ଇଂଲଣ୍ଡ ଓ ଭାରତ ପ୍ରଥମ ୱାନଡେ ମ୍ୟାଚ୍‌: ୧୨ ଦିନ ପୂର୍ବରୁ ସବୁ ଟିକେଟ ବିକ୍ରି

ପୁନେ: ମହାରାଷ୍ଟ୍ର କ୍ରିକେଟ୍‌ ସଂଘ ଆନ୍ତର୍ଜାତୀକ ପଡ଼ିଆରେ ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ପ୍ରଥମ ୱାନଡେ ମ୍ୟାଚ୍‌ ପାଇଁ ସବୁ ଟିକେଟ ବିକ୍ରି ସରିଲାଣି। ଆଜି ମହାରାଷ୍ଟ୍ର କ୍ରିକେଟ୍‌ ସଂଘ(ଏମ୍‌ସିଏ) ଏହି ଘୋଷଣା କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଡେ-ନାଇଟ୍‌ ମ୍ୟାଚ୍‌ ପାଇଁ ଡିସେମ୍ୱର ୧୫ ତାରିଖରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ୧୨ ଦିନ ଭିତରେ ଅନ୍‌ଲାଇନ୍‌ ଓ କାଉଣ୍ଟରରେ ସମସ୍ତ ଟିକେଟ୍‌ ବିକ୍ରି […]

punestadium

Rakesh Mallick
  • Published: Wednesday, 28 December 2016
  • , Updated: 29 December 2016, 01:51 PM IST

ପୁନେ: ମହାରାଷ୍ଟ୍ର କ୍ରିକେଟ୍‌ ସଂଘ ଆନ୍ତର୍ଜାତୀକ ପଡ଼ିଆରେ ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ପ୍ରଥମ ୱାନଡେ ମ୍ୟାଚ୍‌ ପାଇଁ ସବୁ ଟିକେଟ ବିକ୍ରି ସରିଲାଣି। ଆଜି ମହାରାଷ୍ଟ୍ର କ୍ରିକେଟ୍‌ ସଂଘ(ଏମ୍‌ସିଏ) ଏହି ଘୋଷଣା କରିଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଡେ-ନାଇଟ୍‌ ମ୍ୟାଚ୍‌ ପାଇଁ ଡିସେମ୍ୱର ୧୫ ତାରିଖରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ୧୨ ଦିନ ଭିତରେ ଅନ୍‌ଲାଇନ୍‌ ଓ କାଉଣ୍ଟରରେ ସମସ୍ତ ଟିକେଟ୍‌ ବିକ୍ରି ହୋଇଯାଇଛି। ଏହି ପଡ଼ିଆରେ ୩୭,୪୦୬ ଦର୍ଶନ ବସିବାର କ୍ଷମତା ରହିଛି।

Related story