ଇଂଲଣ୍ଡ ଟେଷ୍ଟ ସ୍କ୍ୱାଡରୁ ବେୟାରଷ୍ଟୋ ଆଉଟ୍

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଇଂଲଣ୍ଡ ଟେଷ୍ଟ ଟିମରୁ ଜନ୍ନି ବେୟାରଷ୍ଟୋଙ୍କୁ ବାଦ୍ ଦିଆଯାଇଛି । ସେହିପରି ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଆହତ କାରଣରୁ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିପାରିବେ ନାହିଁ। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ୱାରୱିକଶାୟାର ଓପନିଂ ବ୍ୟାଟ୍ସମ୍ୟାନ୍ ଡୋମିନିକ୍ ସିବଲେଙ୍କୁ ଜାତୀୟ ଟିମରେ ସାମିଲ୍ କରାଯାଇଛି। ତାଙ୍କ ବ୍ୟତୀତ କେଣ୍ଟ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରାଉଲେ ତଥା ଲାଙ୍କଶାୟରର ସାକିବ୍ ମେହମୁଦ୍ ଏବଂ ମ୍ୟାଥ୍ୟୁ ପାର୍କିନସନଙ୍କୁ ଇଂଲଣ୍ଡରେ ଟିମରେ […]

bairstow

bairstow

Ranjit Kumar Jena
  • Published: Tuesday, 24 September 2019
  • Updated: 24 September 2019, 08:23 PM IST

Sports

Latest News

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଇଂଲଣ୍ଡ ଟେଷ୍ଟ ଟିମରୁ ଜନ୍ନି ବେୟାରଷ୍ଟୋଙ୍କୁ ବାଦ୍ ଦିଆଯାଇଛି । ସେହିପରି ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଆହତ କାରଣରୁ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିପାରିବେ ନାହିଁ। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ୱାରୱିକଶାୟାର ଓପନିଂ ବ୍ୟାଟ୍ସମ୍ୟାନ୍ ଡୋମିନିକ୍ ସିବଲେଙ୍କୁ ଜାତୀୟ ଟିମରେ ସାମିଲ୍ କରାଯାଇଛି।

ତାଙ୍କ ବ୍ୟତୀତ କେଣ୍ଟ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରାଉଲେ ତଥା ଲାଙ୍କଶାୟରର ସାକିବ୍ ମେହମୁଦ୍ ଏବଂ ମ୍ୟାଥ୍ୟୁ ପାର୍କିନସନଙ୍କୁ ଇଂଲଣ୍ଡରେ ଟିମରେ ସ୍ଥାନ ମିଳିଛି। ଆଶେସ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ଜେସନ୍ ରୟଙ୍କୁ ମଧ୍ୟ ୧୫ଜଣିଆ ଟିମରେ ସ୍ଥାନ ମିଳିନାହିଁ। ସରେ ବ୍ୟାଟ୍ସମ୍ୟାନ୍ ଓଲି ପୋପ୍ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବେୟାରଷ୍ଟୋଙ୍କ ଅନୁପସ୍ଥିତିରେ ଜୋସ ବଟଲର ୱିକେଟକିପର ଭୂମିକା ତୁଲାଇବେ।

ଆଶେସ୍ ସିରିଜରେ ବେୟାରଷ୍ଟୋ ୫ ମ୍ୟାଚରେ ୨୩.୭୭ ହାରରେ ୨୧୪ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୧ ତାରିଖରୁ ମାଉଣ୍ଟ ମାଉଙ୍ଗାନୁଇରେ ଆରମ୍ଭ ହେବ। ତେବେ ଟେଷ୍ଟ ସିରିଜ୍ ପୂର୍ବରୁ ନଭେମ୍ବର ୧ ତାରିଖରୁ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଟି-୨୦ ଟିମର ନେତୃତ୍ୱ ନେବେ ଇଆନ୍ ମୋର୍ଗାନ୍।

ଟେଷ୍ଟ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ଜୋଫ୍ରା ଆର୍ଚର୍, ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜୋସ ବଟଲର, ଜ୍ୟାକ୍ କ୍ରାଉଲେ, ସାମ୍ କୁରାନ, ଜୋ ଡେନଲୀ, ଜ୍ୟାକ୍ ଲିଚ୍, ସାକିଦ୍ ମେହମୁଦ୍, ମାଥ୍ୟୁ ପର୍କିନସନ୍, ଓଲି ପୋପ୍, ଡୋମିନିକ୍ ସିବଲେ, ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ।

ଟି-୨୦ ସ୍କ୍ୱାଡ୍: ଇଆନ୍ ମୋର୍ଗାନ୍ (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ, ଟମ୍ ବାଣ୍ଟନ୍, ସାମ୍ ବିଲିଙ୍ଗସ, ପ୍ୟାଟ୍ ବ୍ରାଉନ୍, ସାମ୍ କୁରାନ୍, ଟମ୍ କୁରାନ୍, ଜୋ ଡେନଲୀ, ଲୁଇସ୍ ଗ୍ରିଗୋରୀ, କ୍ରିସ୍ ଜୋର୍ଡାନ୍, ସାକିଦ୍ ମେହମୁଦ୍, ଡେୱିଡ୍ ମାଲାନ୍, ମାର୍କ ପର୍କିନସନ୍, ଆଦିଲ୍ ରଶିଦ୍, ଜେମ୍ସ ଭିନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story