ବୋଲରଙ୍କୁ ଏଣିକି ପଡ଼ିଆରେ ନାକେଦମ କରିବ କରୋନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାଶ, ଛିଙ୍କ ଏବଂ କଥା ହେଲା ବେଳେ ପାଟିରୁ ବାହାରୁଥିବା ଲାଳରୁ ସଂକ୍ରମିତ ହୋଇଥାଏ। ତେବେ କ୍ରିକେଟ ମ୍ୟାଚ ବେଳେ ବୋଲର ବୋଲିଂ କରିବାକୁ ଗଲା ବେଳେ ମୁଖ୍ୟତଃ ବଲରେ ଛେପ ବା ଝାଳ ଲଗାଇଥାଏ। କାରଣ ବଲର ସମ୍ମୁଖ ଭାବ ଯେତେ ଚିକ୍କଣ ରହିବ ବୋଲରଙ୍କୁ ସେତେ ଫାଇଦା ମିଳିବ। ତେବେ କରୋନା ସଂକ୍ରମଣ ଆଶଙ୍କାରେ ଆଗକୁ ବଲରେ ବୋଲର ଛେପ ଲଗାଇବା ଉପରେ ରୋକ୍ ଲଗାଇବାକୁ ଆଇସିସି ଚିନ୍ତା କରୁଛି। […]

ball split

ball split

Subhransu Sekhar
  • Published: Saturday, 25 April 2020
  • Updated: 25 April 2020, 09:24 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାଶ, ଛିଙ୍କ ଏବଂ କଥା ହେଲା ବେଳେ ପାଟିରୁ ବାହାରୁଥିବା ଲାଳରୁ ସଂକ୍ରମିତ ହୋଇଥାଏ। ତେବେ କ୍ରିକେଟ ମ୍ୟାଚ ବେଳେ ବୋଲର ବୋଲିଂ କରିବାକୁ ଗଲା ବେଳେ ମୁଖ୍ୟତଃ ବଲରେ ଛେପ ବା ଝାଳ ଲଗାଇଥାଏ। କାରଣ ବଲର ସମ୍ମୁଖ ଭାବ ଯେତେ ଚିକ୍କଣ ରହିବ ବୋଲରଙ୍କୁ ସେତେ ଫାଇଦା ମିଳିବ। ତେବେ କରୋନା ସଂକ୍ରମଣ ଆଶଙ୍କାରେ ଆଗକୁ ବଲରେ ବୋଲର ଛେପ ଲଗାଇବା ଉପରେ ରୋକ୍ ଲଗାଇବାକୁ ଆଇସିସି ଚିନ୍ତା କରୁଛି। ଯଦିଓ ଏହି ପ୍ରସଙ୍ଗ ଏବେ ଆଲୋଚନାର ଟେବୁଲକୁ ଆସି ନାହିଁ ତଥାପି ଏହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା।

ଏପରିକି ଏହି ଛେପ ବା ଝାଳର ବିକଳ୍ପ ଭାବେ କରୋନା ସଂକ୍ରମଣକୁ ରୋକିବା ପାଇଁ ବଲରେ ଅନ୍ୟ କିଛି ତରଳ ପଦାର୍ଥ ବ୍ୟବହାର କରିବାକୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଚିନ୍ତା କରୁଛି। କିନ୍ତୁ ଏପରି ବିକଳ୍ପ ଚିନ୍ତାକୁ ଟିମ୍ ଇଣ୍ଡିଆର କିଛି ପୂର୍ବତନ କ୍ରିକେଟର ଗ୍ରହଣ କରିପାରୁ ନାହାନ୍ତି। ସେମାନଙ୍କ କହିବା କଥା ଯେ ବଲରେ ଛେପ ଏବଂ ଝାଳ ଲଗାଇବା ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ୍ ଲଗାଇହେବନି। ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଏବଂ ସ୍ପିନର ହରଭଜନ ସିଂ କହିଛନ୍ତି ଯେ ବଲର ଚମକ ଅତୁଟ ରଖିବା ପାଇଁ ଛେପ ବ୍ୟବହାର କରିବା ଜରୁରୀ।

ସେହିପରି ପୂର୍ବତନ ଓପନର୍ ଆକାଶ ଚୋପ୍ରା ହରଭଜନ ଏବଂ ନେହେରାଙ୍କ ମତ ସହିତ ସହମତି ପ୍ରକାଶ କରିଛନ୍ତି। ହେଲେ ଏହାର ବିକଳ୍ପ ଭାବରେ କେଉଁ ସିନ୍ଥେଟିକ୍ ସାମଗ୍ରୀ ବ୍ୟବହାର କରାଯାଇପାରିବ ସେ ବିଷୟରେ ତର୍କ ହେବା ଉଚିତ ବୋଲି ସେ କହିଛନ୍ତି। ତେବେ ବଲକୁ ଚିକଚିକ୍ କରିବା ପାଇଁ ଭେସଲିନ୍ (ଜନ୍ ଲିଭର ଦ୍ୱାରା ନିର୍ମିତ), ଚେନ୍ ଜିପର୍ ସ୍କ୍ରାପ୍, ବୋତଲ କ୍ୟାପ୍ ହେବ ଉପରେ ମଧ୍ୟ ମତ ପ୍ରକାଶ ପାଇଛି। ହେଲେ ଏବେ ଆଇନଗତ ହୋଇନଥିବାରୁ ଟାମ୍ପରିଂ ଅଭିଯୋଗ ଆସିବ ବୋଲି ସେ କହିଛନ୍ତି।

ନେହେରା କହିଛନ୍ତି ଛେପ କିମ୍ୱା ଝାଳର ବିକଳ୍ପ ନାହିଁ। ବଲର ଚମକ ବା ଚିକ୍କଣ ଅତୁଟ ରଖିବାରେ ଛେପର ବିକଳ୍ପ ନାହିଁ। ଯେହେତୁ ଗୋଟିଏ ପାର୍ଶ୍ୱରୁ ବଲ୍ ସ୍କ୍ରାପ୍ ହୁଏ, ତେଣୁ ଜଣକୁ ଗୋଟିଏ ପାର୍ଶ୍ୱରୁ ଝାଳ ଲଗାଇବାକୁ ପଡିବ ଏବଂ ଅନ୍ୟ ପାର୍ଶ୍ୱରୁ ଛେପ ଲଗାଇବାକୁ ପଡ଼ିବ। ହେଲେ ସେ ସ୍ପଷ୍ଟ କରିଛନ୍ତି ଯେ ଭେସଲିନ୍ ଲଗାଇଲେ ଏହା ଦ୍ରୁତ ବୋଲରଙ୍କୁ ସାହାଯ୍ୟ କରିପାରିବ ନାହିଁ।

ତେବେ ହରଭଜନ ସିଂହ କହିଛନ୍ତି ଛେପ ଅଧିକ ଭାରୀ। ଯଦି କେହି ଚୁଇଙ୍ଗମ ଚୋବାଇଥାଏ, ତେବେ ତାଙ୍କ ପାଟିର ଲାଳ ଅନ୍ୟ ମାନଙ୍କ ତୁଳନାରେ ବଲ ପାଇଁ ଅଧିକ ଓଜନିଆ ସାବ୍ୟସ୍ତ ହୋଇଥାଏ। କାରଣ ଏଥିରେ ଚିନି ରହିଥାଏ।

ଆକାଶ ଚୋପ୍ରା କହିଛନ୍ତି ଯେ ଆଇସିସି ପ୍ରଥମେ ଛେପ ଏବଂ ଝାଳର ବିକଳ୍ପ ଭାବରେ କ’ଣ ବ୍ୟବହାର ଦେବା ଦରକାର ସେ ନେଇ ପ୍ରସ୍ତାବ ରଖିବା ଦରକାର। ଯଦି ନିୟମ ପରିବର୍ତ୍ତନ ହେବ ତେବେ ସେମାନଙ୍କୁ ନଖ ଏବଂ ଭେସଲିନ୍ ବ୍ୟବହାର କରିବାକୁ ଦିଅନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story