ବାରବାଟୀ ଦିନିକିଆ: ମଦୁଆଙ୍କ ପ୍ରବେଶ ଉପରେ କଟକଣା

କଟକ: ବାରବାଟୀ ଦିନିକିଆକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ରାଜ୍ୟ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମ୍ୟାଚ୍ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ତେବେ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଯାଉଥିବା ମଦୁଆଙ୍କ ଉପରେ କଟକଣା ଲଗାଯିବ। ମଦ ପିଇ ଆସିଲେ ଷ୍ଟାଡିୟମରୁ ସିଧାସଳଖ ବିଦା କରିଦେବ ପୁଲିସ୍। ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍ ପୁଲିସ। ଏଥିସହିତ କ୍ୟାମେରା, ପାଣି ବୋତଲ, ଫଳ କିମ୍ବା ଅନ୍ୟ […]

bb

bb

Ranjit Kumar Jena
  • Published: Saturday, 21 December 2019
  • Updated: 21 December 2019, 09:39 PM IST

Sports

Latest News

କଟକ: ବାରବାଟୀ ଦିନିକିଆକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ରାଜ୍ୟ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମ୍ୟାଚ୍ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ତେବେ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଯାଉଥିବା ମଦୁଆଙ୍କ ଉପରେ କଟକଣା ଲଗାଯିବ। ମଦ ପିଇ ଆସିଲେ ଷ୍ଟାଡିୟମରୁ ସିଧାସଳଖ ବିଦା କରିଦେବ ପୁଲିସ୍। ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍ ପୁଲିସ। ଏଥିସହିତ କ୍ୟାମେରା, ପାଣି ବୋତଲ, ଫଳ କିମ୍ବା ଅନ୍ୟ କୌଣସି ଶୁଖିଲା ଖାଦ୍ୟ ଷ୍ଟାଡିୟମ ଭିତରକୁ ନେଇପାରିବେ ନାହିଁ ଦର୍ଶକ। ସମସ୍ତ ପ୍ରବେଶ ପଥରେ ଏସବୁର ଯାଞ୍ଚ କରି ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ଛଡ଼ାଯିବ ବୋଲି କଟକ ଡିସିପି ଅଖିଳି ସିଂହ କହିଛନ୍ତି।

ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ଯାନବାହନକୁ ଦର୍ଶକମାନେ ବାଲିଯାତ୍ରା ଉପର ଏବଂ ତଳ ପଡ଼ିଆରେ ପାର୍କିଂ କରି ଷ୍ଟାଡିୟମକୁ ଯିବେ। ଆସନ୍ତାକାଲି ସକାଳ ୯ଟାରୁ ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯିବ। ସୁରକ୍ଷା ପାଇଁ ଷ୍ଟାଡିୟମ୍ ପରିସରରେ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ରହିବେ। ତା’ସହ ୩ଶହ ଅଫିସର ଏବଂ ୪ ଜଣ ଆଡିସନାଲ ଡିସିପି ମଧ୍ୟ ରହିବେ। ଏସଓଜି କମାଣ୍ଡୋ ଏବଂ କ୍ୱିକ୍ ରିଆକ୍ସନ ଟିମ୍ ମଧ୍ୟ ମୁତୟନ ରହିବେ।

ସେପଟେ ନୂଆ ଓ ପୁରୁଣା ପ୍ୟାଭେଲିୟନ୍ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ଗେଟ୍ ନମ୍ବର ଏକ, ଗ୍ୟାଲେରୀ ୫ ପାଇଁ ଗେଟ୍ ୨, ସ୍ପେଶାଲ ଏକକ୍ଲୋଜର ପାଇଁ ଗେଟ୍ ୩, ଗ୍ୟାଲେରୀ ୬ ପାଇଁ ୪, ସ୍ପେଶାଲ ଏନକ୍ଲୋଜର ପାଇଁ ୫, ଟିଭି କ୍ରିଉ ପାଇଁ ୭ ନମ୍ବର ଗେଟରେ ଦର୍ଶକ ପ୍ରବେଶ କରିବେ ବୋଲି ପୁଲିସ କମିଶନର ଟ୍ୱିଟ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story