ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ବୋଲିଂ ରାଙ୍କର ୧ ନଂ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଥିବା ବେଳେ ଦ୍ୱିତୀୟରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ଅଲରାଉଣ୍ଡର ତାଲିକାର ୧ନଂରେ ଜେନସ ହୋଲ୍ଡର ଓ ଦ୍ୱିତୀୟରେ ରବୀନ୍ଦ୍ର ଜାଡେଜା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story