ପ୍ରାକ୍ଟିସ ପରେ ମିଳିଲା ଖରାପ ଖାଦ୍ୟ, ଅସନ୍ତୋଷ ବ୍ୟକ୍ତ କଲେ ଖେଳାଳି

ସିଡ୍‌ନୀ: ଭାରତୀୟ ଖେଳାଳିଙ୍କୁ ପରଷା ଗଳା ଖରାପ ଖାଦ୍ୟ। ଦୁଇ ଘଣ୍ଟାର ପ୍ରାକ୍ଟିସ ସେସନ୍‌ ପରେ ତାଙ୍କୁ ଦିଆଯାଇଛି କେବଳ ସ୍ୟାଣ୍ଡଓ୍ବିଚ୍। ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି। ସିଡ୍‌ନୀରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର ମ୍ୟାଚ୍ ପୂର୍ବରୁ ଏଭଳି କିଛି ବିବାଦ ସୃଷ୍ଟି ହୋଇଛି। ଟି-ଟ୍ୱେଣ୍ଟି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାକ୍ଟିସ ସେସନ୍‌ ଥିଲା। ପ୍ରାକ୍ଟିସ ପରେ ଖେଳାଳିମାନେ ସ୍ୟାଣ୍ଡଓ୍ବିଚ୍ ଅର୍ଡର କରିଥିଲେ। ତେବେ ସେମାନଙ୍କୁ […]

team-india-practice-session-bad-food

team-india-practice-session-bad-food

Madhupriya Mistry
  • Published: Wednesday, 26 October 2022
  • Updated: 26 October 2022, 03:36 PM IST

Sports

Latest News

ସିଡ୍‌ନୀ: ଭାରତୀୟ ଖେଳାଳିଙ୍କୁ ପରଷା ଗଳା ଖରାପ ଖାଦ୍ୟ। ଦୁଇ ଘଣ୍ଟାର ପ୍ରାକ୍ଟିସ ସେସନ୍‌ ପରେ ତାଙ୍କୁ ଦିଆଯାଇଛି କେବଳ ସ୍ୟାଣ୍ଡଓ୍ବିଚ୍। ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି। ସିଡ୍‌ନୀରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର ମ୍ୟାଚ୍ ପୂର୍ବରୁ ଏଭଳି କିଛି ବିବାଦ ସୃଷ୍ଟି ହୋଇଛି।

ଟି-ଟ୍ୱେଣ୍ଟି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାକ୍ଟିସ ସେସନ୍‌ ଥିଲା। ପ୍ରାକ୍ଟିସ ପରେ ଖେଳାଳିମାନେ ସ୍ୟାଣ୍ଡଓ୍ବିଚ୍ ଅର୍ଡର କରିଥିଲେ। ତେବେ ସେମାନଙ୍କୁ ଥଣ୍ଡା ସ୍ୟାଣ୍ଡଓ୍ବିଚ୍ ପରସା ଯାଇଥିଲା। ଏଥିସହ ଏହା ଭାରି ଅରୁଚିକର ଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ଟି୨୦ ବିଶ୍ୱକପ୍ ୨୦୨୨’ରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ କ୍ରିକେଟ୍ କାଉନ୍‌ସିଲ୍‌’ (ଆଇସିସି) ଖାଦ୍ୟ ଦେଉଛି। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଆଉ ଉଷୁମ ଖାଦ୍ୟ ପରିବେଷଣ କରୁନାହିଁ।

ଆସନ୍ତାକାଲି ଭାରତ ସିଡନୀରେ ନେଦରଲାଣ୍ଡସକୁ ଭେଟିବ।  ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଛି। ୨୩ ତାରିଖରେ ଖେଳାଯାଇଥିବା ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story