୭ ବର୍ଷ ପରେ ପୁଣି ଭାଇରାଲ୍‌ ହେଉଛି ଧୋନିଙ୍କର ଏହି ଚର୍ଚ୍ଚିତ ସଟ୍‌

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍ କୁଲ୍ ନାମରେ ପରିଚିଚ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ କାହାର ବା ମନେ ନଥିବ।  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଧୋନିଙ୍କ ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ। ଫିଲ୍ମକୁ ଦେଖି ଧୋନିଙ୍କ ଫ୍ୟାନ୍‌ମାନଙ୍କୁ ଟିକେ ବି ଅନୁଭବ ହେଲାନି ଯେ, ପରଦାରେ ତାଙ୍କ କ୍ୟାପଟେନ୍ କୁଲ୍ ଧୋନି ନୁହେଁ ସୁଶାନ୍ତ ଅଛନ୍ତି। ସୁଶାନ୍ତ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ […]

dhoni

dhoni

Chinmayee Roy
  • Published: Sunday, 25 November 2018
  • Updated: 25 November 2018, 11:53 AM IST

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍ କୁଲ୍ ନାମରେ ପରିଚିଚ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ କାହାର ବା ମନେ ନଥିବ।  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଧୋନିଙ୍କ ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ। ଫିଲ୍ମକୁ ଦେଖି ଧୋନିଙ୍କ ଫ୍ୟାନ୍‌ମାନଙ୍କୁ ଟିକେ ବି ଅନୁଭବ ହେଲାନି ଯେ, ପରଦାରେ ତାଙ୍କ କ୍ୟାପଟେନ୍ କୁଲ୍ ଧୋନି ନୁହେଁ ସୁଶାନ୍ତ ଅଛନ୍ତି।

ସୁଶାନ୍ତ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ୨୦୧୧ ୱାର୍ଲଡକପ୍‌ର  ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚ୍‌ରେ ଧୋନି ଛକା ମାରି ଟିମ୍‌ ଇଣ୍ଡିଆକୁ ୨୮ ବର୍ଷ ପରେ ଜିତାଇଦେଉଥିବା ଦୃଶ୍ୟ ରହିଛି । ଏଥିରେ ଉପର ତଳ ହୋଇ ଦୁଇଟି ଭିଡିଓ ରହିଛି । ଉପରେ ଫିଲ୍ମର ରିଲ୍‌ ସିନ୍ ଥିବା ବେଳେ ତଳେ ରିୟଲ ସିନ୍‌ ରହିଛି ।

https://www.instagram.com/p/BqjPpK4lf2y/?utm_source=ig_web_copy_link

ୱାର୍ଲଡକପ୍ ୨୦୧୧ରେ  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ  ହୋଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଧୋନି ଶେଷ ବଲ୍‌ରେ ଛକା ମାରି ଟିମ୍‌ ଇଣ୍ଡିଆକୁ ୨୮ ବର୍ଷ ପରେ ୱାର୍ଲଡକପ୍‌ ଜିତାଇଥିଲେ। ଏହି ସିନ୍‌ର ଅବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଫିଲ୍ମରେ। ଏହି ଭିଡିଓରେ ସୁଶାନ୍ତଙ୍କ ଚାଲିଚଲଣି ପୂରା ଧୋନିଙ୍କ ପରି ଦେଖିବାକୁ ପାଇବେ। ଏଥିସହ ଛକା ମାରିବା କ୍ଷଣି ୟୁବରାଜ ସିଂହ ଧୋନିଙ୍କୁ କୁଣ୍ଢାଇ ପକାଇବା, ଡ୍ରେସିଂ ରୁମ୍‌ରେ ଡ୍ୟାନ୍ସ, ଧୋନି ଶ୍ରୀଲଙ୍କା ଖେଳାଳିଙ୍କ ସହ ହାତ ମିଳାଇବା, ସଚିନ ଧୋନିଙ୍କୁ ଆଲିଙ୍ଗନ କରିବା ଆଦି ସବୁ କିଛି ସିନ୍‌ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତ୍‌ଙ୍କର ଅପ୍‌କମିଂ ଫିଲ୍ମ ‘କେଦାରନାଥ’ ୨୦୧୮ ଡିସେମ୍ବର ୭ ତାରିଖରେ ରିଲିଜ୍‌ ହେବ। ଏଥିରେ ସେ ଓ ସୈଫ୍ ଅଲ୍ଲି ଖାନ୍‌ଙ୍କ ଝିଅ ସାରା ଅଲ୍ଲି ଖାନ୍ ମଧ୍ୟ ନଜର ଆସିବେ। ଏହା ସାରାଙ୍କର ଡେବ୍ୟୁ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story