ଏସିଆନ୍‌ ଗେମ୍ସ: ଶୁଟିଂରେ ରୌପ୍ୟ ଜିତିଲେ ଦୀପକ କୁମାର

ଜାକର୍ତ୍ତା: ଭାରତୀୟ ଶୁଟର ଦୀପକ କୁମାର ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଦୀପକ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଏଥିରେ ଶୁଟିଂର ଦୁଇଟି ପଦକ ରହିଛି। ଗତକାଲି ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ୧୦ ମିଟର ଏୟାର ରାଇଫଲ୍‌ ଟିମ୍‌ ଉଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।

deepak

Rakesh Mallick
  • Published: Monday, 20 August 2018
  • , Updated: 20 August 2018, 06:12 AM IST

ଜାକର୍ତ୍ତା: ଭାରତୀୟ ଶୁଟର ଦୀପକ କୁମାର ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି।

ଦୀପକ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି।

ଏଥିରେ ଶୁଟିଂର ଦୁଇଟି ପଦକ ରହିଛି। ଗତକାଲି ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ୧୦ ମିଟର ଏୟାର ରାଇଫଲ୍‌ ଟିମ୍‌ ଉଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।

Related story