ବାରବାଟୀ ଦିନିକିଆରୁ ଦୀପକ ଚହର୍ ଆଉଟ୍‌

କଟକ (ଓଡ଼ିଶା ରିପୋର୍ଟର୍‌): ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯିବାକୁଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ପେସ୍ ବୋଲର ଦୀପକ ଚହର୍ ଆହତ କାରଣରୁ ତୃତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଦୀପକଙ୍କ ସ୍ଥାନରେ ତୃତୀୟ ଦିନିକିଆ ପାଇଁ ନଭଦୀପ ସାଇନିଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଛି। ବୁଧବାର ଏସିଏ-ଭିଡିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୧୦୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। […]

deepak

deepak

Ranjit Kumar Jena
  • Published: Thursday, 19 December 2019
  • Updated: 19 December 2019, 05:55 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର୍‌): ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯିବାକୁଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ପେସ୍ ବୋଲର ଦୀପକ ଚହର୍ ଆହତ କାରଣରୁ ତୃତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଦୀପକଙ୍କ ସ୍ଥାନରେ ତୃତୀୟ ଦିନିକିଆ ପାଇଁ ନଭଦୀପ ସାଇନିଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଛି।

ବୁଧବାର ଏସିଏ-ଭିଡିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୧୦୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚକୁ ୱେଷ୍ଟଇଣ୍ଡିଜ୍ ୮ ୱିକେଟରେ ଜିତିଥିଲା। ଏବେ ସିରିଜର ନିର୍ଣ୍ଣାୟକ ତଥା ଅନ୍ତିମ ମୁକାବିଲା ୨୨ ତାରିଖରେ କଟକରେ ଖେଳାଯିବ।

ତେବେ ଚଳିତ ସିରିଜରେ ଭାରତ ପାଇଁ ଆହତ ସମସ୍ୟା କିଛି ନୂଆ ଦୁହେଁ। ପୂର୍ବରୁ ଶିଖର ଧୱନ୍ ଓ ଭୁବନେଶ୍ୱର କୁମାର ଆହତ କାରଣରୁ ବାଦ୍ ପଡ଼ିସାରିଛନ୍ତି। ଧୱନଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ ଓ ଭୁବନେଶ୍ୱରଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ୍ କରାଯାଇଥିଲା। ଏବେ ଦୀପକଙ୍କ ବାଦ୍ ପଡ଼ିବା ଦ୍ୱାରା ଭାରତର ବୋଲିଂ ଆକ୍ରମଣ ସାମାନ୍ୟ ଦୁର୍ବଳ ହୋଇଛି। ତାଙ୍କ ସ୍ଥାନରେ ସାମିଲ୍ ହୋଇଥିବା ସାଇନିଙ୍କୁ ବାରବାଟୀରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story