ଇଜିପ୍ଟର ଅସ୍ରଫ ହେଲେ ଭାରତୀୟ ଜୁନିୟର ସ୍କ୍ୱାସ ଦଳର କୋଚ୍‌

ଚେନ୍ନାଇ: ପୋଲାଣ୍ଡରେ ଆସନ୍ତା ୭ ତାରିଖରୁ ୧୬ ତାରିଖ ମଧ୍ୟରେ ୱାର୍ଲ୍ଡ ଜୁନିୟର ଚାମ୍ପିଅନ୍‌ସିପ୍‌ ହେବାକୁ ଥିବା ବେଳେ ଭାରତୀୟ ସ୍କ୍ୱାସ ଟିମ୍‌ (ବାଳକ ଓ ବାଳିକା)ର ଟିମ୍‌ର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି ଇଜିପ୍ଟର ଅସ୍ରଫ ଏଲ୍‌ କାରାଗୁଇ। ଆଜି ଭାରତୀୟ କ୍ରୀଡ଼ା ପ୍ରାଧିକରଣ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ଟିମ୍‌ର ସଦସ୍ୟ ଓ ଖେଳାଳିଙ୍କ ସହ ବେଶ କିଛି ସମୟ ଆଲୋଚନା କରିଛନ୍ତି। ସେ କହିଛନ୍ତି,“ଜାତୀୟ ଦଳର କୋଚ୍ ଥିବା ସାଇରସ୍‌ ପୋଞ୍ଚାଙ୍କ ପରେ […]

Egypt's Ashraf takes over Indian jr squash team

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 06:48 PM IST

ଚେନ୍ନାଇ: ପୋଲାଣ୍ଡରେ ଆସନ୍ତା ୭ ତାରିଖରୁ ୧୬ ତାରିଖ ମଧ୍ୟରେ ୱାର୍ଲ୍ଡ ଜୁନିୟର ଚାମ୍ପିଅନ୍‌ସିପ୍‌ ହେବାକୁ ଥିବା ବେଳେ ଭାରତୀୟ ସ୍କ୍ୱାସ ଟିମ୍‌ (ବାଳକ ଓ ବାଳିକା)ର ଟିମ୍‌ର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି ଇଜିପ୍ଟର ଅସ୍ରଫ ଏଲ୍‌ କାରାଗୁଇ।

ଆଜି ଭାରତୀୟ କ୍ରୀଡ଼ା ପ୍ରାଧିକରଣ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ଟିମ୍‌ର ସଦସ୍ୟ ଓ ଖେଳାଳିଙ୍କ ସହ ବେଶ କିଛି ସମୟ ଆଲୋଚନା କରିଛନ୍ତି।

ସେ କହିଛନ୍ତି,“ଜାତୀୟ ଦଳର କୋଚ୍ ଥିବା ସାଇରସ୍‌ ପୋଞ୍ଚାଙ୍କ ପରେ ଦଳର ପ୍ରଦର୍ଶନ ଉପରେ ଦୃଷ୍ଟି ଦେବି।ଦଳ କିପରି ପ୍ରଦର୍ଶନରେ ଉନ୍ନତି ଆଣିବ ସେନେଇ ଚେଷ୍ଟା କରିବି।”

Related story