ବକ୍ସିଂ ଡେ' ଟେଷ୍ଟରେ ଡି'କକ୍ ଶତକରୁ ବଞ୍ଚିତ

ସେଞ୍ଚୁରିୟନ୍‌: ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ତଥା ବକ୍ସିଂ ଡେ’ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସ ଇଂଲିଶ ବୋଲରଙ୍କ ନାଁରେ ରହିଥିବା ବେଳେ କ୍ୱିଣ୍ଟନ୍ ଡି’କକଙ୍କ ଲଢ଼ୁଆ ଇନିଂସ୍ ବଳରେ ଦକ୍ଷିଣ ଆଫ୍ରିକା ୮୨.୪ ଓଭରରେ ୯ ୱିକେଟ୍ ହରାଇ ୨୭୭ ରନର ସମ୍ମାନଜନକ ସ୍କୋର କରିପାରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡି’କକ୍ ସର୍ବାଧିକ ୯୫ (୧୨୮ ବଲ୍‌, ୧୪ ଚୌକା) ରନ୍ କରି ଶତକରୁ ବଞ୍ଚିତ ହୋଇଥିବା ବେଳେ […]

de-cock

de-cock

Ranjit Kumar Jena
  • Published: Thursday, 26 December 2019
  • Updated: 26 December 2019, 09:49 PM IST

Sports

Latest News

ସେଞ୍ଚୁରିୟନ୍‌: ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ତଥା ବକ୍ସିଂ ଡେ' ଟେଷ୍ଟ। ମ୍ୟାଚର ପ୍ରଥମ ଦିବସ ଇଂଲିଶ ବୋଲରଙ୍କ ନାଁରେ ରହିଥିବା ବେଳେ କ୍ୱିଣ୍ଟନ୍ ଡି'କକଙ୍କ ଲଢ଼ୁଆ ଇନିଂସ୍ ବଳରେ ଦକ୍ଷିଣ ଆଫ୍ରିକା ୮୨.୪ ଓଭରରେ ୯ ୱିକେଟ୍ ହରାଇ ୨୭୭ ରନର ସମ୍ମାନଜନକ ସ୍କୋର କରିପାରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡି'କକ୍ ସର୍ବାଧିକ ୯୫ (୧୨୮ ବଲ୍‌, ୧୪ ଚୌକା) ରନ୍ କରି ଶତକରୁ ବଞ୍ଚିତ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିବାକୁ ସମର୍ଥ ହୋଇନାହାନ୍ତି। ସେହିପରି ଇଂଲଣ୍ଡର ସଫଳ ବୋଲର ଭାବେ ସାମ୍ କୁରାନ୍ ସର୍ବାଧିକ ୪ଟି ଓ ଷ୍ଟୁଆର୍ଟ ବ୍ରଡ୍ ୩ଟି ୱିକେଟ୍ ନେଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଭର୍ନନ୍ ଫିଲାଣ୍ଡର ୨୮ ରନରେ ବ୍ୟାଟିଂ କରୁଥିଲେ।

ସୁପର ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାପଟେନଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ ଦଳର ସବୁଠାରୁ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍। ଆଣ୍ଡରସନ୍ ମ୍ୟାଚର ପ୍ରଥମ ବଲରେ ହିଁ ଘରୋଇ ଦଳର ଓପ୍ନର ଡିନ୍ ଏଲଗାରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଅନ୍ୟତମ ଓପ୍ନର ଆଇଡେନ୍ ମର୍କରାମ (୨୦) ମଧ୍ୟ କିଛି ଖାସ୍ କରିପାରିନଥିଲେ ଏବଂ ସେ କୁରାନଙ୍କ ଶିକାର ହୋଇଥିଲେ।

ମଧ୍ୟକ୍ରମରେ ଜୁବେର୍ ହମଜା (୩୯) ଓ କ୍ୟାପଟେନ୍ ଫାଫ୍ ଡୁପ୍ଲେସିସ୍ (୨୯) ମଧ୍ୟ ନିରାଶ କରିଥିଲେ। ଏହି ମ୍ୟାଚ୍ ଜରିଆରେ ଟେଷ୍ଟ ଡେବ୍ୟୁ କରିଥିବା ରାସି ଭାନ୍ ଡର୍ ଡୁସେନ୍ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଏଥିସହ ଦକ୍ଷିଣ ଆଫ୍ରିକାର ଅଧା ବ୍ୟାଟ୍ସମ୍ୟାନ୍ ୧୧୧ ରନରେ ପ୍ୟାଭିଲିୟନ୍ ଫେରିଯାଇଥିଲେ। ତେବେ ଡି'କକ୍ ଓ ଡେବ୍ୟୁଟାଣ୍ଟ ଡେନ୍ ପ୍ରିଟୋରିଅସ୍ ଷଷ୍ଠ ୱିକେଟ୍ ପାଇଁ ୮୭ ରନର ଭାଗୀଦାରୀ କରି ଦକ୍ଷିଣ ଆଫ୍ରିକା ସ୍ଥିତି ସୁଧାରିଥିଲେ।

ପ୍ରିଟୋରିଅସ୍ ୩୩ ରନ୍ କରି କୁରାନଙ୍କ ଶିକାର ହୋଇଥିଲେ। ଏହା ପରେ ନିଜର ଅନ୍ତିମ ଟେଷ୍ଟ ସିରିଜ୍ ଖେଳୁଥିବା ଫିଲାଣ୍ଡର୍ ମଧ୍ୟ ଡି'କକଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୪୭ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ଡି'କକ୍ ଶତକରୁ ୫ ରନ୍ ଦୂରରେ ଥିଲା ବେଳେ ତାଙ୍କୁ କୁରାନ୍ ଆଉଟ୍ କରି ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ କେଶବ ମହାରାଜ ୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କାଗିସୋ ରବାଡା (୧୨) ଦିବସର ଅନ୍ତିମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story