ଅଷ୍ଟ୍ରେଲିଆ ଓପନ୍‌ରେ ଏହି ରେକର୍ଡ କଲେ ଫେଡେରର୍‌

ମେଲବର୍ଣ୍ଣ: ୨୦ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ସ୍ୱିଜରଲ୍ୟାଣ୍ଡ ଖେଳାଳି ରୋଜର ଫେଡେରର୍‌ ଅଷ୍ଟ୍ରେଲିଆ ଓପନ୍‌ରେ ଏକ ବରିଳ ରେକର୍ଡ କରିଛନ୍ତି। ସେ କ୍ରମାଗତ ୨୦ଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୬ଥର ଅଷ୍ଟ୍ରେଲିଆ ଓପନ୍‌ ଜିତିଥିବା ଫେଡେରର୍‌ ଆଜିର ମ୍ୟାଚ୍‌ରେ ୟୁକେର ଡାନ୍‌ ଇଭାନ୍ସଙ୍କୁ ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦୀର୍ଘ ୨ଘଣ୍ଟା ୩୫ ମିନିଟ୍‌ ଧରି ଚାଲିଥିବା ମ୍ୟାଚ୍‌ରେ ଫେଡରର୍‌ ୭-୬, ୭-୬ ଓ ୬-୩ରେ […]

te

Hemant Lenka
  • Published: Wednesday, 16 January 2019
  • , Updated: 16 January 2019, 09:16 PM IST

ମେଲବର୍ଣ୍ଣ: ୨୦ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ସ୍ୱିଜରଲ୍ୟାଣ୍ଡ ଖେଳାଳି ରୋଜର ଫେଡେରର୍‌ ଅଷ୍ଟ୍ରେଲିଆ ଓପନ୍‌ରେ ଏକ ବରିଳ ରେକର୍ଡ କରିଛନ୍ତି। ସେ କ୍ରମାଗତ ୨୦ଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

୬ଥର ଅଷ୍ଟ୍ରେଲିଆ ଓପନ୍‌ ଜିତିଥିବା ଫେଡେରର୍‌ ଆଜିର ମ୍ୟାଚ୍‌ରେ ୟୁକେର ଡାନ୍‌ ଇଭାନ୍ସଙ୍କୁ ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦୀର୍ଘ ୨ଘଣ୍ଟା ୩୫ ମିନିଟ୍‌ ଧରି ଚାଲିଥିବା ମ୍ୟାଚ୍‌ରେ ଫେଡରର୍‌ ୭-୬, ୭-୬ ଓ ୬-୩ରେ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି।

Related story