କ୍ରିକେଟିୟର୍ ଗୋବିନ୍ଦ ଓ ମଧୁସ୍ମିତା ପାଇବେ ସହିଦ ସ୍ପୋର୍ଟିଂ କ୍ରିକେଟିୟର୍ ଅଫ୍ ଦ ଇୟର୍ ପୁରସ୍କାର

ନୂଆଦିଲ୍ଲୀ: ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ କ୍ରିକେଟିୟର୍ ଅଫ୍ ଦ ଇୟର୍ ପୁରସ୍କାର ଘୋଷଣା ହୋଇଛି। ରଣଜୀ ଟ୍ରଫି ଖେଳାଳି ଗୋବିନ୍ଦ ପୋଦ୍ଦାର ଏବଂ ଓଡ଼ିଶା ମହିଳା କ୍ରିକେଟ ଦଳର ସଦସ୍ୟା ମଧୁସ୍ମିତା ବେହେରା ୨୦୧୫ ପାଇଁ ଏହି ପୁରସ୍କାର ପାଇବେ। ଗତ ରଣଜୀ ସିଜିନରେ ଗୋବିନ୍ଦ ପୋଦ୍ଦାର ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ମୋଟ୍ ୫୫୫ରନ୍ କରିଥିଲେ। ମଧୁସ୍ମିତା ବେହାରା ମଧ୍ୟ ଗତ ସିଜିନରେ ଓଡ଼ିଶା ପାଇଁ ଦମଦାର ପ୍ରଦର୍ଶନ କରିଥିଲେ।

govinda

Rakesh Mallick
  • Published: Saturday, 13 February 2016
  • , Updated: 13 February 2016, 10:08 AM IST

ନୂଆଦିଲ୍ଲୀ: ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ କ୍ରିକେଟିୟର୍ ଅଫ୍ ଦ ଇୟର୍ ପୁରସ୍କାର ଘୋଷଣା ହୋଇଛି। ରଣଜୀ ଟ୍ରଫି ଖେଳାଳି ଗୋବିନ୍ଦ ପୋଦ୍ଦାର ଏବଂ ଓଡ଼ିଶା ମହିଳା କ୍ରିକେଟ ଦଳର ସଦସ୍ୟା ମଧୁସ୍ମିତା ବେହେରା ୨୦୧୫ ପାଇଁ ଏହି ପୁରସ୍କାର ପାଇବେ।

ଗତ ରଣଜୀ ସିଜିନରେ ଗୋବିନ୍ଦ ପୋଦ୍ଦାର ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ମୋଟ୍ ୫୫୫ରନ୍ କରିଥିଲେ। ମଧୁସ୍ମିତା ବେହାରା ମଧ୍ୟ ଗତ ସିଜିନରେ ଓଡ଼ିଶା ପାଇଁ ଦମଦାର ପ୍ରଦର୍ଶନ କରିଥିଲେ।

Related story