ଜାନୁଆରୀରେ ଭାରତ ଆସିବ ଇଂଲଣ୍ଡର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍

ମୁମ୍ବାଇ: ଇଂଲଣ୍ଡର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ଆସନ୍ତା ବର୍ଷ ଜାନୁଆରୀରେ ଭାରତ ଗସ୍ତରେ ଆସିବ। ଆଜି ଏ ନେଇ ସ୍ପଷ୍ଟ କରିଛି ବିସିସିଆଇ। ଇଂଲଣ୍ଡର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ଏଠାରେ ଭାରତର ୧୯ ବର୍ଷରୁ କମ୍ ଟିମ୍ ସହିତ  ୫ଟି ଦିନିକିଆ ଓ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। ପ୍ରଥମ ଦିନିକିଆ ଜାନୁଆରୀ ୩୦ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳା ଯିବ। ଶେଷ ଟେଷ୍ଟ ମ୍ୟାଚ୍‌ଟି ଫେବୃଆରୀ ୨୧ ତାରିଖରୁ […]

bat

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 06:03 PM IST

ମୁମ୍ବାଇ: ଇଂଲଣ୍ଡର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ଆସନ୍ତା ବର୍ଷ ଜାନୁଆରୀରେ ଭାରତ ଗସ୍ତରେ ଆସିବ। ଆଜି ଏ ନେଇ ସ୍ପଷ୍ଟ କରିଛି ବିସିସିଆଇ।

ଇଂଲଣ୍ଡର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ଏଠାରେ ଭାରତର ୧୯ ବର୍ଷରୁ କମ୍ ଟିମ୍ ସହିତ  ୫ଟି ଦିନିକିଆ ଓ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ।

ପ୍ରଥମ ଦିନିକିଆ ଜାନୁଆରୀ ୩୦ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳା ଯିବ। ଶେଷ ଟେଷ୍ଟ ମ୍ୟାଚ୍‌ଟି ଫେବୃଆରୀ ୨୧ ତାରିଖରୁ ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ।

Related story