ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତି ବୈଠକ, ମ୍ୟାଚ୍ ନ ହେବା ଆଶଙ୍କାକୁ ଖଣ୍ଡନ

କଟକ: ଜାନୁଆରୀ ୧୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜି କଟକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଡିସିପି ସଞ୍ଜୀବ ଅରୋରାଙ୍କ ସହ ଓସିଏ କର୍ତ୍ତୃପକ୍ଷ ଏବଂ ବିସିସିଆଇର ଜିଏମ୍ କ୍ରିକେଟ୍ ଅପରେସନ୍ ଯୋଗ ଦେଇ ନ ଥିଲେ। ତେବେ ମ୍ୟାଚ୍ ଖେଳାଯିବା ଆଶଙ୍କାକୁ ବିସିସିଆଇର ଜିଏମ୍ ଏମ୍‌.ଭି ଶ୍ରୀଧର ଖଣ୍ଡନ କରିଛନ୍ତି। ଏହା ସହ ଆୟୋଜନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। କଟକ ଡିସିପି […]

barabati

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 01:26 PM IST

କଟକ: ଜାନୁଆରୀ ୧୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜି କଟକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଡିସିପି ସଞ୍ଜୀବ ଅରୋରାଙ୍କ ସହ ଓସିଏ କର୍ତ୍ତୃପକ୍ଷ ଏବଂ ବିସିସିଆଇର ଜିଏମ୍ କ୍ରିକେଟ୍ ଅପରେସନ୍ ଯୋଗ ଦେଇ ନ ଥିଲେ। ତେବେ ମ୍ୟାଚ୍ ଖେଳାଯିବା ଆଶଙ୍କାକୁ ବିସିସିଆଇର ଜିଏମ୍ ଏମ୍‌.ଭି ଶ୍ରୀଧର ଖଣ୍ଡନ କରିଛନ୍ତି। ଏହା ସହ ଆୟୋଜନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। କଟକ ଡିସିପି ଷ୍ଟାଡିୟମର ସୁରକ୍ଷା ଯାଞ୍ଚ କରିବା ସହିତ ଓସିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

Related story