ଟେଷ୍ଟ କ୍ୟାପଟେନ୍ ପଦ ବଜାୟ ରଖିଲେ ଡ୍ୟୁପ୍ଲେସିସ୍

ଜୋହାନସବର୍ଗ: ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ ଫାଫ୍ ଡ୍ୟୁପ୍ଲେସିସ୍ ଦକ୍ଷିଣ ଆଫ୍ରିକା ଟିମର କ୍ୟାପଟେନ୍ ରହିବେ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)ର କର୍ଯ୍ୟକାରୀ ନିର୍ଦ୍ଦେଶକ ଭାନ୍ ଜିଲ୍ କହିଛନ୍ତି। ତେବେ ସୀମିତ ଓଭର କ୍ରିକେଟରେ ଅନ୍ୟ କାହାକୁ ନେତୃତ୍ୱ ଭାର ପ୍ରଦାନ କରାଯାଇପାରେ। ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଓଟିସ୍ ଗିବସନ୍ ଓ ତାଙ୍କ କୋଚିଂ ଷ୍ଟାଫଙ୍କ ବିଦା ହେବ ଏକ ପ୍ରକାର ନିଶ୍ଚିତ। ଭାନ୍ ଜିଲ୍ କହିଛନ୍ତି, ଆଗାମୀ […]

du

du

Ranjit Kumar Jena
  • Published: Tuesday, 06 August 2019
  • Updated: 06 August 2019, 10:04 PM IST

Sports

Latest News

ଜୋହାନସବର୍ଗ: ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ ଫାଫ୍ ଡ୍ୟୁପ୍ଲେସିସ୍ ଦକ୍ଷିଣ ଆଫ୍ରିକା ଟିମର କ୍ୟାପଟେନ୍ ରହିବେ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)ର କର୍ଯ୍ୟକାରୀ ନିର୍ଦ୍ଦେଶକ ଭାନ୍ ଜିଲ୍ କହିଛନ୍ତି। ତେବେ ସୀମିତ ଓଭର କ୍ରିକେଟରେ ଅନ୍ୟ କାହାକୁ ନେତୃତ୍ୱ ଭାର ପ୍ରଦାନ କରାଯାଇପାରେ।

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଓଟିସ୍ ଗିବସନ୍ ଓ ତାଙ୍କ କୋଚିଂ ଷ୍ଟାଫଙ୍କ ବିଦା ହେବ ଏକ ପ୍ରକାର ନିଶ୍ଚିତ। ଭାନ୍ ଜିଲ୍ କହିଛନ୍ତି, ଆଗାମୀ ଦିନେ-ଦୁଇ ଦିନ ଭିତରେ ଚୟନ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ପରବର୍ତ୍ତୀ ରଣନୀତି ସମ୍ବନ୍ଧରେ ଆଲୋଚନ ହେବ। ଏଥିରେ ୨୦୨୩ ବିଶ୍ୱକପକୁ ନେଇ ମଧ୍ୟ ଚର୍ଚ୍ଚା ହେବ। ଡ୍ୟୁପ୍ଲେସିସ୍ ଟେଷ୍ଟ ଟିମର କ୍ୟାପଟେନ୍ ରହିବେ, କିନ୍ତୁ ଆମକୁ ଭବିଷ୍ୟତ ଦେଖିବାକୁ ପଡ଼ିବ ଏବଂ ଏବେଠାରୁ ୨୦୨୩ ବିଶ୍ୱକପ୍ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଟେଷ୍ଟ ସିରିଜ୍ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବ, ଯାହା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story