ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଭାଗ ନେବେ କିପ୍‌ଚୋଗେ

ନୂଆଦିଲ୍ଲୀ: ନଭେମ୍ୱର ୨୦ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଏୟାରଟେଲ୍‌ ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଭାଗ ନେବେ ରିଓ ଅଲମ୍ପିକ୍‌ ବିଜେତା ଇଲିୟୁଡ୍‌ କିପ୍‌ଚୋଗେ। ସେ ୩ ବର୍ଷରେ ୭ଟା ମାରାଥନ୍‌ରେ ଭାଗ ନେଇ ବିଜୟୀ ହୋଇଛନ୍ତି। କିପ୍‌ଚୋଗେ କହିଛନ୍ତି,“୬ ବର୍ଷ ତଳେ ଦିଲ୍ଲୀରେ କମନ୍‌ୱେଲ୍‌ଥ୍‌ ଗେମ୍‌ରେ ଭାଗ ନେଇଥିଲି। ଏଥିରେ ମୁଁ ଭାଗ ନେଇ ରୌପ୍ୟ ପଦକ ପାଇଥିଲି। ସେହି ମୁହୂର୍ତ୍ତ ମୋ ପାଇଁ ଗୌରବମୟ ଥିଲା। ଏବେ ଦ୍ୱିତୀୟ ଥର ପାଇଁ ମୁଁ ଭାରତ […]

eliud-kipchoge

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 06:57 PM IST

ନୂଆଦିଲ୍ଲୀ: ନଭେମ୍ୱର ୨୦ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଏୟାରଟେଲ୍‌ ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଭାଗ ନେବେ ରିଓ ଅଲମ୍ପିକ୍‌ ବିଜେତା ଇଲିୟୁଡ୍‌ କିପ୍‌ଚୋଗେ। ସେ ୩ ବର୍ଷରେ ୭ଟା ମାରାଥନ୍‌ରେ ଭାଗ ନେଇ ବିଜୟୀ ହୋଇଛନ୍ତି।

କିପ୍‌ଚୋଗେ କହିଛନ୍ତି,“୬ ବର୍ଷ ତଳେ ଦିଲ୍ଲୀରେ କମନ୍‌ୱେଲ୍‌ଥ୍‌ ଗେମ୍‌ରେ ଭାଗ ନେଇଥିଲି। ଏଥିରେ ମୁଁ ଭାଗ ନେଇ ରୌପ୍ୟ ପଦକ ପାଇଥିଲି। ସେହି ମୁହୂର୍ତ୍ତ ମୋ ପାଇଁ ଗୌରବମୟ ଥିଲା। ଏବେ ଦ୍ୱିତୀୟ ଥର ପାଇଁ ମୁଁ ଭାରତ ଆସୁଛି।”

Related story