ଡେଭିସ କପ୍: ବୋପାନ୍ନ-ସାକେତ୍ ଯୋଡି ହାରିଗଲେ

ଖ୍ରୀଷ୍ଟଚର୍ଚ୍ଚ : ଡେଭିସ କପରେ ଆଜି ଭାରତକୁ ଲାଗିଛି ବଡ ଝଟକା। ଡବଲ୍ସରେ ହାରିଯାଇଛନ୍ତି ଭାରତୀୟ ଯୋଡି ରୋହନ ବୋପାନ୍ନା ଓ ସାକେତ ମିନେନି ନ୍ୟୁଜିଲ୍ୟାଣ୍ଡର ଯୋଡି ଆରଟେନ୍ ସିଟାକ ଓ ମାରକସ୍ ଡାନିଏଲଙ୍କଠାରୁ ୩-୬,୬-୭(୧)୩-୬ ରେ ହାରିଯାଇଛନ୍ତି। ଆଉ ଏହା ସହିତ ଭେଡିସ କପରେ ନ୍ୟୁଜିଲ୍ୟାଣ୍ଡ ୨-୧ ରେ ଆଗୁଆ ହୋଇ ଯାଇଛି। କାରଣ ଗତକାଲି  ଭାରତ ଗୋଟିଏ ସିଙ୍ଗିଲ୍ସ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ସିଙ୍ଗିଲ୍ସ ଜିତିଥିଲା। ଏହା ସହିତ ପ୍ରଥମ ଦିନରେ ଦୁଇ […]

Bopanna-graass-getty

Bopanna-graass-getty

Rakesh Mallick
  • Published: Saturday, 18 July 2015
  • Updated: 19 July 2015, 06:53 AM IST

Sports

Latest News

ଖ୍ରୀଷ୍ଟଚର୍ଚ୍ଚ : ଡେଭିସ କପରେ ଆଜି ଭାରତକୁ ଲାଗିଛି ବଡ ଝଟକା। ଡବଲ୍ସରେ ହାରିଯାଇଛନ୍ତି ଭାରତୀୟ ଯୋଡି ରୋହନ ବୋପାନ୍ନା ଓ ସାକେତ ମିନେନି ନ୍ୟୁଜିଲ୍ୟାଣ୍ଡର ଯୋଡି ଆରଟେନ୍ ସିଟାକ ଓ ମାରକସ୍ ଡାନିଏଲଙ୍କଠାରୁ ୩-୬,୬-୭(୧)୩-୬ ରେ ହାରିଯାଇଛନ୍ତି। ଆଉ ଏହା ସହିତ ଭେଡିସ କପରେ ନ୍ୟୁଜିଲ୍ୟାଣ୍ଡ ୨-୧ ରେ ଆଗୁଆ ହୋଇ ଯାଇଛି। କାରଣ ଗତକାଲି  ଭାରତ ଗୋଟିଏ ସିଙ୍ଗିଲ୍ସ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ସିଙ୍ଗିଲ୍ସ ଜିତିଥିଲା। ଏହା ସହିତ ପ୍ରଥମ ଦିନରେ ଦୁଇ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିଥିଲା।ଗତକାଲି ସିଙ୍ଗିଲ୍ସରେ ବୋପାନ୍ନା ହାରିଯାଇଥିଲେ। ତେବେ ୟୁକିଭାମ୍ବ୍ରେ ଅନ୍ୟଏକ ସିଙ୍ଗିଲ୍ସ ମ୍ୟାଚ ଜିତି ଭାରତ ପାଇଁ ୧ ପଏଣ୍ଟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story