ଆଇପିଏଲରେ ଆଜି ମହାମୁକାବିଲା: ବିରାଟ-ଧୋନୀଙ୍କ ମଧ୍ୟରେ ହେବ ଲଢ଼େଇ

ଆଇପିଏଲରେ ଆଜି ମହାମୁକାବିଲା। ସାମ୍ନାସାମ୍ନି ହେବେ ଦୁଇ ଧୂରନ୍ଧର ଧୋନୀ ଓ କୋହଲି। ଆଜି ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍‌କେ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ବିରାଟ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ଚଳିତ ସିଜିନରେ ଆକର୍ଷଣୀୟ ଫର୍ମରେ ଅଛି। ସେପଟେ ତାରକା ଖଚିତ ଆର୍‌ସିବି ଟିମ୍‌ ଏପର୍ଯ୍ୟନ୍ତ ସୁଦ୍ଧା ଫୁଲ୍ ଫର୍ମରେ ଆସିନଥିବା ବେଳେ ଆଜି ମ୍ୟାଚ୍‌ରେ କମବ୍ୟାକ୍ କରିବାକୁ ଚେଷ୍ଟା କରିବ। ଚଳିତ ଆଇପିଏଲରେ ଚେନ୍ନାଇ ଏପର୍ଯ୍ୟନ୍ତ ୫ଟି […]

maxresdefault

Rakesh Mallick
  • Published: Wednesday, 25 April 2018
  • , Updated: 25 April 2018, 04:26 PM IST

ଆଇପିଏଲରେ ଆଜି ମହାମୁକାବିଲା। ସାମ୍ନାସାମ୍ନି ହେବେ ଦୁଇ ଧୂରନ୍ଧର ଧୋନୀ ଓ କୋହଲି। ଆଜି ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍‌କେ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ବିରାଟ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ଚଳିତ ସିଜିନରେ ଆକର୍ଷଣୀୟ ଫର୍ମରେ ଅଛି। ସେପଟେ ତାରକା ଖଚିତ ଆର୍‌ସିବି ଟିମ୍‌ ଏପର୍ଯ୍ୟନ୍ତ ସୁଦ୍ଧା ଫୁଲ୍ ଫର୍ମରେ ଆସିନଥିବା ବେଳେ ଆଜି ମ୍ୟାଚ୍‌ରେ କମବ୍ୟାକ୍ କରିବାକୁ ଚେଷ୍ଟା କରିବ। ଚଳିତ ଆଇପିଏଲରେ ଚେନ୍ନାଇ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟଲାଭ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଏପରିସ୍ଥିତିରେ ଆର୍‌ସିବି ୫ଟି ମ୍ୟାଚ୍‌ରୁ ୩ଟିରେ ପରାଜୟ ସହ ମାତ୍ର ୨ଟିରେ ବିଜୟୀ ହୋଇ ପିଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ପହଞ୍ଚିଛି।

Related story