ବିସିସିଆଇ ପ୍ରସ୍ତାବିତ ଟୁର୍ଣ୍ଣାମେଣ୍ଟ ଉପରେ ଆଲୋଚନା କରିବାକୁ ଇସିବି ରାଜି

ଲଣ୍ଡନ: ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ ନେଇ ବିସିସିଆଇ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ରାଜି ହୋଇଛି। ପ୍ରତିବର୍ଷ ଆଇସିସିକୁ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନରୁ ରୋକିବା ପାଇଁ ଏହି ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟର ପ୍ରସ୍ତାବ ଦିଆଯାଇଛି। ବିସିସିଆଇ ଦ୍ୱାରା ପ୍ରସ୍ତାବିତ ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟରେ ତିନି ବଡ଼ ଦେଶ (ବିଗ୍ ଥ୍ରୀ) ତଥା ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବ୍ୟତୀତ ଆଉ ଏକ ଟିମ୍ ଭାଗ ନେବ। ଏ ନେଇ […]

ecb

ecb

Ranjit Kumar Jena
  • Published: Tuesday, 24 December 2019
  • Updated: 24 December 2019, 09:29 PM IST

ଲଣ୍ଡନ: ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ ନେଇ ବିସିସିଆଇ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ରାଜି ହୋଇଛି। ପ୍ରତିବର୍ଷ ଆଇସିସିକୁ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନରୁ ରୋକିବା ପାଇଁ ଏହି ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟର ପ୍ରସ୍ତାବ ଦିଆଯାଇଛି। ବିସିସିଆଇ ଦ୍ୱାରା ପ୍ରସ୍ତାବିତ ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟରେ ତିନି ବଡ଼ ଦେଶ (ବିଗ୍ ଥ୍ରୀ) ତଥା ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବ୍ୟତୀତ ଆଉ ଏକ ଟିମ୍ ଭାଗ ନେବ।

ଏ ନେଇ ଇସିବି ପକ୍ଷରୁ କୁହାଯାଇଛି ଯେ, ଆମେ କ୍ରିକେଟ୍ ଖେଳୁଥିବା ଅନ୍ୟ ବଡ଼ ଦେଶର ଅଧିକାରୀଙ୍କ ସହ ନିୟମିତ ସାକ୍ଷାତ କରୁଛୁ। ସେମାନଙ୍କ ସହ ଆମେ କ୍ରୀଡ଼ାର ବିକାଶ ଉପରେ ଆଲୋଚନା କରୁ। ଇସିବି ପକ୍ଷରୁ ଆହୁରି କୁହାଯାଇଛି, ଡିସେମ୍ବରରେ ବିସିସିଆଇ ସହ ହୋଇଥିବା ବୈଠକରେ ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟର କଥା ଉଠାଇଯାଇଥିଲା ଏବଂ ଆମେ ଆଇସିସିର ଅନ୍ୟ ସଦସ୍ୟଙ୍କ ସହ ଚର୍ଚ୍ଚା କରିବା ପାଇଁ ରାଜି ମଧ୍ୟ ଅଛୁ।

ଏହି ପ୍ରସ୍ତାବିତ ଟୁର୍ଣ୍ଣାମେଣ୍ଟର ଆୟୋଜନ ୨୦୨୧ ପରଠାରୁ ବିଗ୍ ଥ୍ରୀ' ପର୍ଯ୍ୟାୟକ୍ରମେ କରିବେ। ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଭିନ୍ନ ମତ ଦେଖିବାକୁ ମିଳିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ବୋର୍ଡ ନିଜ ନିଜର ରାଜ୍ୟସ୍ୱରେ ବୃଦ୍ଧି ହେବା ନେଇ ଆଶାବାଦୀ ଅଛି। ଆଇସିସି ତିନିରୁ ଅଧିକ ଟିମକୁ ନେଇ କୌଣସି ଟୁର୍ଣ୍ଣାମେଣ୍ଟକୁ ସ୍ୱୀକୃତି ଦିଏ ନାହିଁ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବରୁ ହିଁ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ନିଜର ପକ୍ଷ ରଖିସାରିଛନ୍ତି। ତେବେ ଇସିବି ଏହା ଉପରେ ଚର୍ଚ୍ଚା କରିବା ପାଇଁ ସହମତି ପ୍ରକାଶ କରିଛି, କିନ୍ତୁ ଅଷ୍ଟ୍ରେଲିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story