ପିଇବା ପାଣିରେ କାର୍ ଧୋଇବାରୁ କୋହଲିଙ୍କ ଉପରେ ଫାଇନ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡରେ ଅଛନ୍ତି। ସେ ବିଶ୍ୱକପ୍ ଖେଳିବାକୁ ଟିମ୍ ସହିତ ସେଠାକୁ ଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ତେବେ ଏହା ଭିତରେ ହରିୟାଣାର ଗୁରୁଗ୍ରାମ ମ୍ୟୁନିସିପାଲିଟି ବିରାଟଙ୍କ ଉପରେ ୫୦୦ ଟଙ୍କା ଫାଇନ୍ କରିଛି। ପିଇବା ପାଣିରେ କାର୍ ଧୋଇବାକୁ ନେଇ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ତାଙ୍କ ଉପରେ ଏହି ଫାଇନ୍ କରିଛନ୍ତି। ଅବଶ୍ୟ […]

kohali

kohali

Jitendra Garnayak
  • Published: Sunday, 09 June 2019
  • Updated: 09 June 2019, 12:44 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡରେ ଅଛନ୍ତି। ସେ ବିଶ୍ୱକପ୍ ଖେଳିବାକୁ ଟିମ୍ ସହିତ ସେଠାକୁ ଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ତେବେ ଏହା ଭିତରେ ହରିୟାଣାର ଗୁରୁଗ୍ରାମ ମ୍ୟୁନିସିପାଲିଟି ବିରାଟଙ୍କ ଉପରେ ୫୦୦ ଟଙ୍କା ଫାଇନ୍ କରିଛି।

ପିଇବା ପାଣିରେ କାର୍ ଧୋଇବାକୁ ନେଇ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ତାଙ୍କ ଉପରେ ଏହି ଫାଇନ୍ କରିଛନ୍ତି। ଅବଶ୍ୟ ଏ ଭୁଲ୍‌ ବିରାଟ ନିଜେ କରି ନାହାନ୍ତି। ତାଙ୍କର ଘରୋଇ ସହାୟକମାନେ ଏ ଭୁଲ୍ କରିଛନ୍ତି। ସେମାନେ ବିରାଟଙ୍କ କାର୍‌କୁ ପିଇବା ପାଣିରେ ଧୋଇଥିଲେ। ଆଉ ଏହା ଦେଖିବା ପରେ ବିରାଟଙ୍କ ପଡ଼ୋଶୀ ଘର ଲୋକେ ମ୍ୟୁନିସିପାଲିଟି ଅଫିସ୍‌ରେ ଯାଇ ଅଭିଯୋଗ କରିଥିଲେ।

ବିରାଟଙ୍କ ପଡ଼ୋଶୀମାନେ ଅଭିଯୋଗ କରିଥିଲେ ଯେ ତାଙ୍କ (ବିରାଟଙ୍କ) କାର୍‌ଗୁଡ଼ିକୁ ଧୋଇବା ପାଇଁ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ କରାଯାଇଥିଲା। ତାଙ୍କ ଘର ବାହାର ଦେଇ ଯାଇଥିବା ପାଇପ୍‌ରୁ ଏହି ପିଇବା ପାଣିକୁ କାର୍ ଧୋଇବା କାର୍ଯ୍ୟରେ ବ୍ୟବହାର କରାଯାଇଥିଲା।

ବିରାଟଙ୍କ ଗୁରୁଗ୍ରାମ ବାସଭବନ ଡିଏଲ୍‌ଏଫ୍ ଫେଜ୍-୧ରେ ଅଛି। ଏହି ବାସଭବନରେ ତାଙ୍କର ୬ରୁ ଅଧିକ କାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story