ନୂଆଦିଲ୍ଲୀ: ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ କ୍ରିକେଟିୟର୍ ଅଫ୍ ଦ ଇୟର୍ ପୁରସ୍କାର ଘୋଷଣା ହୋଇଛି। ରଣଜୀ ଟ୍ରଫି ଖେଳାଳି ଗୋବିନ୍ଦ ପୋଦ୍ଦାର ଏବଂ ଓଡ଼ିଶା ମହିଳା କ୍ରିକେଟ ଦଳର ସଦସ୍ୟା ମଧୁସ୍ମିତା ବେହେରା ୨୦୧୫ ପାଇଁ ଏହି ପୁରସ୍କାର ପାଇବେ।
ଗତ ରଣଜୀ ସିଜିନରେ ଗୋବିନ୍ଦ ପୋଦ୍ଦାର ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ମୋଟ୍ ୫୫୫ରନ୍ କରିଥିଲେ। ମଧୁସ୍ମିତା ବେହାରା ମଧ୍ୟ ଗତ ସିଜିନରେ ଓଡ଼ିଶା ପାଇଁ ଦମଦାର ପ୍ରଦର୍ଶନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜସ୍ଥାନ ରାଜ ପ୍ରାସାଦରେ ଉତ୍ତେଜନା, ୩ ଆହତ
ମେୱଡା ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ବିଜେପି ନେତା ବିଶ୍ୱରାଜ ସିଂହଙ୍କ ରାଜାଭିଶେକକୁ ବିରୋଧରୁ ଉତ୍ତେଜନା।
National
ଡିଜିଟାଲ ଆରେଷ୍ଟ: ନକଲି ପୁଲିସ ସାଜି ବୃଦ୍ଧାଙ୍କଠାରୁ ଠକି ନେଲେ ୩.୮ କୋଟି
ମହିଳା ଜଣଙ୍କୁ ଏତେ ମାତ୍ରାରେ ଭୟଭୀତ କରାଯାଇଥିଲା ଯେ, ତାଙ୍କୁ ଏକ ମାସ ଧରି ହ୍ୱାଟ୍ସ୍ଆପ୍ରେ ଭିଡିଓ କଲ୍ରେ ରଖାଯାଇଥିଲା।
National
ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ତଥା ନଭେମ୍ବର ୨୬ରେ ଶେଷ ହେଉଛି।
National
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
National
ରାପର୍ ବାଦଶାହଙ୍କ ନାଇଟ୍ କ୍ଲବ୍ ବାହାରେ ବିସ୍ଫୋରଣ
ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନାଇଟ୍ କ୍ଲବ୍ ନିକଟରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଚାଲି ଯାଇଥିବା ସୂଚନା ମିଳିଛି।