ଧୋନୀଙ୍କ ରେକର୍ଡକୁ କେହି ଭୁଲିଯିବା ଉଚିତ୍ ନୁହେଁ: ଆଫ୍ରିଦି

କୋଲକାତା: ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ଟାର୍ଗେଟରେ ଅଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ତେବେ ଏଥିରେ ଖୁସି ନାହାନ୍ତି ପାକିସ୍ତାନର ଟ୍ୱେଣ୍ଟି ଟ୍ୱେଣ୍ଟି ଅଧିନାୟକ ସାହିଦ ଆଫ୍ରିଦି। ସେ କହିଛନ୍ତି ଯେ ଯେଉଁ ଭଳି ଭାବେ ଧୋନୀଙ୍କୁ ଟାର୍ଗେଟ କରାଯାଉଛି ତାହା ଠିକ୍ ନୁହେଁ। ଆଫ୍ରିଦି କହିଛନ୍ତି ଯେ ଏମିତି ଥରେ ଅଧେ କୌଣସି ସିରିଜ୍ ହାରିଗଲେ କ୍ରିକେଟର ହୀରୋମାନଙ୍କୁ ତୀବ୍ର ସମାଲୋଚନା କରିବା ଏକ ଉପ-ମହାଦେଶୀୟ ପରମ୍ପରା। ଆଉ ଏଥିପାଇଁ ଗଣମାଧ୍ୟମଗୁଡ଼ିକ […]

afrididhoni

afrididhoni

Rakesh Mallick
  • Published: Friday, 26 June 2015
  • Updated: 26 June 2015, 02:59 PM IST

Sports

Latest News

କୋଲକାତା: ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ଟାର୍ଗେଟରେ ଅଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ତେବେ ଏଥିରେ ଖୁସି ନାହାନ୍ତି ପାକିସ୍ତାନର ଟ୍ୱେଣ୍ଟି ଟ୍ୱେଣ୍ଟି ଅଧିନାୟକ ସାହିଦ ଆଫ୍ରିଦି। ସେ କହିଛନ୍ତି ଯେ ଯେଉଁ ଭଳି ଭାବେ ଧୋନୀଙ୍କୁ ଟାର୍ଗେଟ କରାଯାଉଛି ତାହା ଠିକ୍ ନୁହେଁ।

ଆଫ୍ରିଦି କହିଛନ୍ତି ଯେ ଏମିତି ଥରେ ଅଧେ କୌଣସି ସିରିଜ୍ ହାରିଗଲେ କ୍ରିକେଟର ହୀରୋମାନଙ୍କୁ ତୀବ୍ର ସମାଲୋଚନା କରିବା ଏକ ଉପ-ମହାଦେଶୀୟ ପରମ୍ପରା। ଆଉ ଏଥିପାଇଁ ଗଣମାଧ୍ୟମଗୁଡ଼ିକ ମଧ୍ୟ ଦାୟୀ। ଏଭଳି ସମୟରେ ଗଣମାଧ୍ୟମଗୁଡ଼ିକ ସଠିକ୍ ଚିତ୍ର ଦିଅନ୍ତି ନାହିଁ। ବାଂଲାଦେଶ ସିରିଜ୍ ହାରିବା ପରେ ଧୋନୀଙ୍କୁ ଯେମିତି ଭାବେ ସମାଲୋଚନା କରାଗଲା ତାହା ଠିକ୍ ନୁହେଁ। ତାଙ୍କର ବର୍ତ୍ତମାନର ଫର୍ମକୁ ଦେଖି ସମାଲୋଚନା କରିବା ଆଦୌ ଠିକ୍ ନୁହେଁ। ଧୋନୀଙ୍କୁ ସମାଲୋଚନା କରିବା ପୂର୍ବରୁ ତାଙ୍କର ପୂର୍ବ ରେକର୍ଡଗୁଡ଼ିକୁ ବି ଦେଖିବା ନିହାତି ଜରୁରୀ। ସେ ଭାରତର ଜଣେ ଉଚ୍ଚକୋଟୀର ଖେଳାଳି। ତାଙ୍କ ପଛରେ ରହିଛି ଅନେକ ରେକର୍ଡ। ସେହି ରେକର୍ଡଗୁଡ଼ିକ ହିଁ ତାଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ଦେଉଛନ୍ତି। ସେ ଜଣେ ଭଲ ଅଧିନାୟକ। ଭାରତର ଜଣେ ସଫଳତମ ଅଧିନାୟକ। ପୁଣି ଭବିଷ୍ୟତ ପାଇଁ ସେ ଏକ ଭଲ ଟିମ୍ ଗଢ଼ିଛନ୍ତି।

ସୂଚନାଯୋଗ୍ୟ, ଆଫ୍ରିଦି ମଧ୍ୟ ତାଙ୍କ ଦେଶରେ ଅନେକ ଥର ସମାଲୋଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story