ଅକ୍ଟୋବରରୁ ବନ୍ଦ ହୋଇଯିବକି ଧୋନୀଙ୍କ ଛକା?

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରୁ ଆଉ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟ୍‌ରୁ ତାଙ୍କର ଟ୍ରେଡ୍‌ମାର୍କ ଛକା ଦେଖିବାକୁ ନ ମିଳି ପାରେ। କାରଣ ଏହି ମାସରୁ ଲାଗୁ ହେବ ନୂଆ ନୂଆ ମାରିଲେବୋନ୍ କ୍ରିକେଟ୍ କ୍ଲବ୍ (ଏମ୍‌ସିସି)। କ୍ରିକେଟ୍‌ ବ୍ୟାଟ୍ ଉପରେ ଏହି ନିୟମ ଲାଗୁ ହେବ। ଏହି ନୂଆ ନିୟମ ଅନୁଯାୟୀ କ୍ରିକେଟ୍ ବ୍ୟାଟର ଓସାର ୧୦୮ ମିଲିମିଟର ହେବ। ସେହିଭଳି ଏହାର ମୋଟେଇ ୬୭ ମିଲିମିଟର ରହିବ ଏବଂ ଏଜ୍ […]

dhoni

dhoni

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 01:23 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରୁ ଆଉ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟ୍‌ରୁ ତାଙ୍କର ଟ୍ରେଡ୍‌ମାର୍କ ଛକା ଦେଖିବାକୁ ନ ମିଳି ପାରେ। କାରଣ ଏହି ମାସରୁ ଲାଗୁ ହେବ ନୂଆ ନୂଆ ମାରିଲେବୋନ୍ କ୍ରିକେଟ୍ କ୍ଲବ୍ (ଏମ୍‌ସିସି)। କ୍ରିକେଟ୍‌ ବ୍ୟାଟ୍ ଉପରେ ଏହି ନିୟମ ଲାଗୁ ହେବ। ଏହି ନୂଆ ନିୟମ ଅନୁଯାୟୀ କ୍ରିକେଟ୍ ବ୍ୟାଟର ଓସାର ୧୦୮ ମିଲିମିଟର ହେବ। ସେହିଭଳି ଏହାର ମୋଟେଇ ୬୭ ମିଲିମିଟର ରହିବ ଏବଂ ଏଜ୍ ୪୦ ମିଲିମିଟର ରହିବ।

ସୂଚନା ଅନୁସାରେ ଧୋନୀଙ୍କ ବ୍ୟାଟର ଏଜ୍‌ର ଆକାର ୪୫ ମିମି। ଡାଭିଡ ୱାର୍ଣ୍ଣର ଓ କ୍ରିସ୍ ଗେଲ୍ ମଧ୍ୟ ଏଭଳି ମୋଟା ବ୍ୟାଟ୍‌ ବ୍ୟବହାର କରନ୍ତି। ଭଲ ଫିନିସର ଭାବେ ଜଣାଶୁଣା ଧୋନୀ ଅଧିକ ମୋଟେଇ ଓ ଓଜନିଆ ବ୍ୟାଟ୍ ଧରୁଥିବା ଯୋଗୁଁ ବଡ଼ ବଡ଼ ଛକା ମାରନ୍ତି ବୋଲି କୁହାଯାଏ। ତାଙ୍କ ବ୍ୟାଟର ନିମ୍ନଭାଗର ଓଜନ ଅଧିକ। ସେଥିପାଇଁ ସେ ତାଙ୍କର ପ୍ରସିଦ୍ଧ ହେଲିକପ୍ଟର ସଟ୍ ମାରିପାରନ୍ତି ବୋଲି କୁହାଯାଏ। ତାଙ୍କ ବ୍ୟାଟର ଓଜନ ୧୨୫୦ ଗ୍ରାମରୁ ୧୩୦୦ ଗ୍ରାମ ମଧ୍ୟରେ ହୋଇଥାଏ। ତେବେ ନୂଆ ନିୟମ ଲାଗୁ ହେଲେ ସେ ଆଉ ଟିକେ ହାଲ୍‌କା ବ୍ୟାଟ୍ ଧରିବେ। ସେଥିପାଇଁ ସେ ଆଉ ତାଙ୍କର ଟ୍ରେଡ୍‌ମାର୍କ ଛକା ମାରିପାରିବେ ନା ନାହିଁ ସେ ନେଇ ଏବେ ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story