ଡେଭିସ କପ୍: ବୋପାନ୍ନ-ସାକେତ୍ ଯୋଡି ହାରିଗଲେ

ଖ୍ରୀଷ୍ଟଚର୍ଚ୍ଚ : ଡେଭିସ କପରେ ଆଜି ଭାରତକୁ ଲାଗିଛି ବଡ ଝଟକା। ଡବଲ୍ସରେ ହାରିଯାଇଛନ୍ତି ଭାରତୀୟ ଯୋଡି ରୋହନ ବୋପାନ୍ନା ଓ ସାକେତ ମିନେନି ନ୍ୟୁଜିଲ୍ୟାଣ୍ଡର ଯୋଡି ଆରଟେନ୍ ସିଟାକ ଓ ମାରକସ୍ ଡାନିଏଲଙ୍କଠାରୁ ୩-୬,୬-୭(୧)୩-୬ ରେ ହାରିଯାଇଛନ୍ତି। ଆଉ ଏହା ସହିତ ଭେଡିସ କପରେ ନ୍ୟୁଜିଲ୍ୟାଣ୍ଡ ୨-୧ ରେ ଆଗୁଆ ହୋଇ ଯାଇଛି। କାରଣ ଗତକାଲି  ଭାରତ ଗୋଟିଏ ସିଙ୍ଗିଲ୍ସ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ସିଙ୍ଗିଲ୍ସ ଜିତିଥିଲା। ଏହା ସହିତ ପ୍ରଥମ ଦିନରେ ଦୁଇ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିଥିଲା।ଗତକାଲି ସିଙ୍ଗିଲ୍ସରେ ବୋପାନ୍ନା ହାରିଯାଇଥିଲେ। ତେବେ ୟୁକିଭାମ୍ବ୍ରେ ଅନ୍ୟଏକ ସିଙ୍ଗିଲ୍ସ ମ୍ୟାଚ ଜିତି ଭାରତ ପାଇଁ ୧ ପଏଣ୍ଟ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ