କୁଲଦୀପଙ୍କ ଯାଦୁରେ ଇଂଲଣ୍ଡ ଧରାଶାୟୀ: ୫୦ ଓଭର୍‌ ସମ୍ପୂର୍ଣ୍ଣ ଖେଳି ପାରିଲାନାହିଁ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଇନା ମ୍ୟାନ୍‌ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଗଲା ଇଂଲଣ୍ଡର ବ୍ୟାଟିଂ ବିଭାଗ। ୧୦ ଓଭର୍‌ ସ୍ପେଲ୍‌ରେ ମାତ୍ର ୨୫ ରନ ଦେଇ ସେ ୬ଟି ମୂଲ୍ୟବାନ ୱିକେଟ୍‌ ହାତେଇଛନ୍ତି। ତାଙ୍କ ବୋଲିଂ ଯାଦୁରେ ଇଂଲଣ୍ଡର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଘାଇଲା ହୋଇଯାଇଛି। କୁଲଦୀପଙ୍କ ବ୍ୟତୀତ ଉମେଶ ଯାଦବ ୨ଟି ଓ ଚହଲ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି। ହେଲେ ନିଜର ଡେବ୍ୟୁ ମ୍ୟାଚ୍‌ରେ କିଛି ଖାସ୍ କରିପାରିନାହାନ୍ତି ସିଦ୍ଧାର୍ଥ କୌଲ୍‌। […]

frrrr

frrrr

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଇନା ମ୍ୟାନ୍‌ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଗଲା ଇଂଲଣ୍ଡର ବ୍ୟାଟିଂ ବିଭାଗ। ୧୦ ଓଭର୍‌ ସ୍ପେଲ୍‌ରେ ମାତ୍ର ୨୫ ରନ ଦେଇ ସେ ୬ଟି ମୂଲ୍ୟବାନ ୱିକେଟ୍‌ ହାତେଇଛନ୍ତି। ତାଙ୍କ ବୋଲିଂ ଯାଦୁରେ ଇଂଲଣ୍ଡର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଘାଇଲା ହୋଇଯାଇଛି। କୁଲଦୀପଙ୍କ ବ୍ୟତୀତ ଉମେଶ ଯାଦବ ୨ଟି ଓ ଚହଲ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି। ହେଲେ ନିଜର ଡେବ୍ୟୁ ମ୍ୟାଚ୍‌ରେ କିଛି ଖାସ୍ କରିପାରିନାହାନ୍ତି ସିଦ୍ଧାର୍ଥ କୌଲ୍‌। ସେ ୧୦ ଓଭର୍‌ରେ ୬୨ ରନ୍‌ ଦେଇଥିବା ବେଳେ କୌଣସି ୱିକେଟ୍‌ ହାସଲ କରିପାରିନାହାନ୍ତି।

ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଆଜି ଟ୍ରେଣ୍ଟବ୍ରିଜ୍‌ ଠାରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭର୍‌ରେ ୨୬୮ ରନ୍‌ କରି ଅଲଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ଅଲ୍‌ରାଉଣ୍ଡର୍ ବେନ୍‌ ଷ୍ଟୋକ୍ସ୍‌ ଓ ଜସ୍‌ ବଟଲର୍‌ ଧର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଫଳରେ ଦଳର ସ୍କୋର ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି। ଏହି ଦୁଇ ଜଣ ଖେଳାଳିଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲର୍‌ଙ୍କୁ ସାମ୍ନା କରିପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story