କିଙ୍ଗସ ବିପକ୍ଷରେ ଟସ୍‌ ଜିତିଲେ ଧୋନି, ପ୍ରଥମେ ଚେନ୍ନାଇ କରିବ ବୋଲିଂ

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ହାରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଆଜି ଦ୍ୱିତୀୟ ମ୍ୟାଚ୍‌ ପାଇଁ ପଞ୍ଜାବ କିଙ୍ଗସ ବିପକ୍ଷରେ ମୈଦାନକୁ ଓହ୍ଲାଇଛି। ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ‌ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରିବ। ପଞ୍ଜାବ ତା’ର ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନକୁ ୪ ରନ୍‌ରେ ହରାଇଥିଲା। ବିଜୟ ଧାରାକୁ ବଜାୟୀ ରଖିବା ପାଇଁ […]

CSK

CSK

Hemant Lenka
  • Published: Friday, 16 April 2021
  • Updated: 16 April 2021, 07:15 PM IST

Sports

Latest News

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ହାରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଆଜି ଦ୍ୱିତୀୟ ମ୍ୟାଚ୍‌ ପାଇଁ ପଞ୍ଜାବ କିଙ୍ଗସ ବିପକ୍ଷରେ ମୈଦାନକୁ ଓହ୍ଲାଇଛି। ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ‌ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଏହାର ଅର୍ଥ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରିବ। ପଞ୍ଜାବ ତା’ର ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନକୁ ୪ ରନ୍‌ରେ ହରାଇଥିଲା। ବିଜୟ ଧାରାକୁ ବଜାୟୀ ରଖିବା ପାଇଁ ଦଳ ଆଜି ଚେଷ୍ଟା କରିବ। ସେହିପରି ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ଋଷଭ ପନ୍ତଙ୍କ ଦିଲ୍ଲୀ ଠାରୁ ହାରିଥିବାରୁ ଆଜି ୱିନିଂ ଟ୍ରାକ୍‌କୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରିବ।

Image

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉଭୟ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଚେନ୍ନାଇ ପକ୍ଷରୁ ଗତମ୍ୟାଚ୍‌ରେ ଡେବ୍ୟୁ କରିଥିବା ମୋଇନ ଅଲୀ ଆଜି ବି ଖେଳୁଛନ୍ତି। ତାଙ୍କ ବ୍ୟତୀତ ଫାଫ ଡୁପ୍ଲେସିସ୍‌, ଡ୍ୱେନ ବ୍ରାଭୋ ଓ ସାମ କୁରାନ ୪ ବିଦେଶୀ ଖେଳାଳି ଭାବେ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି।

ସେହିପରି ଗତ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ଅଭିଜ୍ଞ ସୁରେଶ ରାଇନାଙ୍କ ଠାରୁ ଆଉ ଗୋଟିଏ ବଡ଼ ଇନିଂସ୍‌ର ଆଶା ରଖିଛି ଦଳ। ଡୁପ୍ଲେସିସିଙ୍କ ସହ ଋତୁରାଜ ଗାଏକ୍ୱାଡ ଇନିଂସ ଆରମ୍ଭ କରିବେ। ଟିମ୍‌ରେ ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଡାଜେଜା, ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚହର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story